Loading...

ସାରା ଦେଶ ପାଳୁଛି ୭୩ତମ ସାଧାରଣତନ୍ତ୍ର ଦିବସ

ସାରା ଦେଶ ପାଳୁଛି ୭୩ତମ ସାଧାରଣତନ୍ତ୍ର ଦିବସ

ଦେଶ ପାଳୁଛି ୭୩ତମ ସାଧାରଣତନ୍ତ୍ର ଦିବସ। ନୂଆଦିଲ୍ଲୀର ଜାତୀୟ ରାଜପଥରେ ପତାକା ଉତ୍ତୋଳନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ।

ଦେଶ ପାଳୁଛି ୭୩ତମ ସାଧାରଣତନ୍ତ୍ର ଦିବସ। ନୂଆଦିଲ୍ଲୀର ଜାତୀୟ ରାଜପଥରେ ପତାକା ଉତ୍ତୋଳନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଦିଲ୍ଲୀ ଆକାଶରେ ଦେଖିବାକୁ ମିଳିବ ଲଢୁଆ ବିମାନ ସୁଖୋଇ, ଜାଗୁୱାର ଓ ରାଫେଲକୁ। ୭୫ଟି ଏୟାରକ୍ରାଫ୍ଟ ପରେଡରେ ଭାଗନେବେ। ବିଭିନ୍ନ ସ୍ଥାନରେ ୧୦ଟି ବିଶାଳକାୟ LED ଲଗାଯାଇଛି। ସାଧାରଣତନ୍ତ୍ର ଦିବସ ପାଇଁ ଦେଶରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆତଙ୍କବାଦୀଙ୍କ ପକ୍ଷରୁ ବିପଦ ଥିବାରୁ ସୁରକ୍ଷା ପାଇଁ ଦିଲ୍ଲୀରେ ନିୟୋଜିତ ହୋଇଛନ୍ତି ୨୭ ହଜାରରୁ ଅଧିକ ଫୋର୍ସ । ରାଜପଥ ଉପରେ ରହିଛି ଡ୍ରୋନ ନଜର ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.