VASTU

ତଳେ ବସି ଖାଇବା ଦ୍ୱାରା ମିଳିଥାଏ ଅନେକ ସ୍ୱାସ୍ଥଗତ ଲାଭ ! ଜାଣନ୍ତୁ

ଆପଣ ଅନେକ ସମୟରେ ଦେଖିଥିବେ ଭାରତୀୟମାନେ ତଳେ ବସି ଖାଇବାକୁ ପସନ୍ଦ କରିଥାନ୍ତି । ଖାସ କରି ଧର୍ମସ୍ଥଳୀ ଗୁଡ଼ିକରେ ତଳେ ବସି ପ୍ରସାଦ ଖାଇବାକୁ ଲୋକେ ଭଲ ପାଆନ୍ତି ।ଏହି ପରିପ୍ରେକ୍ଷୀରେ ଶ୍ରୀମନ୍ଦିର ଠାରୁ ଭଲ ଉଦାହରଣ ହେଇପାରିବନି ।ତେବେ ତଳେ ବସି ଖାଇବା କେବଳ ଏକ ପରମ୍ପରା ନୁହେଁ ବରଂ ଏହା ଦ୍ୱାରା ଆନେକ ସ୍ୱାସ୍ଥଗତ ଲାଭ ମଧ୍ୟ ହୋଇଥାଏ ।

ଶରୀର କୁ ସୁସ୍ଥ ରଖେ – ତଳେ ବସି ଖାଦ୍ୟ ଖାଇବା ଦ୍ୱାରା ରକ୍ତ ପ୍ରବାହର ଗତି ଠିକ ରହିଥାଏ ଓ ଏହାଦ୍ୱାରା ହଜମ କ୍ରିୟା ଶୀଘ୍ର ଓ ସହଜ ହୋଇଥାଏ, ଯାହା ଫଳରେ କି ଆମେ ସୁସ୍ଥ ରହିଥାଉ

ଆୟୁଷ ବଢିଥାଏ– ତଳେ ବସିକି ଖାଦ୍ୟ ଖାଇବା ଦ୍ୱାରା ଆପଣ ଆୟୁଷ ବଢିଥାଏ କାରଣ ଆପଣ ଯେଉଁଭଳି ବସି ଖାଦ୍ୟ ଗ୍ରହଣ କରନ୍ତି ତାକୁ ସୁଖାସନ ମଧ୍ୟ କୁହାଯାଏ  । ଅର୍ଥାତ ଆପଣ ଯଦି ନିୟମିତ ସୁଖାସନ ଯୋଗ କରୁଛନ୍ତି ତେଣୁ ଆପଣ ଦୀର୍ଘାୟୁ ହେଇଥାନ୍ତି।

eating

ପେଟର ମାଂସପେଶୀ ଠିକ ରୁହେ – ଆପଣ ଯେତେବେଳେ ତଳେ ବସି ଖାଦ୍ୟ ଖାଇଥାନ୍ତି ତ ଆପଣ ଖାଦ୍ୟ ପାଟିକୁ ନେବା ସମୟରେ ଆଗକୁ ଝୁଙ୍କି କି ଖାଇଥାନ୍ତି ତାହା ଦ୍ୱାରା ପେଟର ମାଂସପେଶୀ କାର୍ୟ୍ୟକ୍ଷମ ହେଇଥାଏ ଓ ଶରୀର ସୁସ୍ଥ ରୁହେ ହଜମ । ପ୍ରକ୍ରିୟା ଠିକ ରୁହେ – ଆପଣ ତଳେ ବସି ଖାଦ୍ୟ ଖାଇବା ଦ୍ୱାରା ଠିକ ଭାବରେ ଖାଦ୍ୟ ହଜମ ହେଇଥାଏ।

ଶରୀରର ଓଜନ ଠିକ ରୁହେ – ତଳେ ବସି ଖାଇବା ଦ୍ୱାରା ଆପଣଙ୍କ ଧ୍ୟାନ ଖାଦ୍ୟ ରେ ରୁହେ ଓ ଏହା ଦ୍ୱାରା ଆପଣଙ୍କ ଶରୀରର ଓଜନ ମଧ୍ୟ ନିୟନ୍ତ୍ରିତ ରୁହେ।

ପଢନ୍ତୁ ;ଅନେକ ରୋଗକୁ ନିୟନ୍ତ୍ରଣ କରିବାରେ ସହାୟତ କରିଥାଏ ଗ୍ରୀନମଟର ;ଆସନ୍ତୁ ଜାଣିବା, ଏଥିରେ ରହିଥିବା କେତେକ ଉପକାରୀତା ସମ୍ବନ୍ଧରେ

Related posts

ଘରେ ଭଗବାନଙ୍କର କେଉଁଭଳି ମୂର୍ତ୍ତି ରଖିଲେ ଶୁଭଫଳ ମିଳିଥାଏ? ଜାଣନ୍ତୁ

ENO Beuro

ଚାଣକ୍ୟ ନୀତି ଅନୁସାରେ କୌଣସି ନୂଆ ଘରେ ରହିବା ପୂର୍ବରୁ ଏହି କଥା ଉପରେ ଧ୍ୟାନ ଦିଅନ୍ତୁ!

ENO Beuro

ଘରକୁ ଧନ ଆସିବା ପୂର୍ବରୁ ଭଗବାନ କେଉଁ ସଙ୍କେତ ଦେଇ ଥାଆନ୍ତି ଜାଣନ୍ତୁ?

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More