• Home
  • LIFESTYLE
  • ଆପଣ ଜାଣିଛନ୍ତି କି ? ସ୍ଵାମୀକୁ ପରେମେଶ୍ଵର ବୋଲି କାହିଁକି କୁହାଯାଇଥାଏ ! ଜାଣନ୍ତୁ
LIFESTYLE

ଆପଣ ଜାଣିଛନ୍ତି କି ? ସ୍ଵାମୀକୁ ପରେମେଶ୍ଵର ବୋଲି କାହିଁକି କୁହାଯାଇଥାଏ ! ଜାଣନ୍ତୁ

ସ୍ୱାମୀ ଯିଏ କି ଜଣେ ସାଧାରଣ ମଣିଷ , ସମସ୍ତ ମଣିଷ ପରି ତାଙ୍କର ମଧ୍ୟ ଦୁଇଟି ଆଖି, ଦୁଇଟି ନାକ , ଦୁଇଟି କାନ ରହିଥାଏ ।  ତ ଏହି ସବୁ କ୍ଷେତ୍ରରେ ଭଗବାନ ସ୍ୱାମୀଙ୍କୁ ଏପରି କେଉଁ ଗୁଣ ଅଧିକ ଦେଇଛନ୍ତି ଯେ ସ୍ତ୍ରୀ ମାନେ ସ୍ୱାମୀଙ୍କୁ ପରମେଶ୍ୱର ବୋଲି ମାନିଥାନ୍ତି ।  କଣ ସ୍ୱାମୀ ମାନଙ୍କ ପାଖରେ କିଛି ଯାଦୁର ବାଡ଼ି ଥାଏ କି ।  ସ୍ୱାମୀ ମାନେ କୌଣସି ଭଗବାନ ନୁହନ୍ତି ଏମାନେ ଜଣେ ସାଧାରଣ ମଣିଷ  ଅଟନ୍ତି ।

ଝିଅ ଜନ୍ମ ହେବାରୁ ନେଇକି ମାରିବା ପର୍ଯ୍ୟନ୍ତ ଏପରି ଅନ୍ଧ ବିଶ୍ୱାସରେ ରଖାଯାଇଥାଏ କି ଝିଅ ସର୍ବଦା ସ୍ୱାମୀଙ୍କ ଗୋଡ ତଳର ଧୂଳି ସହ ସମାନ ।  କିନ୍ତୁ କଣ କେବେ ଦେଖିଛନ୍ତି କି ସ୍ୱାମୀମାନେ ତାଙ୍କ ସ୍ତ୍ରୀଙ୍କ ପାଁଇ କୌଣସି ବ୍ରତ ଉପବାସ ରଖିବାକୁ ।  କାରଣ ସ୍ତ୍ରୀ ବି ତା ଘରର ଲକ୍ଷ୍ମୀ ।

ଅଧିକାଂଶ ସମୟରେ ବୟସ୍କ ଲୋକେ କିମ୍ବା ବ୍ରାହ୍ମଣ ପଣ୍ଡିତମାନେ କୁହନ୍ତି ଯେ  ସ୍ୱାମୀ ପରମେଶ୍ୱର ହେଇଥାଏ , ସେଥିପାଁଇ କେତେବେଳେ ସ୍ୱାମୀଙ୍କ କୌଣସି କଥାରେ ଯୁକ୍ତି କରିବା ଅନୁଚିତ । ଜଣେ ଭଲ ପୁରୁଷଙ୍କୁ ସ୍ୱାମୀ ରୂପରେ ପାଇବାକୁ କୁମାରୀ ଝିଅ ମାନେ ୧୬ ସୋମବାର ବ୍ରତ ରଖିଥାନ୍ତି ।

ପୂର୍ବ ସମୟରେ ଲୋକେ ଲେଖା ପଢା କରିବା ପାଈ ସଂସ୍କୃତ ଭାଷାର ବ୍ୟବହାର କରୁଥିଲେ ।  କିନ୍ତୁ ଏହା ନୁହଁ କି ପୁରୁଣା ସମୟରେ ଯାହା କିଛି ଭି ଲେଖା ଯାଇଛି ସବୁକୁ ଆମେ ଧର୍ମ ଗ୍ରନ୍ଥ ବୋଲି ମାନିବା ଉଚିତ ।  ଆଜି କାଲିର ଲୋକେ ଯେ କୌଣସି ପଣ୍ଡିତ ଦ୍ୱାରା ଲେଖା ଯାଇଥିବା ବହି କୁ ଗ୍ରନ୍ଥ ବୋଲି ମାନି ନିଅନ୍ତି ।  କିନ୍ତୁ ଆପଣ ମାନେ ଜାଣି ରଖିବା ଉଚିତ ଯେ ଗୀତା ଠାରୁ ବଳିକି ଧର୍ମ ଗ୍ରନ୍ଥ ଆଉ କଣ ବା ଥାଇପାରେ ।

ଯେପରି ଆପଣ ଜାଣିଥିବେ କି ହିନ୍ଦୁ ଧର୍ମରେ ବିବାହ ସମୟରେ ସ୍ୱାମୀ ସ୍ତ୍ରୀ ଅଗ୍ନି ଚାରିପଟେ ୭ ଥର ପରିକ୍ରମା କରିଥାନ୍ତି । ଏଠାରେ ପ୍ରତିଟି ପରିକ୍ରମର ଅଲଗା ଅଲଗା ଅର୍ଥ ହେଇଥାଏ।  ସେଥିରୁ ଗୋଟେ ପରିକ୍ରମର ଅର୍ଥ ହେଲା କି ଦୁହେଁ ଦୁହିଁଙ୍କର ସର୍ବଦା ସୁଖ ଦୁଃଖରେ ସାଥି ହୋଇ ରହିବ ।  କିନ୍ତୁ ଏହା କୌଣସି ଠାରେ କୁହାଯାଇନିକି ଯେ ସ୍ତ୍ରୀର ପତି ହିଁ ପରମେଶ୍ୱର । କିନ୍ତୁ ସ୍ଵାମୀଙ୍କୁ ସମ୍ନାନ ଦେବା ଉଚିତ । ଆଉ ସ୍ଵାମୀ ବି ତା ସ୍ତ୍ରୀ କୁ ସେତିକି ଆଦର କରିବା ଉଚିତ । ଏହାଦ୍ଵାରା  ଦୁହିଁଙ୍କ ମଧ୍ୟରେ ଭଲପାଇବା ଜାଗ୍ରତ ହୋଇଥାଇ ଏବଂ ପରିବାରରେ ସୁଖଶାନ୍ତି ରହିଥାଏ।

ଆପଣ ଜାଣିଛନ୍ତି କି ? ସ୍ଵାମୀକୁ ପରେମେଶ୍ଵର ବୋଲି କାହିଁକି କୁହାଯାଇଥାଏ ! ଜାଣନ୍ତୁ husband and wife

 

ପଢନ୍ତୁ ;

ଖୁବ୍ ଶୀଘ୍ର ବନ୍ଦ ହେବାକୁ ଯାଉଛି ଇ-ୱାଲେଟ୍ ସେବା

Related posts

ଏମିତି ଏକ ସୁସ୍ଵାଦୁ ଫଳର ବୃକ୍ଷ , ଯେଉଁ ବୃକ୍ଷର ସଂପୂର୍ଣ୍ଣ ଅଂଶ ଔଷଧୀୟ ଗୁଣରେ ଭରପୁର

Krishna Kumar Manoj

ଘରେ ବସି କରିପାରିବେ ହେୟାର ସ୍ପା ,ଆସନ୍ତୁ ଜାଣିବା କିପରି ?

Krishna Kumar Manoj

ମଶାମାନଙ୍କ ଦାଉରୁ ରକ୍ଷା ପାଇବାକୁ ଆପଣାନ୍ତୁ ଏହି ପ୍ରାକୃତିକ ଉପାୟ!

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More