LIFESTYLE

ଆସନ୍ତୁ ଜାଣିବା ଏଥର ଭାଲେଣ୍ଟାଇନ ଡ଼େ କେଉଁ ରାଶିଙ୍କ ପାଇଁ ଖାସ ରହିବ

ଆଜିକାଲିର ଯୁବପିଢ଼ୀ ଭାଲେଣ୍ଟାଇନ ଡ଼େ କୁ ନେଇ ବହୁତ ଉତ୍ସାହିତ ଥାଆନ୍ତି । ପ୍ରତିବର୍ଷ ୧୪ ଫେବୃୟାରୀ ରେ ପଡୁଥିବା ଭାଲେଣ୍ଟାଇନ ଡ଼େ ହେଉ ଅଥବା ପୁରା ଫେବୃୟାରୀ ମାସକୁ ପ୍ରେମର ମାସ ମଧ୍ୟ କୁହାଯାଏ । ରୋମରୁ ଆରମ୍ଭ ହେଇଥିବା ଏହି ପ୍ରେମ ଦିବସ ଏବେ ପୃଥିବର ସବୁ ସ୍ଥାନରେ ପହଂଚି ଗଲାଣି ।

ପ୍ରେମିକଟିଏ ତାର ପ୍ରେମିକାକୁ ଏଇ ଦିନ କାର୍ଡ଼ ଓ ଗୋଲାପ ଫୁଲ ଦେବା ସହ ପ୍ରେମର କଥା କହିଥାଏ। ଏହି ପ୍ରେମର ଦିବସରେ କଣ ସମସ୍ତଙ୍କୁ ତାଙ୍କ ପ୍ରେମ ମିଳିଥାଏ ? ନିଜର ପ୍ରେମ ସମ୍ପର୍କ ଜାଣିବା ପାଇଁ ଲୋକ ରାଶିଫଳମଧ୍ୟ ପଢ଼ନ୍ତି । ତେବେ ଆସନ୍ତୁ ଜାଣିବା ୧୪ ଫେବୃୟାରୀ କେଉଁ ରାଶି ମାନଙ୍କ ପାଇଁ ଶୁଭ ଫଳ ପ୍ରଦାନ କରିବ ।

ଭାଲେଣ୍ଟାଇନ ଡ଼େରେ ଏହି ୬ଟି ରାଶିରେ ପ୍ରେମର ସମ୍ପର୍କ ଭଲ ରହିବ

ମିଥୁନ ରାଶି :-ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏଇ ଭାଲେଣ୍ଟାଇନ ଡ଼େ ରେ ଆପଣଙ୍କ ପାଇଁ ପ୍ରେମ ଓ ବନ୍ଧୁତାର ଦିନ ହେବ। ପୁରୁଣା ବନ୍ଧୁଙ୍କ ସହ ଦେଖା ହେଇପାରେ ।

ସିଂହ ରାଶି:- ପ୍ରେମର ସମ୍ପର୍କ ବହୁତ ନିବିଡ ରହିବ । ନିଜ ପ୍ରେମିକାକୁ ନେଇ ବାହାରକୁ ବୁଲିବାକୁ ଯାଇପାରନ୍ତି। ସମ୍ପୂର୍ଣ ଦିନଟି ଅନୁଭୂତି ପୂର୍ଣ୍ଣ ରହିବ ।

କନ୍ୟା ରାଶି :- ଭଲ ପାଇବାର ଏଇ ଦିନରେ ଆପଣଙ୍କ ଜୀବନରେ ଜଣେ ନୂଆ ବ୍ୟକ୍ତିର ପ୍ରବେଶ ହେବ। ଯାହାର ଆସିବା ଫଳରେ ଆପଣଙ୍କ ଜୀବନରେ ଖୁସି ଆସିବ । ଏଇ ପ୍ରେମ ପାଇବାକୁ ଆପଣଙ୍କୁ ବନ୍ଧୁଙ୍କ ସାହାଯ୍ୟ ନେବାକୁ ପଡିବ।

ତୁଳା ରାଶି :-ଏହି ଦିନ ଆପଣଙ୍କ ଜୀବନରେ ଏକ ଚମତ୍କାର ହେବ । ଯେମିତି ପୁରୁଣା ପ୍ରେମକ ଫେରି ଆସିବା ହେଉ ବା ନୂଆ ବ୍ୟକ୍ତି କେହି ପ୍ରପୋଜ କରନ୍ତୁ । ଯାହା ହେବ ଆପଣଙ୍କର ଦିନଟି ବହୁତ ଭଲ ରହିବ।

ବିଛା ରାଶି :- ଭାଲେଣ୍ଟାଇନ ଡ଼େ ରେ ଅନ୍ୟ ରାଶି ଅପେକ୍ଷା ବିଛା ରାଶି ପାଇଁ ବହୁତ ଭଲ ଅଛି । ଆପଣଙ୍କୁ କେହି ବନ୍ଧୁ ପ୍ରପୋଜ କରି ପାରନ୍ତି । ଏହି ଦିଅ ଆପଣଙ୍କ ଜୀବନରେ ଏକ ନୂଆ ସମ୍ପର୍କ ଆରମ୍ଭ ହେବ ।

ପଢନ୍ତୁ ;

ବଲିଉଡ୍‌ରେ ଡେବ୍ୟୁ କରିବେ କ୍ୟାଟ୍ରିନାଙ୍କ ଭଉଣୀ ଇସାବେଲ୍‌

Related posts

କିସମିସକୁ ପାଣିରେ ଭିଜାଇ ଖାଇବା ଦ୍ୱାରା ମିଳିଥାଏ ଅନେକ ଫାଇଦା ! ଜାଣନ୍ତୁ ଏହାର ଫାଇଦା ସମ୍ପର୍କରେ

ENO Beuro

ରାତି ଅନିଦ୍ରା ରହିଲେ କ’ଣ ହୁଏ ଏବୋଂ ଏହାର ନିରାକାର ପାଇଁ କ’ଣ କରିବେ ଜାଣନ୍ତୁ

ENO Beuro

ପ୍ରତେକ ହିନ୍ଦୁ ଘରର ଅଗଣାରେ ପୂଜା ପାଉଥିବା ତୁଳସୀର ଔଷଧିୟ ଗୁଣ ସଂପର୍କରେ ଜାଣନ୍ତୁ

ENO Beuro

Leave a Comment