VASTU

ସଙ୍କଟରୁ ମୁକ୍ତି ଦେବ ଦୀପ

ଘରେ ଶାନ୍ତି ଓ ସୁଖ ପାଇଁ ଠାକୁରଙ୍କୁ ପୂଜା ସମୟରେ ଆମେ ଦୀପ ଅର୍ପଣ କରିଥାଉ। ଦୀପକୁ ଶାସ୍ତ୍ର ଅନୁସାରେ ପବିତ୍ର ବୋଲି ମନାଯାଏ। ତେବେ ଦୀପ ସଙ୍କଟରୁ ମଧ୍ୟ ରକ୍ଷା କରିଥାଏ ବୋଲି ଶାସ୍ତ୍ରରେ ଅଛି। ଆସନ୍ତୁ ଜାଣିବା ଏହା କିପରି ଭାବେ ଆମ ଜୀବନରେ ସଙ୍କଟରୁ ଦିଅ ମୁକ୍ତି।

୧) ଯେକୌଣସି ସମସ୍ୟାର ସମାଧାନ ତଥା ଘରର ପ୍ରଗତି ପାଇଁ ଘରେ ପ୍ରତିଦିନ ଦୀପ ଜାଳନ୍ତୁ। ଏହାଦ୍ବାରା ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ହେବ।

୨) ଦୀପ ଜାଳିବା ସମୟରେ ଧ୍ୟାନ ରଖିବେ ଯେପରି ଦୀପର ଶିଖା ପୂର୍ବ ଦିଗକୁ ନରୁହେ, ଏହା କରିବା ଦ୍ଵାରା ରୋଗ ଦୂର ହେବା ସହ ଆୟୁ ବୃଦ୍ଧି ପାଏ।

୩) ଦୀପର ଶିଖାକୁ ଉତ୍ତର ଦିଗକୁ ରଖିବା ଦ୍ଵାରା ଧନ ବୃଦ୍ଧି ହୋଇଥାଏ।

୪) ଦକ୍ଷିଣ ଦିଗକୁ ଦୀପ ରଖିଲେ ଅର୍ଥହାନୀ ହୋଇଥାଏ।

୫) ଦୀପ ଜାଳିବା ସମୟରେ ଦୀପର ଶିଖା ଯେପରି  ସ୍ଥିର ରହିବା ଦରକାର। ପ୍ରତିଦିନ ପୂଜା କରିବା ସମୟରେ ହିଁ ଦୀପକୁ ଜାଳନ୍ତୁ।

୬) ରୋଷେଇ ଘରେ ଯେଉଁଠି ପିଇବା ପାଣି ରଖୁଛନ୍ତି ସେଠାରେ ଘିଆ ଦୀପ ଜାଳିବା ଦ୍ଵାରା ସ୍ୱାସ୍ଥ୍ୟ ଲାଭ ହେବାସହ ଧନ ବୃଦ୍ଧି ହୁଏ ଏବଂ ଘର ଉପରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ।

ପଢନ୍ତୁ: ଆପଣଙ୍କ ଘରେ ପାରା ରହୁଛନ୍ତି କି!! ଜାଣନ୍ତୁ ଏହା କି ପ୍ରକାର ପ୍ରଭାବ ପକେଇଥାଏ ଆପଣଙ୍କ ଜୀବନରେ

Related posts

ଆଜି ହେଉଛି ପବିତ୍ର ଧନ୍‌ତେରସ,ସୁନା ଦୋକାନରେ ଲାଗିଛି ଗ୍ରାହକମାନଙ୍କ ଭିଡ଼

ENO Beuro

ଶୁକ୍ରବାର କରନ୍ତୁ ଏହି ଛୋଟ ଉପାୟ , ଆପଣଙ୍କ ଉପରେ ହେବ ମା ଲକ୍ଷ୍ମୀ ଙ୍କ କୃପା

ENO Beuro

ବାସ୍ତୁଶାସ୍ତ୍ର ଅନୁସାରେ ସୌନ୍ଦଯ୍ୟ ବଢାଇବା ସହ ନକରାତ୍ମକ ଶକ୍ତିରୁ ରକ୍ଷା କରିଥାଏ ବିନ୍ଦି

ENO Beuro

1 comment

Leave a Comment