HOROSCOPES

ଆସନ୍ତୁ ଜାଣିବା ରାଶି ଅନୁସାରେ କେଉଁ କ୍ୟାରିୟର କଲେ ଶୁଭ ଫଳ ମିଳିଥାଏ?

ଅନେକ ଲୋକ ଅଛନ୍ତି ସେମାନେ ଜ୍ୟାତିଷଶାସ୍ତ୍ରକୁ ଅନୁସରଣ କରି କାମ କରିଥାନ୍ତି। ଗ୍ରହ ନକ୍ଷେତ୍ର ଅନୁସାରେ ଆମେ ଶୁଭ ଅଶୁଭ ଫଳ ପ୍ରାପ୍ତ କରିଥାଉ। ତେବେ ରାଶି ଅନୁସାରେ ନିଜ କ୍ୟାରିୟର କରିବା ଲାଭଦାୟକ ହୋଇଥାଏ।

ତେବେ ଜାଣିରଖନ୍ତୁ ରାଶି ଅନୁସାରେ କ୍ୟାରିୟର-

  • ମେଷ ରାଶିର ବ୍ୟକ୍ତିମାନେ ଦାୟିତ୍ଵ ନେବାକୁ ପସନ୍ଦ କରିଥାନ୍ତି। ତେଣୁ ଏମାନେ ରାଜନୀତି ଓ ମ୍ୟାନେଜମେଣ୍ଟ୍‌ କ୍ଷେତ୍ରରେ ଶୁଭ ଫଳ ପାଇଥାନ୍ତି।
  • ବୃଷ ରାଶିର ବ୍ୟକ୍ତିମାନେ କଳାର ପୂଝରୀ ଥାଆନ୍ତି ତେଣୁ ଏମାନେ ରୋଷେୟା, ଚିତ୍ରକଳା ଓ ମୂର୍ତ୍ତୀ ନିର୍ମାଣ ଭଳି କାର୍ଯ୍ୟରେ ସଫଲତା ଅର୍ଜନ କରିପାରିବେ।
  • ମିଥୁନ ରାଶିର ବ୍ୟକ୍ତିମାନେ ବ୍ୟସ୍ତ କାମ କରିବାକୁ ପସନ୍ଦ କରନ୍ତି ତେଣୁ ଏମାନେ ଟେକ୍ନୋଲୋଜି, ଶିକ୍ଷା ଓ ଟ୍ରାଭେଲ୍ କାର୍ଯ୍ୟରେ ସଫଳ ହୁଅନ୍ତି।
  • କର୍କଟ ରାଶିର ବ୍ୟକ୍ତିମାନେ ଶିକ୍ଷା ଓ ସାମାଜିକ କାର୍ଯ୍ୟ ଭଳି କ୍ଷେତ୍ରରେ ସୁନାମ ଅର୍ଜନ କରିବେ।
  • ସିଂହ ରାଶିର ବ୍ୟକ୍ତିମାନେ ରାଶିର ନାମ ପରି ରାଜା ଭାବରେ ବଂଚିବାକୁ ଚାହାଁନ୍ତି ତେଣୁ ଏମାନେ ରାଜନୀତି ଓ ମ୍ୟାନେଜମେଣ୍ଟ୍‌ କ୍ଷେତ୍ରରେ ଶୁଭ ଫଳ ପାଇଥାନ୍ତି।
  • କନ୍ୟା ରାଶିର ବ୍ୟକ୍ତିମାନେ ଲେଖକ, ସାମ୍ବାଦିକ, ସଂପାଦକ ଓ ଗବେଷକ ହେଲେ ସଫଳ ହୁଅନ୍ତି।
  • ତୁଳା ରାଶିର ବ୍ୟକ୍ତିମାନେ ସାମ୍ବାଦିକ ,ପ୍ରଫେସର, ଲେଖକ ଓ ମାର୍କେଟିଂରେ କ୍ୟାରିୟର କଲେ ସୁନାମ ଅର୍ଜନ କରିବେ।
  • ବିଛା ରାଶିର ବ୍ୟକ୍ତିମାନେ ସବୁ କାମ ଭାବି ବିଚାରି କରି ଥାନ୍ତି ତେଣୁ ଏମାନେ ଜ୍ୟୋତିଷ ଓ ବାସ୍ତୁ ବିଦ୍ୟାରେ ସୁନାମ ଅର୍ଜନ କରିବେ।
  • ଧନୁ ରାଶିର ବ୍ୟକ୍ତିମାନେ ବୁଲାବୁଲି କରିବାକୁ ପସନ୍ଦ କରନ୍ତି ତେଣୁ ଏମାନେ ଟ୍ରାଭେଲ୍‌ ଏଜେଣ୍ଟ କାର୍ଯ୍ୟରେ ସଫଳ ହୁଅନ୍ତି।
  • ମକର ରାଶିର ବ୍ୟକ୍ତିମାନେ ସାଧାରଣତଃ ବୈଜ୍ଞାନିକ, ମ୍ୟାନେଜର, ବ୍ୟାଙ୍କର ଭଳି କାର୍ଯ୍ୟରେ ସୁନାମ ଅର୍ଜନ କରିଥାଆନ୍ତି।
  • କୁମ୍ଭ ରାଶିର ବ୍ୟକ୍ତିମାନେ ଅଧିକ ଫଳ ଆଶା ରଖିଥାନ୍ତି ତେଣୁ ଏମାନେ ବୈଜ୍ଞାନିକ, ଡିଜାଇନର ଓ ରାଜନେତା ଭଳି କାର୍ଯ୍ୟରେ ସଫଳ ହୁଅନ୍ତି।
  • ମୀନ ରାଶିର ବ୍ୟକ୍ତିମାନେ ଖୁସି ରହିବାକୁ ଚାହାଁନ୍ତି କିଛି ବଡ ଆଶା ନରଖି କୌଣସି କ୍ଷେତ୍ରରେ ବି ଶୁଭ ଫଳ ପାଇଥାନ୍ତି।

ଆସନ୍ତୁ ଜାଣିବା ରାଶି ଅନୁସାରେ କେଉଁ କ୍ୟାରିୟର କଲେ ଶୁଭ ଫଳ ମିଳିଥାଏ? ଆସନ୍ତୁ ଜାଣିବା ରାଶି ଅନୁସାରେ କେଉଁ କ୍ୟାରିୟର କଲେ ଶୁଭ ଫଳ ମିଳିଥାଏ? job

ପଢନ୍ତୁ;

ଦିନକୁ ବେଶୀ ସମୟ ବାଇକ୍ ଚଳାଉଛନ୍ତି କି? ସାବଧାନ! ନଚେତ ପଡ଼ିପାରନ୍ତି ଅସୁବିଧାରେ

Related posts

୨୨ ନଭେମ୍ବର, ବୁଧୁବାର – ରାଶିଫଳ

Krishna Kumar Manoj

ରାଶି ଅନୁସାରେ ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ଶୀଘ୍ର ପ୍ରେମରେ ପଡିଥାନ୍ତି?

Krishna Kumar Manoj

୧୮ ନଭେମ୍ବର, ଶନିବାର – ରାଶିଫଳ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More