LIFESTYLE

ମିଠା ଖାଇବା ଶରୀର ପାଇଁ କେତେ ଉପଯୋଗୀ ଜାଣନ୍ତୁ

By Krishna Kumar Manoj

February 28, 2018

ଗୁଡରେ ତିଆରି ମିଠା ଶରୀର ପାଇଁ ଲାଭଦାୟକ

ମିଠା ସମସ୍ତଙ୍କ ପ୍ରିୟ ଓ ସମସ୍ତେ ଖାଇବାକୁ ପସନ୍ଦ ମଧ୍ୟ କରନ୍ତି । କୌଣସି ବାହାଘର କିମ୍ବା ଘରକୁ ଅତିଥି ଆସିଲେ ମିଠା ଖାଇଥାଆନ୍ତି । ଏମିତି ବି କିଛି ଲୋକଙ୍କ ଅଭ୍ୟାସ ଅଛି  ଖାଇସାରିବା ପରେ ଏହାକୁ ଖାଇବାକୁ ଭଲ ପାଆନ୍ତି  ଥାଆନ୍ତି । ତେବେ ଆସନ୍ତୁ ଜାଣିବା ମିଠା ଶରୀର ପାଇଁ କେତେ ଉପଗୋଗୀ ଜାଣନ୍ତୁ ।

ଆମେ ଯେତେବେଳେ ମସଲାଯୁକ୍ତ ଖାଦ୍ୟ ଖାଇଥାଉ ପେଟ ଭିତରେ ଏସିଡ୍ ପରିମାଣ ବୃଦ୍ଧି ହେଇଥାଏ । ଯାହା ପାଇଁ ପାଚନ ପ୍ରକ୍ରିୟା ମଧ୍ୟ ବୃଦ୍ଧି ପାଏ । କିନ୍ତୁ ମିଠା ଖାଇବା ଦ୍ୱାରା ମିଠାରେ ଥିବା କାର୍ବୋହାଇଡ୍ରେଟର ପାଇଁ ପାଚନ କ୍ରିୟା ଧୀରେ ହେଇଥାଏ । ଡାକ୍ତରଙ୍କ ମତରେ ଖାଇ ସାରିଲା ପରେ ମିଠା ଖାଇବା ଉଚିତ । ଏହା ଦ୍ଵାରା ଦେହ ସୁସ୍ଥ ରହିଥାଏ ।

ଯେଉଁ ମାନେ ଅଧିକ ଖାଦ୍ୟ ଖାଆନ୍ତି ସେମାନଙ୍କର ଉଚ୍ଚ ରକ୍ତଚାପର ସ୍ତର ଶରୀର ମଧ୍ୟରେ କମ ହେଇଥାଏ । ଏହାଦ୍ୱାରା ଅନେକ ସମସ୍ୟା ଦେଖାଯାଏ । ଏଥିପାଇଁ ମିଠା ଖାଇବା ଜରୁରୀ ଅଟେ ।କିନ୍ତୁ ମନେ ରଖନ୍ତୁ ଚିନି ଅପେକ୍ଷା ଗୁଡରେ ତିଆରି ମିଠା ଖାଇବା ଶରୀର ପାଇଁ ଭଲ ।

ପଢନ୍ତୁ ;

୮ମ ଓଡିଆ ଫିଲ୍ମ ଫେୟାର ଆୱାର୍ଡ ୨୦୧୭