News

ପୁରୀରୁ ପୁଣି ଉଦ୍ଧାର ହେଲା ବିଶାଳକାୟ ‘ତିମି’ର ମୃତଦେହ

Shark fish

ପୁରୀ ସମୁଦ୍ର କୂଳରୁ ତିମିର ମୃତ ଦେହ ଉଦ୍ଧାର ହେବା  କିଛି ନୂଆ କଥା ନୁହେଁ। ମଙ୍ଗଳବାର ପୁରୀ ଜିଲ୍ଲା ବ୍ରହ୍ମଗିରି ରେଞ୍ଜ ବାଲିହରଚଣ୍ଡୀ  ବିଚରୁ ମିଳିଛି ଆଉ ଏକ ବିଶାଳକାୟ ତିମିର ଗଳିତ ମୃତ  ଶରୀର। ମତ୍ସଜୀବୀଙ୍କ ଠାରୁ ସୂଚନା ମିଳିବା ପରେ ବନ ବିଭାଗର ଅଧିକାରୀ ଏବଂ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି। ଉଦ୍ଧାର ହୋଇଥିବା ତିମିର ଲମ୍ବ ୨୦, ଗୋଲେଇ ୧୨ ଫୁଟ ଓ ୨୦ ଟନ୍‌ ଗୋଲେଇ ହେବ।

shark dead body
shark on the beach of puri

୨୦୦୫ରେ ପ୍ରଶାନ୍ତ ମହାସାଗରରେ ଦେଖାଯାଉଥିବା ୨୭.୨ ଇଞ୍ଚ ଲମ୍ବ, ୧୨ ଫୁଟ ଗୋଲେଇ ଓ ୯ ଟନ୍‌ ଓଜନର ଓ୍ଵାଇଲ୍ଡ ସାର୍କ  ଓ ୨୦୧୧ରେ ଏକ ୫୦ ଫୁଟ ଲମ୍ବ, ୧୫ ଫୁଟ ଗୋଲେଇ ଓ ୧୦ ଟନ୍‌ ଓଜନର ମୃତ ତିମି ଉଦ୍ଧାର ହୋଇଥିଲା।
ପଢନ୍ତୁ: ନିର୍ବାଚନରେ ସ୍ବଚ୍ଛତା ଲାଗି ପାର୍ଥୀ ଦେବେ ବ୍ୟକ୍ତିଗତ ପ୍ରମାଣପତ୍ର: ମୁଖ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦେଶ

Related posts

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ:ସମଲିଙ୍ଗୀ ଯୌନ ସମ୍ପର୍କ ଅପରାଧ ନୁହେଁ

ENO Beuro

ଇସ୍ରୋ ମିଶନକୁ ଆଉ ଏକ ଧକ୍କା: ସାଟେଲାଇଟ ଜି ସାଟ-ସିକ୍ସ ଏ ସହ ଯୋଗାଯୋଗ ହେଲା ବିଚ୍ଛିନ୍ନ

ENO Beuro

କଟକ ଜଗତପୁର ନିକଟରେ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ,ଜଣେ ମୃତ

ENO Beuro

Leave a Comment