LIFESTYLE

ପୁରୁଷମାନେ କାହିଁକି ଦାଢି ରଖିବାକୁ ପସନ୍ଦ କରିଥାନ୍ତି ? ଜାଣନ୍ତୁ ଏହା ପଛରେ ଲୁଚିଥିବା ରହସ୍ୟ ସମ୍ପର୍କରେ

ଆଜିକାଲି ଦାଢି ରଖିବା ଏକ ଫେସନ ହେଇଗଲାଣି। ଅଧିକାଂଶ ପୁରୁଷ ମାନେ ଦାଢି ରଖିବାକୁ ପସନ୍ଦ କରୁଛନ୍ତି। ଦାଢି ରଖିବା ଦ୍ଵାରା ତ୍ଵଚା ସମ୍ଭାଦୀୟ ସମସ୍ତ ସମସ୍ୟା ଦୂର ହୋଇଥାଏ।

ଆସନ୍ତୁ ଜାଣିବା ପୁରୁଷମାନେ ଦାଢି ରଖିବାଦ୍ଵାରା କଣ ଫାଇଦା ମିଳିଥାଏ-

ଦାଢି ଅତି ବାଇଗଣୀ ରଶ୍ମୀ ଠାରୁ ଚେହେରାର ତ୍ୱଚାକୁ ରକ୍ଷା କରିଥାଏ । ଅନେକ ସର୍ବେକ୍ଷଣରୁ ଜଣାପଡିଛି ଦାଢି ସୂର୍ଯ୍ୟର ହାନିକାରକ ୟୁଭି ରଶ୍ମୀଠାରୁ ବଞ୍ଚାଇଥାଏ ଓ ଏଥିଯୋଗୁଁ ତ୍ୱଚା କର୍କଟର ଭୟ ମଧ୍ୟ କମିଯାଏ।

ଦାଢି ରଖିବା ଯୋଗୁଁ ମୁହଁରେ କୁଞ୍ଚନ ମଧ୍ୟ କମ ସୃଷ୍ଟି ହୋଇଥାଏ। ଏବଂ ଚେହେରାରେ ଧୂଳି,ମଇଳାର ପ୍ରଭାବ କମ ପଡିଥାଏ। ଏହା ଦ୍ଵାରା ଚେହେରାକୁ ନରମ କରିଥାଏ।

ଅଳ୍ପ ଦାଢି ରଖିଥିବା ଯୁବକ ଅଧିକ ହାଣ୍ଡସମ ଲାଗିଥାନ୍ତି। ଏବଂ ହାଲକା ଦାଢି ରଖିଥିବା ପୁରୁଷ ମାନଙ୍କୁ ମହିଳାମାନେ ଅଧିକ ପସନ୍ଦ କରିଥାନ୍ତି। ଏହାସହ ଏବେ ହାଲକା ଦାଢିର ଟ୍ରେଣ୍ଡ ମଧ୍ୟ ଚାଲିଛି । ଫ୍ୟାସନ ହେଉ କି କୌଣସି ପର୍ବ ହେଉ ଯୁବକମାନେ ଦାଢି ରଖିବା ପାଇଁ ଅଧିକ ପସନ୍ଦ କରନ୍ତି।

ପୁରୁଷମାନେ କାହିଁକି ଦାଢି ରଖିବାକୁ ପସନ୍ଦ କରିଥାନ୍ତି ? ଜାଣନ୍ତୁ ଏହା ପଛରେ ଲୁଚିଥିବା ରହସ୍ୟ ସମ୍ପର୍କରେ beard

ପଢନ୍ତୁ;

କେଉଁ ବ୍ୟକ୍ତିଙ୍କ ସହ ବନ୍ଧୁତା କଲେ ଅସୁବିଧାରେ ପଡିବେ ଜାଣନ୍ତୁ

Related posts

ତରଭୁଜ ଖାଇବା ଦ୍ଵାରା ଆମକୁ କେଉଁ ସବୁ ଫାଇଦା ମିଳିଥାଏ ଜାଣନ୍ତୁ? 

Krishna Kumar Manoj

ତ୍ଵଚା ଓ କେସ ପାଇଁ ବେଲପତ୍ର କେତେ ଉପଯୋଗୀ ଜାଣନ୍ତୁ

Krishna Kumar Manoj

ତେଜପତ୍ର କରିବ ଆପଣଙ୍କର ଅଳସୁଆ ପଣ ଦୂର ଜାଣନ୍ତୁ କେମିତି

Jitendra

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More