ଆସନ୍ତୁ ଜାଣିବା କେଉଁ ପାତ୍ରରେ ଖାଇବା ଦ୍ଵାରା ଜ୍ଞାନ ଏବଂ ଆୟୁ ବୃଦ୍ଧି ହୋଇଥାଏ?

ପ୍ରତିଦିନ ଆମେ ବିଭିନ୍ୟ ପାତ୍ରରେ ଭୋଜନ କରିଥାଉ। ଆପଣ ଜାଣିଛନ୍ତି କି? କେଉଁ ପାତ୍ରରେ ଭୋଜନ କଲେ କଣ ଫଳ ମିଳିଥାଏ। ତେବେ ଆମେ ଆପଣଙ୍କୁ ଜଣାଉଛୁ ଯେ କେଉଁ ପାତ୍ରରେ ଭୋଜନ କଲେ କେଉଁ କେଉଁ ଫଳ ମିଳିଥାଏ।

 ଜାଣନ୍ତୁ-

  • ରୁପା ପାତ୍ରରେ ଭୋଜନ କରିବା ଦ୍ୱାରା ମଣିଷ ବୁଦ୍ଧିବନ୍ତ ଓ ନ୍ୟାୟାବନ୍ତ ହୋଇଥାଏ।
  • ସୁନା ପାତ୍ରରେ ଭୋଜନ କରିବା ଦ୍ଵାରା ବ୍ୟକ୍ତି ଲକ୍ଷ୍ମୀଙ୍କ ପ୍ରିୟ ହେବ ସହିତ ବିଦ୍ୟା, ଜ୍ଞାନ ଓ ଆୟୁ ବୃଦ୍ଧି ପାଇଥାଏ। ସବୁ କ୍ଷେତ୍ରରେ ସଫଳ ହୋଇଥାଏ।
  • କଦଳୀ ପତ୍ରରେ ଭୋଜନ କରିବା ଦ୍ୱାରା ମଣିଷର ଆୟୂଷ ବୃଦ୍ଧି ପାଇଥାଏ।
  •  ଶାସ୍ତ୍ର  ଅନୁସାରେ ପିତ୍ତଳ ପାତ୍ରରେ ଭୋଜନ କରିବା ଦ୍ୱାରା ମନରେ ପବିତ୍ରତା ଆସିଥାଏ। ଏବଂ ମନ ଶାନ୍ତ ରହିଥାଏ।
  • ତମ୍ବା ପାତ୍ରରେ ଭଗବାନଙ୍କୁ ପୂଜା କରାଯାଏ ତେଣୁ ଏହି ପାତ୍ରରେ ଭୋଜନ କରିବା ଦ୍ୱାରା ଶରୀର ପବିତ୍ର ହେବା ସହ ଧନ ସମ୍ପତ୍ତିରେ ବୃଦ୍ଧି ପାଇଥାଏ।
  • ଷ୍ଟିଲ ପାତ୍ରରେ ନିୟମିତ ଭୋଜନ କରିବା ଦ୍ୱାରା ଅସ୍ଥିରତା ଓ ବାୟୁ ଜନିତ ରୋଗ ହୋଇଥାଏ। ଆଜିକାଲିର ଲୋକମାନେ ଷ୍ଟିଲ ପାତ୍ରରେ ରେ ହିଁ ଭୋଜନ କରୁଛନ୍ତି। ଚେଷ୍ଟା କରନ୍ତୁ ଷ୍ଟିଲ ପାତ୍ର ବ୍ୟତୀତ ଅନ୍ୟ ପାତ୍ରରେ ଭୋଜନ କରିବାକୁ।

ପଢନ୍ତୁ;

ବାସ୍ତୁଶାସ୍ତ୍ର ଅନୁସାରେ ଶୋଇଲା ବେଳେ ଶେଯ ତଳେ ରଖନ୍ତୁ ଏହି ସବୁ ଜିନିଷ ,ଦୂର ହେବ ଅନେକ ସମସ୍ୟା!

Related posts

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More