LIFESTYLE

ବାହାଘର ପରେ ପୁଅମାନେ ବଦଳି ଜାଆନ୍ତି କାହିଁକି ଜାଣନ୍ତୁ ?

ବାହାଘର ପରେ କାହିଁକି ପରିବର୍ତନ ଆସେ ଜାଣନ୍ତୁ :-

ବାହାଘର ପରେ ସମସ୍ତେ ବଦଳି ଜାଆନ୍ତି । ବିଶେଷ ଭାବେ ପୁଅମାନଙ୍କ ସ୍ୱଭାବରେ ବହୁତ କିଛି  ପରିବର୍ତ୍ତନ ଦେଖାଯାଏ । ଏମିତି ବି ମାନା ଯାଏ କି ବାହାଘର ଜୀବନରେ ଗୋଟିଏ ବଡ ପରିବର୍ତନ ଆଣିଥାଏ ।

ତେବେ ଆସନ୍ତୁ  ଜାଣିବା ବାହାଘର ପରେ ପୁଅମାନଙ୍କ ଜୀବନରେ କ’ଣ ପରିବର୍ତନ ଆସିଥାଏ ଓ ପୁଅମାନେ କାହିଁକି ବଦଳି ଜାଆନ୍ତି ଜାଣନ୍ତୁ ।

ବାହାଘର ପରେ ଗୋଟିଏ ପୁଅର ପରିବାର ପ୍ରତି ଦାଇତ୍ୱ ବଢ଼ିଯାଏ । ପିଲାଳିଆମୀ ନ ଥାଏ ଏବଂ ସମ୍ପର୍କର ମାନେ ଆସ୍ତେ ଆସ୍ତେ ବୁଝିପାରେ ।  ନିଜ ସ୍ତ୍ରୀ ଓ ପରିବାର ପ୍ରତି ଥିବା ଦାଇତ୍ୱକୁ ସୁଚାରୁ ରୂପେ ତୁଲେଇଥାଏ ।

ବାହାଘର ପୂର୍ବରୁ ନିଜ ଜିନିଷର ଯତ୍ନ କରି ନଥାଏ କିନ୍ତୁ ବାହାଘର ପରେ ନିଜ ଜିନିଷକୁ ଯତ୍ନ କରିବା ସହିତ ନିଜ ସ୍ତ୍ରୀର ମଧ୍ୟ ଯତ୍ନ ନେଇଥାଏ ।

ଏଇସବୁ ଭିତରେ ପୁଅଟିର ନିଜ ସାଙ୍ଗସାଥି ଓ ନିଜ ଖୁସି ଛାଡିବାକୁ ପଡିଥାଏ । ରାତିରେ ସାଙ୍ଗ ସାଥି ସହିତ ବୁଲିବା ହସି ମଜାକ କରିବା ସବୁକିଛି ଛାଡିବାକୁ ପଡିଥାଏ ।

ବାହାଘର ଏମିତି ଏକ ବନ୍ଧନ ଯାହା ପରେ ପୁଅକୁ ଦୁଇ ପରିବାର ସହିତ ମିଶି ଚାଲିବାକୁ ପଡିଥାଏ । ଦୁଇ ପରିବାରର ସମସ୍ତ ସଦସ୍ୟଙ୍କ ସହିତ ମିଶି ତାଙ୍କ ସହିତ ଚଳିବାକୁ ପଡେ । ସମସ୍ତଙ୍କ କଥା ମାନିବାକୁ ପଡେ ଓ ସଭିଙ୍କ ମନ ନେଇ ଚାଲିବାକୁ ପଡିଥାଏ ।

ସମୟକୁ ନେଇ ପରେ ବହୁତ ଅସୁବିଧା ଦେଖାଯାଏ । ଯେମିତି ନିଜ ସ୍ତ୍ରୀକୁ ସମୟ ଦେବା ଏହା ସହିତ ନିଜ ପରିବାରକୁ ସମୟ ଦେବା । ଏଇ ସବୁ ଭିତରେ  ଶିଖିଯାଏ କାହାକୁ କେତେ ସମୟ ଦେବା ଉଚିତ ଯେମିତି ପରିବାରର ସମସ୍ତ ସଦସ୍ୟ ଖୁଶି ରହିବେ । କେହି ବି ଅସନ୍ତୁଷ୍ଟ ନ ହେବେ ।

ବାହାଘର ପରେ ପୁଅମାନେ ବଦଳି ଜାଆନ୍ତି କାହିଁକି ଜାଣନ୍ତୁ ? hasband wife 1

ପଢନ୍ତୁ ;

ବଲିଉଡ ଅଭିନେତା ଇରଫାନ୍‌ ଖାନ୍‌ ଦୁରାରୋଗ୍ୟ ବ୍ୟାଧିରେ ପୀଡିତ

Related posts

ଗଣ୍ଠିବାତ ସମସ୍ୟା ଦୂର କରିଥାଏ ଶଜନାଫୁଲ! ଆସନ୍ତୁ ଜାଣିବା ଏହାର ଆଉ କେତେକ ଚମତ୍କାରିତା ଗୁଣ ସମ୍ପର୍କରେ

Krishna Kumar Manoj

କେଉଁ ଜିନିଷ ଗରମ କରି ଖାଇଲେ ଦେହ ପାଇଁ ବହୁତ କ୍ଷତିକାରକ ଜାଣନ୍ତୁ ?

Krishna Kumar Manoj

ନିଜକୁ ଫିଟ୍‌ ରହିବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଉପାୟ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More