VASTU

ଆସନ୍ତୁ ଜାଣିବା ମଥାରେ ସିନ୍ଦୂର ଲଗାଇବା ପଛରେ ରହିଥବା ରହସ୍ୟ ସମ୍ପର୍କରେ !

ଆମ ହିନ୍ଦୁ ଧର୍ମରେ ମଥାରେ ସିନ୍ଦୂର ଲଗାଇବା ଏକ ପ୍ରଥା ରହିଛି। ଯାହାକୁ ମହିଳାମାନେ ପାଳନ କରିଆସୁଛନ୍ତି। ସ୍ୱାମୀଙ୍କ ଦୀର୍ଘୟୁ ପାଇଁ ସିନ୍ଦୁର ଲଗାଯାଏ ଏହା ସତ କିନ୍ତୁ ଏହା ପଛରେ ଅନେକ ଗୁରୁତ୍ଵପୂର୍ଣ ରହସ୍ୟ ମଧ୍ୟ ରହିଛି।

ଆସନ୍ତୁ ଜାଣିବା ମଥାରେ ସିନ୍ଦୂର ଲଗାଇବା ପଛରେ ରହିଥବା ଧାର୍ମିକ ଏବଂ ବୈଜ୍ଞାନିକ କାରଣ ସମ୍ପର୍କରେ-

ବୈଜ୍ଞାନିକ କାରଣ ଅନୁଯାୟୀ ସିନ୍ଦୂର ହଳଦୀ ଏବଂ ପାରଦରେ ତିଆରି। ପାରଦ ରକ୍ତ ଚାପକୁ ଆୟତ୍ତ କରେ ଏବଂ ଏଥିରେ ଯୌନ କ୍ଷମତା ବୃଦ୍ଧି କରାଇବାର କ୍ଷମତା ରହିଛି।

ଏହା ଛଡା ସିନ୍ଦୂରକୁ ଯେଉଁ କପାଳର ସ୍ଥାନରେ ଲଗାଯାଏ ତାହା ମସ୍ତିଷ୍କ ଥଣ୍ଡା ରଖେ। ତେଣୁ କଥା ରହିଛି ଯେ ସଧବା ନାରୀ ମଥାରେ ସିନ୍ଦୂର ଲଗାଇଲେ ପରିବାରର ଶୃଙ୍ଖଳା ବଜାୟ ରହେ।

ଧାର୍ମିକ ଭାବନା ଅନୁଯାୟୀ ମଥାରେ ସିନ୍ଦୂର ଲଗାଉଥିବା ନାରୀ ସତୀ ଏବଂ ଅଖଣ୍ଡ ସୌଭାଗ୍ୟକୁ ପ୍ରତିନିଧିତ୍ୱ କରନ୍ତି। ନାଲି ରଂଗ ହେଉଛି ସତୀମାନଙ୍କର ରଂଗ। ସେଥିରୁ ବାହାରୁଥିବା ଶକ୍ତି ଅଖଣ୍ଡ ସୌଭାଗ୍ୟ ପ୍ରଦାନ କରିଥାଏ। ସେଥିପାଇଁ ହିନ୍ଦୁ ଧର୍ମର ନାରୀମାନେ ମଥାରେ ସିନ୍ଦୂର ଲଗାଇ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରିଥାନ୍ତି।

ପଢନ୍ତୁ;

ପୁଅମାନଙ୍କ କେଉଁ ଗୁଣ ଜାଣିଲା ପରେ ପ୍ରେମରେ ଧୋକା ମିଳିଥାଏ ଜାଣନ୍ତୁ 

Related posts

ଶାସ୍ତ୍ର ଅନୁସାରେ କେଉଁ ଦିଗକୁ ପାଦ ରଖି ଶୋଇବା ଅନୁଚିତ ହୋଇଥାଏ? ଜାଣନ୍ତୁ

ENO Beuro

ବାସ୍ତୁଶାସ୍ତ୍ର ଅନୁସାରେ ଘର ନିକଟରେ ରଖନ୍ତୁନି ଏସବୁ ଗଛ, ଜାଣନ୍ତୁ କାରଣ କ’ଣ ?

ENO Beuro

ବାସ୍ତୁଶାସ୍ତ୍ର ଅନୁସାରେ ସନ୍ଧ୍ୟା ସମୟରେ କରନ୍ତୁ ନାହିଁ ଏହି କାମ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More