Entertainment

ଆନନ୍ଦଙ୍କୁ କାହିଁକି ବିବାହ କଲେ ସୋନାମ? ଜାଣନ୍ତୁ କାରଣ

ଫିଲ୍ମ ଏବଂ ଫ୍ୟାସନକୁ ନେଇ ସବୁ ବେଳେ ଚର୍ଚ୍ଚାରେ ରହୁଥିବା ସୋନମ ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଦୁଇ ମାସ ତଳେ ସେ ଦିଲ୍ଲୀର ନାମୀଦାମୀ ବ୍ୟବସାୟୀ ଆନନ୍ଦ ଆହୁଜାଙ୍କୁ ବିବାହ କରିଥିଲେ । ବିବାହ ମୁମ୍ବାଇରେ ଅନୁଷ୍ଠିତ ହୋଇଥିବା ବେଳେ ବହୁ ବଡ଼ ବଡ଼ କଳାକାର ତାଙ୍କ ବିବାହରେ ସାମିଲ ହୋଇଥିଲେ।

ତେବେ ସୋନମ କାହିଁକି ଆନନ୍ଦଙ୍କୁ ବିବାହ କରିବା ପାଇଁ ଉଚିତ୍‍ ମନେ କଲେ, ତାହା ସମସ୍ତଙ୍କ ପାଇଁ ଗୁମର ହୋଇ ରହିଥିଲା। ନିକଟରେ ସୋନମ ଏହି ଗୁମର ଉପରୁ ପରଦା ଉଠାଇଛନ୍ତି। ସେ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଥିବା ଭିଡ଼ିଓରେ ଆନନ୍ଦଙ୍କୁ ବିବାହ କରିବାର କାରଣ କହିଛନ୍ତି। ଏହି ଭିଡ଼ଓରେ ସେ କହିଛନ୍ତି ଯେ ମୁ ଫ୍ୟାସନକୁ ବହୁତ ଭଲପାଏ। ମୁଁ ଆନନ୍ଦ ଆହୁଜାଙ୍କୁ ବିବାହ କରିବାର କାରଣ ହେଉଛି ସେ ଫ୍ୟାସନ ଏବଂ ରିଟେଲ ସହ ଜଡିତ। ଆନନ୍ଦ ଭନେ ବ୍ରାଣ୍ଡର ସଂସ୍ଥାପକ ବୋଲି ଜଣାପଡ଼ିଛି।

ଆନନ୍ଦଙ୍କୁ କାହିଁକି ବିବାହ କଲେ ସୋନାମ? ଜାଣନ୍ତୁ କାରଣ ଆନନ୍ଦଙ୍କୁ କାହିଁକି ବିବାହ କଲେ ସୋନାମ? ଜାଣନ୍ତୁ କାରଣ sonam

ପଢନ୍ତୁ; ହିମାଚଳ ପ୍ରଦେଶରେ ମିଗ୍-୨୧ ବିମାନ ଦୁର୍ଘଟଣାଗ୍ରସ୍ତ,ପାଇଲଟ ମୃତ

Related posts

ଅଗଷ୍ଟ ୧୫ ରେ ପୁଣି ଦୁଇଟି ହିନ୍ଦୀ ସିନେମାଭିତରେ ହେବ ଜବରଦସ୍ତ ଟକ୍କର

Krishna Kumar Manoj

‘ସୁପର-୩୦’ରେ ହ୍ରିତିକ୍‌ଙ୍କ ନୂଆ ଲୁକ, ଚିହ୍ନି ପାରିଲେ ନାହିଁ ଫ୍ୟାନ

Krishna Kumar Manoj

ଅଭିନେତା ଦଲିପ୍‌ ତାହିଲଙ୍କୁ ଗିରଫ କଲା ମୁମ୍ବାଇ ପୁଲିସ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More