VASTU

ଆସନ୍ତୁ ଜାଣିବା ଦିଗ ଅନୁଯାଇ ଶୋଇବାର ସଠିକ ଶୈଳୀ କିପରି ହେବା ଉଚିତ

vastu

ବାସ୍ତୁ ଦୋଷ  ଆମ ଜୀବନ ଉପରେ ବହୁ ପ୍ରଭାବ ପକାଇଥାଏ। ସାମାନ୍ୟ ଟିକେ ପରିବର୍ତନ  ଓ ବାସ୍ତୁ  ଶାସ୍ତ୍ରର କିଛି ନିୟମ ଆପଣେଇ ନେଲେ ଆମ ଜୀବନ ସୁଖମୟ ହୋଇଉଠିବ। ବ୍ୟକ୍ତି ବିଭିନ୍ନ କାରଣରୁ ଅସଫଳ ହୋଇଥାଏ। ସେ ଘର ତିଆରି ହେଉ ଅବା ଶୋଇବା ଶୈଳୀ । ଶୋଇବାର   ବିଶେଷ କିଛି ନିୟମ ମାନିଲେ ଆମେ ନିରୋଗ ରହିବା ସହ  ଧନବାନ ମଧ୍ୟ ହୋଇପାରିବ। ଆସନ୍ତୁ ଜାଣିବା ସେ ବିଷୟରେ….

ବାସ୍ତୁ ଅନୁସାରେ ଶୋଇବା ସମୟରେ ଭୁଲ ଉପାୟରେ ଓ ଭୁଲ ଦିଗରେ ଶୋଇବା ଦ୍ଵାରା ଆମର ବହୁ କ୍ଷତି ଘଟିଥାଏ।

୧) ବାସ୍ତୁଶାସ୍ତ୍ର ଅନୁଯାଇ ଶୋଇବାବେକେ ମୁଣ୍ଡ ପୂର୍ବ କିମ୍ବା ପଶ୍ଚିମ ଦିଗକୁ ରଖିବା ଦରକାର। ଏପରି କରିବା ଦ୍ଵାରା ଭାଗ୍ୟ ସାଥିରେ ରହିଥାଏ।
୨) ପଶ୍ଚିମ ଦିଗକୁ ମୁଣ୍ଡ କରି ଶୋଇବା ଦ୍ଵାରା ମଣିଷକୁ ମାନସିକ ଶାନ୍ତି ପ୍ରାପ୍ତି ହୋଇଥାଏ। ଏହି  ଦିଗକୁ ମୁହଁ କରି ଶୋଇବା ଦ୍ଵାରା ସୁକର୍ମ ଓ ପୂଜା ପାଠରେ ରୁଚି ବଢିଥାଏ।
୩) ଦକ୍ଷିଣକୁ  ମୁଣ୍ଡ ଓ ଉତ୍ତରକୁ ଗୋଡ କରି ଶୋଇବା ଦ୍ଵାରା ଶରୀର ସର୍ବଦା ସତେଜ ରହିବା ପରି ଅନୁଭବ ହେବା ସହ ଘରେ ଧନର ଅଭାବ ରହିନଥାଏ।
୪) କେବେବି ଦକ୍ଷିଣକୁ ଗୋଡ କରି ଶୋଇବା ଉଚିତ ନୁହେଁ ଏହା କରିବା ଦ୍ଵାରା ବ୍ୟକ୍ତି ଖରାପ ସ୍ଵପ୍ନ ଦେଖିବା ସହ ଛାତିରେ ଯନ୍ତ୍ରଣା ଅନୁଭବ କରିଥାଏ।
୫) କେବେବି ଘରର କବାଟ କୁ ମୁଣ୍ଡ ଲଗେଇ ଶୋଇବା ଅନୁଚିତ ଏହା ଦ୍ଵାରା ଘର ଭିତରକୁ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ ବୋଲି ବିଶ୍ବାସ କରାଯାଏ।

ପଢନ୍ତୁ:  ଆସନ୍ତୁ ଜାଣିବା,କେଉଁ କାର୍ଯ୍ୟରେ କ’ଣ ଖାଇ ଯାତ୍ରା କଲେ ମିଳିଥାଏ ଶୁଭଫଳ

Related posts

ବାସ୍ତୁଶାସ୍ତ୍ର ଅନୁସାରେ ଶନିବାରେ ଏହି ସବୁ ଜିନିଷ ଖାଆନ୍ତୁ ନାହିଁ

ENO Beuro

ଶରୀରର କେଉଁ ଅଙ୍ଗରେ ସୁନା ପିନ୍ଧିଲେ ହୋଇଥାଏ ଅଶୁଭ, ଆସନ୍ତୁ ଜାଣିବା ଏହି ବିଷୟରେ

ENO Beuro

ଆସନ୍ତୁ ଜାଣିବା ମଥାରେ ସିନ୍ଦୂର ଲଗାଇବା ପଛରେ ରହିଥବା ରହସ୍ୟ ସମ୍ପର୍କରେ !

ENO Beuro

Leave a Comment