VASTU

ଶାସ୍ତ୍ର ଅନୁସାରେ କେଉଁ ଦିଗକୁ ପାଦ ରଖି ଶୋଇବା ଅନୁଚିତ ହୋଇଥାଏ? ଜାଣନ୍ତୁ

ବାସ୍ତୁଶାସ୍ତ୍ରକୁ ଅନେକ ଲୋକ ବିଶ୍ବାସ କରିଆସୁଛନ୍ତି। ଶାସ୍ତ୍ରରେ ଅନେକ କଥା ବର୍ଣନା କରାଯାଇଛି। କେଉଁ ଦିଗକୁ ମୁଣ୍ଡ ରଖି ଶୋଇଲେ ଶୁଭଫଳ ମିଳିଥାଏ। ସେ ସମ୍ପର୍କରେ ଜାଣିବା ନିହାତି ଦରକାର।

ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ-

ଦକ୍ଷିଣ ଓ ପୂର୍ବ ଦିଗକୁ ପାଦ ରଖିି ଶୋଇବା ଅନୁଚିତ। ତେବେ ଏହା ପଛରେ ବୈଜ୍ଞାନିକ କାରଣ ମଧ୍ୟ ରହିଛି। ବୈଜ୍ଞାନିକଙ୍କ ମତରେ ଶୋଇବାର ଶୈଳୀ ରହିଛି। ଯଦି ଆପଣ ଦକ୍ଷିଣ ଦିଗକୁ ପାଦ କରି ଶୋଉଛନ୍ତି ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଏହାର ନକାରାତ୍ମକ ପ୍ରଭାବ ପଡିପାରେ ଯାହାଫଳରେ ଆପଣଙ୍କ ମାନସିକ ସ୍ଥିତିି ସନ୍ତୁଳିତ ରହେ ନାହିଁ।

ଶାରିିିରୀକ ଗଠନ ଅନୁସାରେ ଆପଣଙ୍କ ମୁଣ୍ଡ ଉତ୍ତର ଦିଗରେ ଏବଂ ପାଦ ଦକ୍ଷିଣ ଦିଗରେ ରହିବାଦ୍ୱାରା ପ୍ରତିିରୋଧକ ପରି କାମ କରେ। ସମାନ ଦିଗ ପ୍ରତିରୋଧକ ଭଳି କାର୍ଯ୍ୟ କରୁଥିବାରୁ ଫଳରେ ଆପଣଙ୍କ ସ୍ୱାସ୍ଥ୍ୟ ଏବଂ ମସ୍ତିଷ୍କ ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ।

ବୈଜ୍ଞାନିକଙ୍କ ମତରେ ଦକ୍ଷିଣକୁ ପାଦ ରଖି ଶୋଉଥିବା ବ୍ୟକ୍ତିର ଶକ୍ତ ହ୍ରାସ ପାଇଥାଏ। ସକାଳୁ ଉଠିଲା ବେଳେ ଦୁର୍ବଳ ଲାଗିଥାଏ। ଆପଣ ଯଦି ଦକ୍ଷିଣ ଦିିଗକୁ ମୁଣ୍ଡ ରଖି ଶୋଇବେ ତେବେ ଆପଣ ଆରାମ ଅନୁଭବ କରିବେ।

ସେହିିପରି ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇବା ଉଚିତ୍‍ ବୋଲି ଶାସ୍ତ୍ରରେ ମଧ୍ୟ କୁହାଯାଇଛି। ଉତ୍ତର ଦିଗକୁ ପାଦ କରି ଶୋଇବା ଦ୍ୱାରା ଏହାର ସକରାତ୍ମକ ପ୍ରଭାବ ଶରୀର ଉପରେ ପଡ଼ିଥାଏ।। ପୂର୍ବ ଦିଗ ଅଲୌକିକ ଶକ୍ତିର ବାସ ସ୍ଥାନ।ଏଣୁ ଏ ଦିଗକୁ ପାଦକରି ଶୁଅନ୍ତୁ ନାହିଁ।

ପଢନ୍ତୁ; ପାକିସ୍ଥାନ ନିର୍ବାଚନ: ଭୋଟ ଗଣତି ଜାରି, ଇମ୍ରାନ୍‌ ଖାନ ହେବେ ପ୍ରଧାନମନ୍ତ୍ରୀ

Related posts

ଶନିବାର ଏହି ସବୁ କାର୍ଯ୍ୟ କରୁଛନ୍ତି କି ? ଜାଣନ୍ତୁ ଏହାର କୁପ୍ରଭାବ ସମ୍ବନ୍ଧରେ

ENO Beuro

ଶୋଇଲା ବେଳେ ତକିଆ ତଳେ ରଖନ୍ତୁ ଏହି ସବୁ ଜିନିଷ ,ଚମକିବ ଆପଣଙ୍କ ଭାଗ୍ୟ

ENO Beuro

ଘରକୁ ଧନ ଆସିବା ପୂର୍ବରୁ ଭଗବାନ କେଉଁ ସଙ୍କେତ ଦେଇ ଥାଆନ୍ତି ଜାଣନ୍ତୁ?

ENO Beuro

3 comments

Leave a Comment