ମଙ୍ଗଳବାର ଦାନ କରନ୍ତୁ ଏହି ଜିନିଷ, ପାଇବେ ହନୁମାନଙ୍କ ଆଶ୍ରିବାଦ
ହିନ୍ଦୁ ଧର୍ମରେ ‘ଦାନ’ କରିବାର ଖୁବ୍ ମହତ୍ୱ ରହିଛି । କୁହାଯାଏ ଗରିବ ଲୋକଙ୍କୁ ଦାନ କରିବା ଦ୍ୱାରା ଲାଭଦାୟକ ହୋଇଥାଏ । କିନ୍ତୁ ଆଜିକା ସମୟରେ ଲୋକେ ଏହା ଉପରେ ବିଶ୍ୱାସ କରୁ ନାହାନ୍ତି ।
Loading...
ମଣିଷର ନିଃଶ୍ୱାସର ସଂଖ୍ୟା ସହ ୧୦୮ ମାଳିର ସାମଞ୍ଜସ୍ୟ ରହିଛି। ୨୪ ଘଣ୍ଟାରେ ଜଣେ ବ୍ୟକ୍ତି ୨୧ ହଜାର ଛଅ ଶହ ଥର ନିଃଶ୍ୱାସ ନେଇଥାଏ।
ରୁଦ୍ରାକ୍ଷ ମାଳି ଜପ କରିବା ପ୍ରାଚୀନ କାଳରୁ ଭାରତୀୟ ଉପାସନା ପଦ୍ଧତିର ଏକ ଅଙ୍ଗ ହୋଇ ରହିଛି। ଜପ କରିବା ପାଇଁ ମାଳାର ଆବଶ୍ୟକତା ପଡ଼ିଥାଏ, ଏହା ଆପଣ ଜାଣିଥିବେ । ତୁଳସୀ, ମୋତି, ରୁଦ୍ରାକ୍ଷ କିମ୍ବା ସ୍ପଟିକ ଆଦିରେ ମାଳା ପ୍ରସ୍ତୁତ ହୋଇଥାଏ। ଯାହା ମଧ୍ୟରୁ ରୁଦ୍ରାକ୍ଷ ମାଳାକୁ ସବୁଠାରୁ ଭଲ ବୋଲି କୁହାଯାଇଛି। କୁହାଯାଏ କି, ରୁଦ୍ରାକ୍ଷ ମାଳାରେ ଜୀବାଣୁନାଶକ ଗୁଣ ସହିତ ବୈଦ୍ୟୁତିକ ଓ ଚୁମ୍ୱକୀୟ ଶକ୍ତି ମଧ୍ୟ ରହିଛି। ଆମେ ଅନେକ ପୂଜାରେ ଏହି ମାଳାର ପ୍ରୟୋଗ କରିଥାଉ। କିନ୍ତୁ ଏହି ମାଳାରେ ୧୦୮ ଗୋଟି ମାଳି କାହିଁକି ରହିଥାଏ ଆପଣ ଜାଣିଛନ୍ତି କି ? ହୁଏତ ଜାଣି ନ ଥିବେ।
ଚୂଡ଼ାମଣି ଉପନିଷଦ୍ରେ ଉଲ୍ଲେଖ ରହିଛି ଯେ, ମଣିଷର ନିଃଶ୍ୱାସର ସଂଖ୍ୟା ସହ ୧୦୮ ମାଳିର ସାମଞ୍ଜସ୍ୟ ରହିଛି। ୨୪ ଘଣ୍ଟାରେ ଜଣେ ବ୍ୟକ୍ତି ୨୧ ହଜାର ଛଅ ଶହ ଥର ନିଃଶ୍ୱାସ ନେଇଥାଏ। ଏହି ଅନୁସାରେ, ପ୍ରତ୍ୟେକ ମଣିଷର ୧୨ ଘଣ୍ଟା ଦିନଚର୍ଯ୍ୟାରେ ବିତିବା କଥା ଓ ୧୨ ଘଣ୍ଟା ଦେବାରାଧନାରେ। ଏହାର ଅର୍ଥ ଏହି ବଳକା ୧୨ ଘଣ୍ଟାରେ ୧୦ ହଜାର ୮ଶହ ନିଃଶ୍ୱାସ ମଣିଷ ନେଇଥାଏ। ଯେଉଁଥିରେ ଜଣେ ତାର ଇଷ୍ଟ ଦେବତାଙ୍କୁ ସ୍ମରଣ କରିବା କଥା।
କିନ୍ତୁ ଏତେ ସମୟ ଦେବା କୌଣସି ଜଞ୍ଜାଳୀ ବ୍ୟକ୍ତି ପାଇଁ ସମ୍ଭବ ହୋଇ ନ ଥାଏ। ସେଥିପାଇଁ ଏହି ସଂଖ୍ୟାରୁ ଅନ୍ତିମ ଦୁଇଟି ଶୂନ ହଟାଇ ୧୦୮ଟି ନିଃଶ୍ୱାସକୁ ପ୍ରଭୁଙ୍କ ସ୍ମରଣ ପାଇଁ ସମର୍ପିତ କରିଯାଇଛି। ସେହିପରି ଦ୍ୱିତୀୟ ମାନ୍ୟତାକୁ ସୂର୍ଯ୍ୟ ଉପାସନା ସହ ଯୋଡି ଦିଆଯାଇଛି। ୧ ବର୍ଷ ମଧ୍ୟରେ ସୂର୍ଯ୍ୟ ୨ ଲକ୍ଷ ୧୬ ହଜାର ଥର ନିଜର କଳା ପରିବର୍ତ୍ତନ କରିଥାନ୍ତି। ପ୍ରତି ୬ମାସରେ ସୂର୍ଯ୍ୟଙ୍କର ଉତ୍ତରାୟଣ ଓ ଦକ୍ଷିଣାୟନ ଗତି ହୋଇଥାଏ। ଏହିପରି ୬ମାସରେ ସୂର୍ଯ୍ୟଙ୍କର କଳା ୧ ଲକ୍ଷ ୮ ହଜାର ହୋଇଥାଏ। ଏହି ସଂଖ୍ୟାରୁ ମଧ୍ୟ ଦୁଇଟି ଶୂନ ହଟାଇଲେ ୧୦୮ ଅଙ୍କ ହୋଇଥାଏ। ଏଥିପାଇଁ ଜପମାଳା ୧୦୮ ମାଳି ସୂର୍ଯ୍ୟଙ୍କର ଗୋଟିଏ ଗୋଟିଏ କଳାର ପ୍ରତୀକ ଭାବେ ହିନ୍ଦୁ ଧର୍ମରେ ଗ୍ରହଣୀୟ ହୋଇଛି।
Shakespeare, in the beautiful garden, among the party. Some of the hall: in fact she was ever to.
ହିନ୍ଦୁ ଧର୍ମରେ ‘ଦାନ’ କରିବାର ଖୁବ୍ ମହତ୍ୱ ରହିଛି । କୁହାଯାଏ ଗରିବ ଲୋକଙ୍କୁ ଦାନ କରିବା ଦ୍ୱାରା ଲାଭଦାୟକ ହୋଇଥାଏ । କିନ୍ତୁ ଆଜିକା ସମୟରେ ଲୋକେ ଏହା ଉପରେ ବିଶ୍ୱାସ କରୁ ନାହାନ୍ତି ।
ଅନେକ ପୂଜା ସ୍ଥଳରେ ପତି-ପତ୍ନୀ ଏକାଠି ବସି ଭଗବାନଙ୍କୁ ପୂଜାର୍ଚ୍ଚନା କରିବାର ଦେଖିବାକୁ ମିଳିଥାଏ । ଏଭଳି କରିବା ଶୁଭ ବୋଲି ବିଶ୍ୱାସ ରହିଛି ।
ଆମ ଘର ଆମର ସୁଖର ବାସସ୍ଥାନ ଏବଂ ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ଘର ଭିତରେ ରହୁଥିବା ଲୋକଙ୍କ ସୁସ୍ଥତା ଏବଂ ସୁଖ ପାଇଁ ଘର ଭିତରେ କୋଠରୀ ରେ କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷ ରଖିବା।