• Home
  • LIFESTYLE
  • କାହିଁକି କମ୍ ବୟସର ଯୁବକଙ୍କୁ ପସନ୍ଦ କରନ୍ତି ମହିଳାମାନେ ଜାଣନ୍ତୁ
LIFESTYLE

କାହିଁକି କମ୍ ବୟସର ଯୁବକଙ୍କୁ ପସନ୍ଦ କରନ୍ତି ମହିଳାମାନେ ଜାଣନ୍ତୁ

କମ ବୟସର ଯୁବକଙ୍କୁ ମହିଳାମାନେ ବେଶୀ ପସନ୍ଦ କରିଥାଆନ୍ତି । ପ୍ରେମ ଓ ବନ୍ଧୁତା ସଂପର୍କ ଠାରୁ ଆରମ୍ଭ କରି ବିବାହ  ଯାଏ , ସବୁକିଛିରେ ଅଧିକ ପ୍ରାଧ୍ୟାନ୍ୟ ଦେଇଥାନ୍ତି ଏହି କମ୍ ବୟସର ଯୁବକଙ୍କୁ । ଏପରି କି ନିଜର ବ୍ୟକ୍ତି ଗତ କଥା ମଧ୍ୟ ତାଙ୍କ ଆଗରେ କହି ଦିଅନ୍ତି ।

କମ୍ ବୟସର ଯୁବକଙ୍କୁ ବେଶୀ ପସନ୍ଦ କରନ୍ତି ମହିଳା ଜାଣନ୍ତୁ କାରଣ କ ‘ ଣ

  • ମହିଳାଙ୍କ ସମବୟସର ପୁରୁଷଠାରୁ କମ୍ ବୟସର ପୁରୁଷ ଅଧିକ କେୟାରିଂ , ଅଣ୍ଡରଷ୍ଟାଡିଂ ଓ କପ୍ରୋମାଇଜିଂ ଅଟନ୍ତି ।
  • କଥା କହିବାର ଶୈଳୀଠାରୁ ପ୍ରୋମାଳାପରେ ମହିଳାଙ୍କ ଠାରୁ କମ୍ ବୟସର ପୁରୁଷ ଖୁବ୍ ରୋମାଂଟିକ୍ ଥାଆନ୍ତି ।
  • ଯୁବକମାନେ ପରିସ୍ଥିତିକୁ ଆୟତ୍ତ କରି ନେଇଥାନ୍ତି । କାହାକୁ କେମିତି ଆୟତ୍ତ କରାଯାଏ , ଏମାନଙ୍କୁ ଜଣାଥାଏ । ମନକୁ ସହଜରେ ବୁଝିପାରନ୍ତି ଏହି କମ୍ ବୟସର ଯୁବକ ।
  • ପୁରୁଷମାନେ ନିଜ ଠାରୁ ୩ /୪ ବର୍ଷ ବଡ ମହିଳାଙ୍କୁ ଅଧିକ ପସନ୍ଦ କରିଥାନ୍ତି ଓ ବିବାହ କରିବାକୁ ମଧ୍ୟ ପସନ୍ଦ କରିଥାନ୍ତି । କାରଣ ପୁରୁଷର ଭାବନା ଥାଏ ଯେ ଏହି ଶ୍ରେଣୀୟ ମହିଳା ଭାବନାତ୍ମକ ଭାବେ ଖୁବ୍ ଦୃଢ ଥାନ୍ତି । ଭାବନାତ୍ମକ ଠାରୁ ଆରମ୍ଭ କରି ଫାଇନାସିଆଲ ଅସୁବିଧା ଓ ବିଭିନ୍ନ ପରିସ୍ଥିତିକୁ ସମ୍ଭାଳିବାର ଦକ୍ଷତା ଥାଏ ।

କାହିଁକି କମ୍ ବୟସର ଯୁବକଙ୍କୁ ପସନ୍ଦ କରନ୍ତି ମହିଳାମାନେ ଜାଣନ୍ତୁ couple
ପଢନ୍ତୁ ;

‘ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Related posts

ଓଜନ କମ୍‌ କରିବାକୁ ଚାହୁଁଛନ୍ତି କି ? ତାହାଲେ ଆପଣାନ୍ତୁ ଏହି ଉପାୟ

Krishna Kumar Manoj

ମୁହଁର ବ୍ରଣ ଓ କଳାଦାଗ ପାଇଁ ଚିନ୍ତିତ କି ? ଟୁଥ୍‌ପେଷ୍ଟ୍‍ର ଏହି ସବୁ ଉପାୟ ଆପଣାନ୍ତୁ

Krishna Kumar Manoj

ପେଟ କମାଇବାକୁ ଚାହୁଁଛନ୍ତି କି? ତେବେ ଭୋଜନରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ!

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More