LIFESTYLE

କେଉଁ ଜୁସ ପିଇଲେ କେଉଁ ରୋଗ ଭଲ ହୁଏ , ଜାଣନ୍ତୁ !

ଆମେ ସୁସ୍ଥ ରହିବା ପାଇଁ କେତେ କ ‘ ଣ ଉପାୟ ଅବଲମ୍ବନ କରିଥାଏ । କିଏ ଡାଇଟିଙ୍ଗ କରିଥାଆନ୍ତି ତ କିଏ ଯୋଗ ବ୍ୟାୟାମ କରିଥାଆନ୍ତି । କେହି କେହି  ଜୁସ ମଧ୍ୟ ପିଇ ଥାଆନ୍ତି । ଆପଣ ଜାଣିଛନ୍ତି କି  ଜୁସ ପିଇବା ଶରୀର ପାଇଁ ଲାଭଦାୟକ । ଏହା ଦ୍ଵାରା ବିଭିନ୍ନ ରୋଗ ମଧ୍ୟ ଦୂର ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ ।

କେଉଁ ଜୁସ ପିଇଲେ କେଉଁ ରୋଗ ଭଲ ହୁଏ ଜାଣନ୍ତୁ :-

  • ବିଟ , ଆପେଲ , ଜୁଆଣୀ , ପତ୍ର , କାକୁଡି ଓ ଅଦା ରସ କୁ ପିଇବା ଦ୍ଵାରା  ଉଚ ରକ୍ତଚାପ ରୋଗ ଭଲ ହୋଇଥାଏ ।
  • କମଳା , ଆପେଲ , ତରଭୁଜ ଓ ଲେମ୍ବୁ ରସକୁ ଜୁସ କରି ପିଇବା ଦ୍ଵାରା କିଡନୀ ସ୍ଟୋନ ରୋଗ ଦୂର ହୋଇଥାଏ ।
  • ଆଜମା ରୋଗ ଦୂର ହୁଏ ଗାଜର ,ପାଳଙ୍ଗ ,ଆପେଲ ଓ ଲେମ୍ବୁ ରସ ଜୁସ ପିଇବା ଦ୍ଵାରା ଏହି ରୋଗ ଭଲ ହୋଇଥାଏ ।
  • ଗାଜର , ପାଳଙ୍ଗ ଓ ଜୁଆଣୀ ପାତ୍ର ରସ ପିଇବା ଦ୍ଵାରା ମଧୁମେହ ରୋଗ ଦୂର ହୋଇଥାଏ ।

juicee କେଉଁ କେଉଁ ଜୁସ ପିଇଲେ କେଉଁ ରୋଗ ଭଲ ହୁଏ , ଜାଣନ୍ତୁ ! juicee

  • ଆପେଲ , କାକୁଡି , ଅଦା ,ପାଳଙ୍ଗ ଶାଗ ରସ ଜୁସ ପିଇବା ଦ୍ଵାରା ମୁଣ୍ଡ ବିନ୍ଧା ଓ ଥଣ୍ଡା ଦୂର ହୋଇଥାଏ ।
  • ଆପେଲ , ଗାଜର ଓ ବନ୍ଧା କୋବି ପାତ୍ର ରସ ପିଇବା ଦ୍ଵାରା କୋଷ୍ଟକାଠିନ୍ୟ ଦୂର ହୋଇ ଥାଏ ।
  •  ଗାଜର ଓ ଜୁଆଣୀ ରସ ଦ୍ରୁଷ୍ଟି ଶକ୍ତି ପାଇଁ ବେସ ଲାଭଦାୟକ ।
  • ସପୁରି , ଗାଜର ଓ ଲେମ୍ବୁ ରସ ବଦହଜମି ଦୂର କରିଥାଏ ।

juice କେଉଁ କେଉଁ ଜୁସ ପିଇଲେ କେଉଁ ରୋଗ ଭଲ ହୁଏ , ଜାଣନ୍ତୁ ! juice

ପଢନ୍ତୁ ; ଘରେ କର୍ପୁର ରଖିବା ଦ୍ଵାରା କଣ ଲାଭ ହୋଇଥାଏ ,ଆସନ୍ତୁ ଜାଣିବା ସେ ସମ୍ପର୍କରେ

 

Related posts

କେଉଁ ପ୍ରକାର ଯୁବକଙ୍କୁ ଯୁବତୀମାନେ ପସନ୍ଦ କରନ୍ତି ନାହିଁ? ଜାଣନ୍ତୁ

ENO Beuro

ଜନ୍ମ ମାସରୁ ଜାଣନ୍ତୁ ଆପଣଙ୍କ ପ୍ରେମ ସମ୍ପର୍କ କେମିତି ଓ କେତେ ନିବିଡ

ENO Beuro

ଫଳ ଉପରେ ଲାଗିଥିବା ଷ୍ଟିକର ବିଷୟରେ କିଛି ଜାଣିଛନ୍ତି କି ? ଜାଣନ୍ତୁ ଏହି ଷ୍ଟିକର କଣ ସୂଚାଇଥାଏ ?

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More