ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ଲୋକପ୍ରିୟ ସୋସିଆଲ ମିଡିଆ କମ୍ପାନୀମାନଙ୍କରେ ଛଟେଇ ଚାଲିଥିବା ବେଳେ ଭାରତର ଦୁଇ ବଡ଼ ଅଧିକାରୀ ଚାକିରିରୁ ଇସ୍ତଫା ଦେଇଛନ୍ତି।
ଲୋକପ୍ରିୟ ସୋସିଆଲ ମିଡିଆ କମ୍ପାନୀମାନଙ୍କରେ ଛଟେଇ ଚାଲିଥିବା ବେଳେ ଭାରତର ଦୁଇ ବଡ଼ ଅଧିକାରୀ ଚାକିରିରୁ ଇସ୍ତଫା ଦେଇଛନ୍ତି। ମେଟାର ଭାରତୀୟ ମୁଖ୍ୟ ଅଜିତ ମୋହନ ଦୁଇ ସପ୍ତାହ ତଳେ ଇସ୍ତଫା ଦେଇଥିବା ବେଳେ ଆଜି କମ୍ପାନୀର ପବ୍ଲିକ ପଲିସି ମୁଖ୍ୟ ରାଜୀବ ଅଗ୍ରୱାଲ ସମାନ ପଦକ୍ଷେପ ନେଇଛନ୍ତି। ସେ ଭାରତରେ ମେଟାର ପବ୍ଲିକ ପଲିସି ମୁଖ୍ୟ ଭାବେ କାମ କରୁଥିଲେ। କିନ୍ତୁ ସେ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଅନ୍ୟପଟେ ହ୍ୱାଟସଆପ୍ ମେସେଜିଂ ଆପ୍ର ଭାରତ ମୁଖ୍ୟ ଅଭିଜିତ ବୋଷ ମଧ୍ୟ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏ ସମ୍ପର୍କରେ ମେଟା ପକ୍ଷରୁ ବିବୃତି ଜାରି କରାଯାଇ ସୂଚନା ଦିଆଯାଇଛି।
ହ୍ୱାଟସଆପ୍ର ବିଶ୍ୱ ମୁଖ୍ୟ ୱିଲ କ୍ୟାଥକାର୍ଟ ଦୀର୍ଘ ବର୍ଷ ଧରି ଭାରତୀୟ ମୁଖ୍ୟ ଭାବେ କାମ କରୁଥିବା ଅଭିଜିତ ବୋଷଙ୍କୁ ମଧ୍ୟ ଆଗାମୀ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କ ଅବଦାନ ଓ ପରିଶ୍ରମ ଯୋଗୁ ହ୍ୱାଟଆପ୍ ଆଜି ଭଲ ବ୍ୟବସାୟ କରିବା ସହ ଲକ୍ଷାଧିକ ଲୋକଙ୍କୁ ଫାଇଦା ଦେଇଛି। ଆଗକୁ ଭାରତରେ ହ୍ୱାଟସଆପ୍ ଆହୁରି ଭଲ କାମ କରିବାକୁ ଲକ୍ଷ୍ୟ ରଖିଛି। ଭାରତର ଡିଜିଟାଲ ଟ୍ରନ୍ସଫରମେସନରେ ହ୍ୱାଟସଆପ୍ର ଯୋଗାଦାନ ରହିବ ବୋଲି ୱିଲ କହିଛନ୍ତି।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।