Loading...

ଆସୁଛି ହ୍ବାଟ୍‌ସଆପ୍‌ର ନୂଆ ଫିଚର , ୪ ଫୋନରେ ହେବ ଆକାଉଣ୍ଟ ଲଗଇନ

ଆସୁଛି ହ୍ବାଟ୍‌ସଆପ୍‌ର ନୂଆ ଫିଚର , ୪ ଫୋନରେ ହେବ ଆକାଉଣ୍ଟ ଲଗଇନ

ମୋବାଇଲ ଫୋନରେ ହ୍ବାଟ୍‌ସଆପ୍‌ ଥିଲେ ତାହାକୁ ଏବେ ପିସି କିମ୍ବା ଟାବଲେଟ୍‌ରେ ଜଣେ ଲଗଇନ୍ କରି ବ୍ୟବହାର କରିପାରୁଛି।

ମୋବାଇଲ ଫୋନରେ ହ୍ବାଟ୍‌ସଆପ୍‌ ଥିଲେ ତାହାକୁ ଏବେ ପିସି କିମ୍ବା ଟାବଲେଟ୍‌ରେ ଜଣେ ଲଗଇନ୍ କରି ବ୍ୟବହାର କରିପାରୁଛି। କିନ୍ତୁ ଆଗାମୀ ଦିନରେ ଏକାଧିକ ଫୋନରେ ଜଣେ ହ୍ବାଟ୍‌ସଆପ୍‌ ବ୍ୟବହାର କରିପାରିବ। ହ୍ବାଟ୍‌ସଆପ୍‌ ପକ୍ଷରୁ ଏହି ସୁବିଧା ସଂପର୍କରେ ଘୋଷଣା କରାଯାଇଛି। ଆସନ୍ତା କିଛିଦିନ ମଧ୍ୟରେ ଏହା ଗ୍ରାହକଙ୍କ ପାଇଁ ଉପଲବ୍ଧ ‌କରାଯିବ। ପ୍ରଥମ ଥର ପାଇଁ ଏଭଳି ସୁବିଧା ବ୍ୟବହାରକାରୀଙ୍କୁ ମିଳିବ। ସୁରକ୍ଷା ଏବଂ ଗୋପନୀୟତା ସହିତ ବ୍ୟବହାରକାରୀମାନଙ୍କୁ କୌଣସି ସାଲିସ କରିବାକୁ ବି ପଡ଼ିବ ନାହିଁ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.