କେଉଁ ସବୁ ବଦ ଅଭ୍ୟାସ ଥିଲେ ମୁହଁରେ ଅତ୍ୟଧିକ ବ୍ରଣ ହୋଇଥାଏ? ଜାଣନ୍ତୁ

ମୁହଁରେ ହୋଇଥିବା ବ୍ରଣକୁ ନେଇ ସମସ୍ତେ ଚିନ୍ତିତ ଥାଆନ୍ତି। ମୁହଁରେ ବ୍ରଣ ହେବା ଏକ ସାଧାରଣ କଥା। ଶରୀରରେ ହର୍ମୋନର ପରିବର୍ତ୍ତନ ଯୋଗୁଁ ମୁହଁରେ ବ୍ରଣ ହୋଇଥାଏ। ଆପଣ ହୁଏ ତ ଜାଣିନଥିବେ କେତେକ ବଦଭ୍ୟାସ ଛାଡ଼ି ଦେବେ ତାହାଲେ ମୁହଁରେ ବ୍ରଣ ହେବା କମିଯିବ। ବ୍ରଣରୁ ରକ୍ଷା ପାଇବା ପାଇଁ କେଉଁସବୁ ଅଭ୍ୟାସ ପ୍ରତି ସତର୍କତା ରହିବାକୁ ପଡ଼ିବ।

ଆସନ୍ତୁ ଜାଣିବା-

  • ଚର୍ମରେ ଶରୀରର ମୃତ ଜୀବକୋଷ ଓ ତେଲିଆପଣ ଘେରି ହୋଇ ରହି ବ୍ୟକ୍ଟେରିଆ ସୃଷ୍ଟି କରିଥାଏ। ସେତେବେଳେ ବ୍ରଣ ହୋଇଥାଏ। କୌଣସି ପ୍ରସାଧନ ସାମଗ୍ରୀ ବ୍ୟବହାର କରୁଥିଲେ ଡାକ୍ତରଙ୍କ ପରମର୍ଶ ନିଅନ୍ତୁ।
  • ଚିନ୍ତାରେ ରହିଲେ ମୁହଁରେ ବ୍ରଣ ହୋଇଥାଏ। ଏଥିପାଇଁ ଯୋଗ କରନ୍ତୁ। ଫଳରେ ଶରୀର ଫିଟ୍‌ ରହିବା ସହିତ ଦେହ ମଧ୍ୟ ଭଲ ରହିବ।
  • ଅନେକ ଲୋକ ମୁହଁରେ ବ୍ରଣ କମାଇବା ପାଇଁ ମୁହଁକୁ ବାରମ୍ବାର ଧୋଇ ଦିଅନ୍ତି। ଏପରି କରିବା ଭୁଲ। କାରଣ ଏପରି କଲେ ଲୁମରନ୍ଧ୍ର ଖୋଲିଯାଇଥାଏ। ସେଥିରେ ପାଣି ଲାଗିବାରୁ ବ୍ରଣଟି ଆହୁରି ଯନ୍ତ୍ରଣାସିକ୍ତ ହୋଇଯାଏ। ତେଣୁ ଏପରି କରନ୍ତୁ ନାହିଁ। ମହୁଁ ଧୋଇଲା ବେଳେ ଗରମ ପାଣି କିମ୍ବା ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ସାବୁନ ଲଗାନ୍ତୁ ନାହିଁ।
  • ଯଦି ଆପଣଙ୍କର ବ୍ରଣ ହୋଇଛି ତେବେ ଏହାକୁ ଖଣ୍ଡିଆ କରନ୍ତୁ ନାହିଁ। କାରଣ ଏପରି ହେଲେ ମୁହଁ ଫୁଲିବା ସହିତ ଘା’ ହେବାର ଆଶଙ୍କା ଥାଏ।

ପଢନ୍ତୁ; ମୌସୁମୀ ଅପେକ୍ଷା ବଢିଲା, ୯ ରୁ ୧୧ ତାରିଖ ଭିତରେ ଆସିବ ମୌସୁମୀ

ଚର୍ମରେ ଶରୀରର ମୃତ ଜୀବକୋଷ ଓ ତେଲିଆପଣ ଘେରି ହୋଇ ରହି ବ୍ୟକ୍ଟେରିଆ ସୃଷ୍ଟି କରିଥାଏ। - 4.4

87%

ଅନେକ ଲୋକ ମୁହଁରେ ବ୍ରଣ କମାଇବା ପାଇଁ ମୁହଁକୁ ବାରମ୍ବାର ଧୋଇ ଦିଅନ୍ତି। - 4.1

82%
4.2/5

Very Good!

କେଉଁ ସବୁ ବଦ ଅଭ୍ୟାସ ଥିଲେ ମୁହଁରେ ଅତ୍ୟଧିକ ବ୍ରଣ ହୋଇଥାଏ?

ମୁହଁରେ ହୋଇଥିବା ବ୍ରଣକୁ ନେଇ ସମସ୍ତେ ଚିନ୍ତିତ ଥାଆନ୍ତି। ମୁହଁରେ ବ୍ରଣ ହେବା ଏକ ସାଧାରଣ କଥା। ଶରୀରରେ ହର୍ମୋନର ପରିବର୍ତ୍ତନ ଯୋଗୁଁ ମୁହଁରେ ବ୍ରଣ ହୋଇଥାଏ। ଆପଣ ହୁଏ ତ ଜାଣିନଥିବେ କେତେକ ବଦଭ୍ୟାସ ଛାଡ଼ି ଦେବେ ତାହାଲେ ମୁହଁରେ ବ୍ରଣ ହେବା କମିଯିବ। ବ୍ରଣରୁ ରକ୍ଷା ପାଇବା ପାଇଁ କେଉଁସବୁ ଅଭ୍ୟାସ ପ୍ରତି ସତର୍କତା ରହିବାକୁ ପଡ଼ିବ।

2.7/5 Votes: 3 users

You're not rated yet