ସୁନା ପାଉଁଜିକୁ ପାଦରେ ପିନ୍ଧାଯାଏ ନାହିଁ କାହିଁକି ? ଜାଣନ୍ତୁ ଏହାର କାରଣ କ’ଣ

ସୁନାକୁ ଲକ୍ଷ୍ମୀଙ୍କ ସ୍ୱରୂପ ମାନାଯାଏ

ଭାରତୀୟ ପରମ୍ପରା ଅନୁସାରେ ବିବାହିତ ମହିଳାମାନେ ପାଉଁଜି ପିନ୍ଧିଥାନ୍ତି । ବିବାହିତ ମହିଳାମାନଙ୍କ ପାଉଁଜି ପିନ୍ଧିବା ବହୁତ ପ୍ରିୟ । ପାଦର ଆଙ୍ଗୁଠି ହେଉ ବା ପାଉଁଜି ଏସବୁ ରୂପାରେ ତିଆରି ପିନ୍ଧନ୍ତି । ହେଲେ ସୁନା  ପିନ୍ଧାଯାଏ ନାହିଁ କାହିଁକି । ଏକ ଗବେଷଣାରୁ ଜଣାପଡିଛି କି ମସ୍ତିକ ସବୁ ବେଳେ ଗରମ ହୋଇଥାଏ ଓ ପାଦ ଥଣ୍ଡା ହୋଇଥାଏ ।

ଶରୀରର ତାପମାତ୍ରାକୁ ସମତୁଲ କରିବା ପାଇଁ ପାଦ ତଳେ ରୂପା ପରିଧାନ କରିବା ଉଚିତ୍ । ସୁନା ଗହଣା ଗରମ ଓ ରୂପାର ଗହଣା ଥଣ୍ଡା ହୋଇଥାଏ । ତେଣୁ କୁହାଯାଏ  ପାଦ ତଳେ ରୂପା ପିନ୍ଧିଲେ ଶୀତଳତାକୁ ସନ୍ତୁଳନ ବଜାୟ ରହିଥାଏ । ରୂପାର ମୁଦି ଆଦି ପାଦରେ ପିନ୍ଧିବା ହେତୁ ମାସିକ ଚକ୍ର ନିୟମିତ ରହିଥାଏ ।

ଭାରତୀୟ ପରମ୍ପରା ଅନୁସାରେ ସୁନାକୁ ଲକ୍ଷ୍ମୀଙ୍କ ସ୍ୱରୂପ ଅଟେ । ଧାର୍ମିକ ରୂପରେ ଦେଖିବାକୁ ଗଲେ ଭଗବାନ ବିଷ୍ଣୁଙ୍କ ସବୁଠାରୁ ପ୍ରିୟ ବସ୍ତୁ ସୁନା । ସୁନା ଶରୀରର ତଳ ଭାଗରେ ପରିଧାନ କରାଯାଇ ନ ଥାଏ । କୁହାଯାଏ ଯେ ଲକ୍ଷ୍ମୀଙ୍କ ସ୍ୱରୁପ ସୁନାର ପାଦରେ ପରିଧାନ କରିବା ଦ୍ୱାରା ତାହାର ଅପମାନ ହୋଇଥାଏ । ଯେଉଥିପାଇଁ ସୁନାକୁ ପାଦରେ ପିନ୍ଧାଯାଏ ନାହିଁ । ସୁନାକୁ ପାଦରେ ପିନ୍ଧିବା ଅଶୁଭ ମଧ୍ୟ ମାନଯାଏ ।

ପଢନ୍ତୁ ;

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନାମାଙ୍କନପତ୍ର ଦାଖଲ କଲେ ସୌମ୍ୟରଂଜନ ,ପ୍ରଶାନ୍ତ ଓ ଅଚ୍ୟୁତ

ଭାରତୀୟ ପରମ୍ପରା ଅନୁସାରେ ବିବାହିତ ମହିଳାମାନେ ପାଉଁଜି ପିନ୍ଧିଥା - 4.5

90%

 ଧାର୍ମିକ ରୂପରେ ଦେଖିବାକୁ ଗଲେ ଭଗବାନ ବିଷ୍ଣୁଙ୍କ ସବୁଠାରୁ ପ୍ରିୟ ବସ୍ତୁ ସୁନା - 4.4

88%
4.5/5

Very Good!

ସୁନା ପାଉଁଜିକୁ ପାଦରେ ପିନ୍ଧାଯାଏ ନାହିଁ କାହିଁକି ? ଜାଣନ୍ତୁ ଏହାର କାରଣ କ'ଣ

ଭାରତୀୟ ପରମ୍ପରା ଅନୁସାରେ ବିବାହିତ ମହିଳାମାନେ  ପାଉଁଜି ପିନ୍ଧିଥାନ୍ତି । ବିବାହିତ ମହିଳାମାନଙ୍କ ପାଉଁଜି ପିନ୍ଧିବା ବହୁତ ପ୍ରିୟ । ପାଦର ଆଙ୍ଗୁଠି ହେଉ ବା ପାଉଁଜି ଏସବୁ ରୂପାରେ ତିଆରି ପିନ୍ଧନ୍ତି । ହେଲେ ସୁନା  ପିନ୍ଧାଯାଏ ନାହିଁ କାହିଁକି । ଏକ ଗବେଷଣାରୁ ଜଣାପଡିଛି କି ମସ୍ତିକ ସବୁ ବେଳେ ଗରମ ହୋଇଥାଏ ଓ ପାଦ ଥଣ୍ଡା ହୋଇଥାଏ ।

No Votes Yet

You're not rated yet