Loading...

ଦ୍ଵନ୍ଦରେ କଂଗ୍ରେସ, କିଏ ହେବ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ !

ଦ୍ଵନ୍ଦରେ କଂଗ୍ରେସ, କିଏ ହେବ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ !

କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ନିଷ୍ପତ୍ତି ନେବେ।

କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ନିଷ୍ପତ୍ତି ନେବେ। ନୂଆ ନେତା ଚୟନ ପାଇଁ ବେଙ୍ଗାଲୁରୁର ଏକ ପଞ୍ଚତାରକା ହୋଟେଲରେ ବସିଥିବା କଂଗ୍ରେସ ବିଧାୟକ ଦଳ (ସିଏଲ୍‌ପି) ବୈଠକ ଏଥିପାଇଁ ସର୍ବସମ୍ମତିକ୍ରମେ ଖାର୍ଗେଙ୍କୁ କ୍ଷମତା ପ୍ରଦାନ କରିଛି । କିନ୍ତୁ ମୁଖ୍ୟମନ୍ତ୍ରୀ ଚୟନ ଚୂଡ଼ାନ୍ତ ହେବା ପୂର୍ବରୁ ଶପଥ ଗ୍ରହଣ ତାରିଖ ଘୋଷଣା କରାଯାଇଛି ।

ଦିନ ଗଡିଲେ କଂଗ୍ରେସ ପାଇଁ ଜଟିଳ ହୋଇପାରେ ସମସ୍ୟା। କର୍ଣ୍ଣାଟକ ସ୍ଥିତି ଯେ, ରାଜସ୍ଥାନ ଭଳି ନହେବ ସେନେଇ କଂଗ୍ରେସ ଶିବିର ଉଦ୍ୟମ କରିବ। ହେଉଥିବା ଚର୍ଚ୍ଚା ଅନୁସାରେ, ଉଭୟ ଶିବକୁମାର ଓ ସିଦ୍ଦରମୈୟାଙ୍କୁ ଅଢେଇ ବର୍ଷ ଲେଖାଏ ମୁଖ୍ୟମନ୍ତ୍ରୀ କରାଯାଇପାରେ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.