VASTU

ବିବାହିତ ମହିଳା ମାନେ ଭୁଲରେ ବି ପିନ୍ଧନ୍ତୁ ନାହିଁ ଏହି ରଙ୍ଗର ଚୁଡ଼ି, ଜାଣନ୍ତୁ କାରଣ କ’ଣ ?

chudi

ବିବାହିତ ମହିଳାଙ୍କ ପାଇଁ କିଛି ଟିପ୍ସ

ବାସ୍ତୁଶାସ୍ତ୍ର ଅନୁସାରେ ବିବାହିତ ମହିଳା ମାନେ ଚୁଡି ପିନ୍ଧି ଥାଆନ୍ତି । ହିନ୍ଧୁ ଧର୍ମ ଅନୁସାରେ ଏହା ଚୁଡ଼ି କୁ ବିବାହିତ ମହିଳା ମାନଙ୍କର ସୌଭାଗ୍ୟର ପ୍ରତୀକ ବୋଲି କୁହଯାଏ।  । ପ୍ରାଚୀନ କାଳରୁ ଏହା ଚାଲି ଆସିଛି ଏହି ପରମ୍ପରା । ବାସ୍ତୁଶାସ୍ତ୍ର ଅନୁସାରେ ବିବାହିତ ମହିଳା ମାନେ ନାଲି ରଙ୍ଗର ଚୁଡ଼ି ପିନ୍ଧିବାକୁ ଶୁଭ ମାନା ଯାଇଥାଏ।

ନାଲି ରଙ୍ଗ ଶୁଭ ର ପ୍ରତୀକ ବା ଲଭ୍ ର ପ୍ରତୀକ ବୋଲି କୁହଯାଏ । ପୁରୁଷମାନଙ୍କୁ ନାଲି ରଙ୍ଗର ଚୁଡ଼ି ବହୁତ ସୁନ୍ଦର ଲାଗିଥାଏ ।  ଚୁଡ଼ି କୁ କେବେବି ମଙ୍ଗଳ ବାର କି ଶନି ବାର କିଣିବା ଭଲ ନୂହେଁ । ଆଉ ପିନ୍ଧିବା ବି ଭଲ ନୂହେଁ । ପ୍ରତେକ ମହିଳା ମାନଙ୍କୁ ଚୁଡ଼ି ପିନ୍ଧିବା ଆଗରୁ ମା ଗୌରୀ ଙ୍କ ପାଖରେ ରଖି ପୂଜା କରିବା ଦରକାର।

chudi

ଏମିତି କଲେ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟ ରେ ଭଲପାଇବା ବଢ଼ିଥାଏ। ନୂଆ ଚୁଡ଼ି ପିନ୍ଧିବା ପରେ ଘରର ପ୍ରଥମେ ଗୁରୁଜନଙ୍କ ଆଶୀର୍ବାଦ ତଥା ଶାଶୁଙ୍କୁ ପ୍ରଣାମ କରିବା କଥା । ଏମିତି କରିବା ଦ୍ୱାରା ବୈବାହିକ ଜୀବନ ଖୁସିରେ କଟିଥାଏ । ବିବାହ କରିଥିବା ନାରୀ ମାନଙ୍କୁ କେବେବି ଧଳା ରଙ୍ଗର ଚୁଡ଼ି ପିନ୍ଧିବା କଥା ନୂହେଁ। ଏମିତି କରିବା ଦ୍ୱାରା ଆପଣଙ୍କ ସ୍ୱାମୀଙ୍କ ଦୁର୍ଭାଗ୍ୟ ବଢ଼ିପାରେ।

ଗୋଟେ ବିବାହିତ ସ୍ତ୍ରୀ କୁ କେବେବି ଭାଙ୍ଗିଥିବା ୟା ଟିକେ ବି ଫାଟିଥିବା ଚୁଡ଼ି ପିନ୍ଧିବା କଥା ନୂହେଁ । ବିବାହିତ ମହିଳାଙ୍କ ହାତ କେବେବି ଖାଲି ରହିବା ଭଲ ନୂହେଁ । ହାତରେ ଗୋଟେ ଦୁଇଟା ଚୁଡ଼ି ରହିବା ଦରକାର । ଚୁଡ଼ି ପିନ୍ଧିବା ସମୟରେ ଯଦି ହାତରୁ ସବୁ ଚୁଡ଼ି କାଢିବାକୁ ପଡେ ତାହେଲେ ହାତରେ ପଣତକାନି ବାନ୍ଧି ଚୁଡ଼ି ଖୋଲନ୍ତୁ।

ପଢନ୍ତୁ ;

ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟା ! ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ବ୍ରତ ପାଳିବେ ବିବାହିତା ନାରୀ

Related posts

ଆପଣ ଜାଣନ୍ତି କି ତିଲକ ଲଗାଇଲା ପରେ କାହିଁକି ସେଥିରେ ଚାଉଳ ଲଗାଯାଇଥାଏ? ଜାଣନ୍ତୁ ସେ ସମ୍ପର୍କରେ

ENO Beuro

କେଉଁ ସ୍ଥାନରେ କେଉଁ ଫଟୋ ରଖିଲେ ଆପଣଙ୍କୁ ସୌଭାଗ୍ୟ ପ୍ରାପ୍ତ ହୁଏ , ଜାଣନ୍ତୁ

ENO Beuro

ବାସ୍ତୁଶାସ୍ତ୍ର ଅନୁସାରେ ଘରେ କେଉଁ ରଙ୍ଗର ପରଦା ଲଗାଇଲେ କ’ଣ ହୁଏ ଜାଣନ୍ତୁ

ENO Beuro

1 comment

Leave a Comment