LIFESTYLE

ଲାଲ୍ ରଙ୍ଗକୁ ପ୍ରେମର ପ୍ରତୀକ କାହିଁକି କୁହାଯାଇଥାଏ ? ଆସନ୍ତୁ ଜାଣିବା ଏହା ପଛରେ ଥିବା ରହସ୍ୟ ସମ୍ପର୍କରେ

ଆପଣ କାହାକୁ ପ୍ରେମ କରୁଛନ୍ତି କି? ଯଦି କାହାକୁ ପ୍ରେମ କରୁଛନ୍ତି ଏବଂ ତାଙ୍କୁ କୌଣସି ଉପହାର ଦେବାକୁ ଚାହୁଁଛନ୍ତି ତେବେ ଉପହାର ସଦୃଶ୍ୟ ପ୍ରଥମେ ତାଙ୍କୁ ଦେବାପାଇଁ ଲାଲ୍ ରଙ୍ଗର ଗୋଲାପ ହିଁ ଆପଣଙ୍କ ମନରେ ଭାବନା ଆସିଥାଏ। ଏହାଛଡା ଯଦି ତାଙ୍କୁ ଡ୍ରେସ୍ କିମ୍ବା ଅନ୍ୟ କୌଣସି ଜିନିଷ ଦେବାକୁ ଚାହୁଁଛନ୍ତି ତେବେ ସେ ମଧ୍ୟ ଲାଲ୍ ରଙ୍ଗର ହିଁ ହୋଇଥାଏ । ତେବେ ଏମିତି କାହିଁକି ହୋଇଥାଏ। କେବଳ ଲାଲ୍ ରଙ୍ଗ ହିଁ ମନରେ ଆସିଥାଏ । ଅନ୍ୟ କୌଣସି ରଙ୍ଗ କାହିଁକି ମନରେ ଆସି ନଥାଏ। କେବେ ଆପଣଙ୍କ ମନରେ ପ୍ରଶ୍ନ ଆସିଛି କି ? ଆମେ କଣ ପାଇଁ ଲାଲ ରଙ୍ଗକୁ ପ୍ରେମର ପ୍ରତୀକ ବୋଲି ମନିଥାଉ।

ତେବେ ଆସନ୍ତୁ ଜାଣିବା ପ୍ରେମର ରଙ୍ଗ ଲାଲ୍ ଆମେ କାହିଁକି କହିଥାଉ-

ଲାଲ୍ ରଙ୍ଗ ଜୋସ୍ ଏବଂ ଆତ୍ମବିଶ୍ୱାସର ପ୍ରତୀକ ହୋଇଥାଏ। ଏବଂ ଏହି ରଙ୍ଗ ମଧ୍ୟ ପ୍ରେମର ପ୍ରତୀକ ଅଟେ । ଯାହାର ସୌନ୍ଦର୍ଯ୍ୟ ଆପଣଙ୍କୁ ଓ ଆପଣଙ୍କ ପ୍ରେମ ସଂପର୍କକୁ ଆହୁରୀ ନିବିଡ କରିଥାଏ । ତେବେ ଖାଲି ଲାଲ୍ ରଙ୍ଗକୁ ହିଁ କାହିଁକି ପ୍ରେମର ପ୍ରତୀକ ବୋଲି ଧରାଯାଏ । କୁହାଯାଏ, ଲାଲ୍ ରଙ୍ଗ ଜୀବନର ପ୍ରତୀକ ଅଟେ । କାରଣ ମଣିଷ ଶରୀରରେ ବହୁ ଥିବା ରକ୍ତର ରଙ୍ଗ ହେଉଛି ଲାଲ୍ ଏବଂ ହୃଦୟ ଯାହାକୁ ଭାବନାର ସଂଚାଳକ ବୋଲି କୁହାଯାଏ ସେ ମଧ୍ୟ ଲାଲ୍ ଅଟେ । ଏହାର ଅର୍ଥ ହେଲା ଲାଲ୍ ରଙ୍ଗ ହିଁ ଆପଣଙ୍କର ସ୍ଥିତି ଏବଂ ଉପସ୍ଥିତିକୁ ଆପଣଙ୍କ ସାଥୀ ନିକଟରେ ଅନୁଭବ କରାଇଥାଏ । ମଣିଷ ଶରୀରରେ ବହୁ ଥିବା ରକ୍ତ ଲାଲ୍ ହୋଇଥାଏ । ଯାହା ବ୍ୟକ୍ତିର ଆତ୍ମବିଶ୍ୱାସର ପରିଚୟ ଦେଇଥାଏ।

ଲାଲ୍ ରଙ୍ଗ ରୋମାନ୍ସର ମଧ୍ୟ ପ୍ରତୀକ ଅଟେ। ଏବଂ ପ୍ରେମରେ ଏହି ଦୁଇଟି ଯାଙ୍କ ହିଁ ବହୁତ ଜରୁରୀ ହୋଇଥାଏ । ଏଥିପାଇଁ ପ୍ରେମ ଏବଂ ଲାଲ୍ ରଙ୍ଗର ସଂପର୍କ ସର୍ବଦା ଅତୁଟ ତଥା ଅଜୟ ଅଟେ।

ପଢନ୍ତୁ;

ଆସନ୍ତୁ ଜାଣିବା ଘରେ କିପରି ପ୍ରସ୍ତୁତ କରିବେ ହେୟାର ଅଏଲ

Related posts

ଆସନ୍ତୁ ଜାଣିବା ଚାଉଳ ପାଣି ପିଇବା ଦ୍ଵାରା କି ଉପକାର ମିଳେ

ENO Beuro

କିଡ଼ନୀ ଷ୍ଟୋନ ସମସ୍ୟାର କାରଣ, ଲକ୍ଷଣ ଓ ପ୍ରତିକାର ବିଷୟରେ ଜାଣନ୍ତୁ

ENO Beuro

ଗୋଲମରିଚ ସହ ଏକ ଗ୍ଲାସ ଉଷୁମ ପାଣି ପିଉଛନ୍ତି କି?ତେବେ ଆସନ୍ତୁ ଜାଣିବା ଏହା ଶରୀର ପାଇଁ କେତେ ଉପଯୋଗୀ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More