February 21, 2019

ଆପଣ ଜାଣନ୍ତି କି ତିଲକ ଲଗାଇଲା ପରେ କାହିଁକି ସେଥିରେ ଚାଉଳ ଲଗାଯାଇଥାଏ? ଜାଣନ୍ତୁ ସେ ସମ୍ପର୍କରେ

ତିଲକ ଲଗାଇଲା ପରେ ଏଥିରେ ଚାଉଳ ମଧ୍ୟ ଲଗାଯାଇଥାଏ। ଆପଣ ଜାଣନ୍ତି କି ତିଲକ ଲଗାଇଲା ପରେ ସେଥିରେ ଚାଉଳ କାହିଁକି ଲଗାଯାଏ।

ଯଦି ଜାଣିନାହାନ୍ତି ତେବେ ଆସନ୍ତୁ ଜାଣିବା ଏହା ସମ୍ପର୍କରେ-

ହିନ୍ଦୁ ଧର୍ମରେ ଚାଉଳ ଶୁଦ୍ଧତାର ପ୍ରତୀକ ବୋଲି ମାନ୍ୟତା ରହିଛି। ଚାଉଳ ଶୁଦ୍ଧ ଅନ୍ନ ହୋଇଥିବାରୁ ଏହାକୁ ହୋମୋ ଯଜ୍ଞ ଆଦିରେ ଭଗବାନଙ୍କୁ ଅର୍ପଣ କରାଯାଇଥାଏ।

ତିଲକ ଲଗାଇବା ଦ୍ୱାରା ମସ୍ତିଷ୍କରେ ଶାନ୍ତି ଏବଂ ଶୀତଳତା ପ୍ରାପ୍ତ ହୋଇଥାଏ ଏବଂ ଏଥିରେ ଚାଉଳ ଲଗାଇବା ଦ୍ୱାରା ଶୁଦ୍ଧ ଓ ପବିତ୍ରତା ମିଳିଥାଏ।

ଧାର୍ମିକ ଅନୁଷ୍ଠାନରେ ଚାଉଳର ପ୍ରୟୋଗ ଦ୍ୱାରା ସକରାତ୍ମକ ଶକ୍ତି ମିଳିଥାଏ। ପୂଜାରେ ତିଲକ ଲଗାଇଲା ପରେ ଚାଉଳ ଦାନା ଲଗାଯାଇଥାଏ କାରଣ ଏହା ଲଗାଇବା ଦ୍ୱାରା ଆଖପାଖରେ ଥିବା ନକରାତ୍ମକ ଶକ୍ତି ସକରାତ୍ମକ ଶକ୍ତିରେ ରୂପାନ୍ତରିତ ହୋଇଯାଇଥାଏ। ଚାଉଳ ସକରାତ୍ମକତାର ପ୍ରତୀକ ଅଟେ।

ପଢନ୍ତୁ; ବିଳମ୍ବରେ ବିବାହ କଲେ କେଉଁ ସବୁ ଫାଇଦା ମିଳିଥାଏ ଜାଣନ୍ତୁ ?

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More