LIFESTYLE

ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି କି ? ତେବେ ପିଅନ୍ତୁ ଏହି ସବୁ ଜୁସ୍

ଓଜନ ବଢ଼ିବା ଆଜିକାଲି ଏକ ବଡ ସମସ୍ୟା ହୋଇଗଲାଣି । ଏଥି ପାଇଁ ପ୍ରାୟତଃ ସମସ୍ତେ ଚିନ୍ତିତ ।ନିଜ ଓଜନକୁ ନିୟନ୍ତ୍ରଣରେ ରଖିବା ପ୍ରାୟ ଅଧାରୁ ଅଧିକାଂଶ ଲୋକଙ୍କ ପାଇଁ ଜରୁରୀ ହୋଇପଡ଼ିଛି । ଆମେ ଆଜି ଆପଣଙ୍କୁ ଏମିତି କିଛି ଜୁସ୍ ସଂପର୍କରେ କହିବୁ ଯାହାକୁ ପିଇବା ଦ୍ୱାରା ଆପଣ ଆପଣଙ୍କ ଓଜନକୁ ନିୟନ୍ତ୍ରଣରେ ରଖିପାରିବେ ।

କେଉଁ ଜୁସ୍ ପିଇବା ଦ୍ଵାରା ଓଜନ ହ୍ରାସ ହୁଏ ଜାଣନ୍ତୁ :-

  • ଗୋଟାଏ କମଳା, ୬ରୁ ୮ଟି ଷ୍ଟ୍ରବେରି, ୮ରୁ ୧୦ଟି ପୋଇ ପତ୍ର, ଏବଂ ଗୋଟାଏ କପ୍ ଆଲ୍ମଣ୍ଡ୍ ଖିରକୁ ପକାଇ ମିଶ୍ରଣ କରି ତାହାକୁ ପିଅନ୍ତୁ । ଏହା ମଧ୍ୟ ଏକ ଓଜନ ନିୟନ୍ତ୍ରଣକାରୀ ଜୁସ୍  ।
  • ଗୋଟାଏ ଟେବୁଲ୍ ଚାମଚ ମହୁ, ୨ କପ୍ ପାଣି, ଗୋଟାଏ ଟେବୁଲ୍ ଚାମଚ ଲେମ୍ବୁ ଏବଂ ଗୋଟାଏ ଟେବୁଲ୍ ଚାମଚ ଅଦାର ମିଶ୍ରଣ କରି ପିଇବା ଦ୍ୱାରା ଓଜନ କମ ହେବା ସହ ଆହୁରି ଗୁଡ଼ାଏ ଫାଇଦା ହୋଇଥାଏ ।
  • ୩ଟି ଗାଜର, ଗୋଟାଏ କାକୁଡ଼ି, ଫାଳେ ଲେମ୍ବୁ ଏବଂ ଗୋଟାଏ ସେଓ ମିଶ୍ରଣ କରି ଏକ ଜୁସ୍ ତିଆରି କରନ୍ତୁ । ତାହାକୁ ପିଇବା ଦ୍ୱାରା ମଧ୍ୟ ଓଜନ କମାଯାଇ ପାରେ ।
  • ଗୋଟାଏ କାକୁଡ଼ି, ଗୋଟାଏ ଲେମ୍ବୁ, ୧୦ ରୁ ୧୨ଟି ମିଣ୍ଟ୍ ପତ୍ର, ଏକ ଟେବୁଲ୍ ସ୍ପୁନ୍ ବଟା ଅଦା ଏବଂ ୨ ଗ୍ଲାସ ପାଣିକୁ ମିଶାଇ ପେସି ଦିଅନ୍ତୁ। ତାହାକୁ ପିଇବା ଦ୍ୱାରା ଓଜନ କମ୍ ହେବା ସହ ଆହୁରି ଅନେକ ଫାଇଦା ମିଳିଥାଏ ।

ପଢନ୍ତୁ ;

ଖରାଦିନେ ମଦ୍ୟପାନ କରିଲେ କେଉଁ ସବୁ ରୋଗ ହୋଇଥାଏ ଜାଣନ୍ତୁ ?

Related posts

ନିୟମିତ ଗୁପଚୁପ୍ ଖାଉଛନ୍ତି କି? ଜାଣିରଖନ୍ତୁ ଏହା ଶରୀର ପାଇଁ କେତେ କ୍ଷତିକାରକ!

ENO Beuro

ଶିଶୁକୁ ପାଉଡ଼ର ଲଗାଇବା ସମୟରେ ଧ୍ୟାନରେ ରଖନ୍ତୁ ଏହି ସବୁ କଥା!

ENO Beuro

ଅଳ୍ପ ଉଷୁମ ପାଣିରେ ଲେମ୍ବୁ ଚିପୁଡି ପିଇଲେ କଣ ଲାଭ ହୁଏ ଜାଣନ୍ତୁ ?

ENO Beuro

4 comments

Leave a Comment