LIFESTYLE

ଝିଅମାନେ କ’ଣ ପାଇଁ ଗୋଡରେ କଳା ସୂତା ପିନ୍ଧନ୍ତି ଜାଣନ୍ତୁ

କଳା ସୂତାର ମହତ୍ଵ ବିଷୟରେ ଜାଣନ୍ତୁ

ଆପଣମାନେ ଜାଣିଥିବେ ଛୋଟ ଛୁଆଙ୍କୁ କଳା ସୂତା ପିନ୍ଧାଯାଏ । ଏମିତି କି ଝିଅମାନେ ମଧ୍ୟ ଗୋଡରେ କଳା ସୂତା ପିନ୍ଧି ଥାଆନ୍ତି । ଆପଣଙ୍କ ମନରେ ନିଶ୍ଚିନ୍ତ ଅନେକ ପ୍ରଶ୍ନ ଉଙ୍କିମାରୁଥିବ । କି କଣ ପାଁଇ ଝିଅମାନେ ଏପରି କଳା ସୁତା ବାନ୍ଧିଥାନ୍ତି ? ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ ।

ଯେତେବେଳେ ପିଲା ଛୋଟ ଥାଏ ତ ଅନ୍ୟ କାହାରି ଦୃଷ୍ଟି ନ ପଡୁ ଓ ଖରାପ ଦୃଷ୍ଟିରୁ ରକ୍ଷା କରିବା ପାଁଇ ଏପରି କରାଯାଇ ଥାଏ  । ଏହି କଥାକୁ  ଅନେକ ପ୍ରାଚୀନ କାଳରୁ ଚାଲିଆସୁଛି ।

ଏପରି କଳା ସୁତା ବାନ୍ଧିବା ଦ୍ୱାରା ଏହା ନକାରାତ୍ମକ ଶକ୍ତିରୁ ଆମକୁ ବଞ୍ଚାଇଥାଏ । ଏବଂ ସମ୍ବନ୍ଧିତ ବ୍ୟକ୍ତି ଙ୍କୁ କୌଣସି ବି ନକାରାତ୍ମକ ଶକ୍ତି ପ୍ରଭାବିତ କରିପାରି ନ ଥାଏ ।

ଆମ ଶରୀର ପଞ୍ଚ ତତ୍ୱରେ ମିଶିକି ହୋଇଚି ଏବଂ ଏଥିରୁ ମିଳୁଥିବା ଉର୍ଜା ଆମ ଶରୀରରେ ସଂଚାଳନ ହେଇଥାଏ ।  ଯେତେବେଳେ କୌଣସି ବ୍ୟକ୍ତିଙ୍କର କୁ ଦୃଷ୍ଟି ଆମ ଉପରେ ପଡିଥାଏ । ତେବେ  ପଞ୍ଚ ତତ୍ୱରୁ ମିଳୁଥିବା ଶକ୍ତି ଆମ ଶରୀର ରେ ପହଂଚିପାରି ନ ଥାଏ ।

ଅଧିକାଂଶ ସମୟରେ ବୟସ୍କ ବ୍ୟକ୍ତି ମାନେ ଏପରି କଳା ସୁତା ବାନ୍ଧିବାର ମତାମତ ଦେଇଥାନ୍ତି ।  କିନ୍ତୁ ଆଜିକା ସମୟରେ କଳା ସୂତା ଗୋଡରେ ପିନ୍ଧିବା ଏକ ଫ୍ୟାସନ ହେଇଗଲାଣି ।

ପଢନ୍ତୁ ;

ଶ୍ରୀଦେବୀଙ୍କ ମୃତ୍ୟୁ ପରେ ବୋନି କପୁର କରିପାରନ୍ତି ତୃତୀୟ ବିବାହ , ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚା

Related posts

ନୌକାଶନ ଯୋଗ ଶରୀରକୁ ସୁସ୍ଥ ରଖିବା ସହ ପେଟର ଅଧିକ ଚର୍ବି କମାଇଥାଏ

ENO Beuro

ବିଭିନ୍ନ ରୋଗରୁ ଉପସମ ପାଇଁ ନିୟମିତ ସକାଳୁ ଖାଆନ୍ତୁ ବାଦାମ

ENO Beuro

ସକାଳୁ ଉଠୁ ଉଠୁ ପାଣି ପିଇଲେ କଣ କଣ ସୁଫଳ ମିଳେ , ଆସନ୍ତୁ ଜାଣିବା

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More