EnewsOdia.Com

ପାକିସ୍ତାନ ଯୁଦ୍ଧ ସଂଗ୍ରାହଳୟରେ ଭାରତୀୟ ବାୟୁସେନାର ଓ୍ବିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ଷ୍ଟାଚ୍ୟୁ

କିଛି ମାସ ତଳେ ଭାରତୀୟ ବାୟୁସେନାର ଓ୍ବିଙ୍ଗ କମାଣ୍ତର ଅଭିନନ୍ଦନଙ୍କୁ ନେଇ ପାକିସ୍ତାନ ଏକ ବିଜ୍ଞାପନ କରିଥିଲା।  ପୁଣି ପାକିସ୍ତାନର ଏକ ଘୃଣ୍ୟ କାମ ସାମ୍ନାକୁ ଆସିଛି। ଭାରତୀୟ ବାୟୁସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଅବିକଳ ମୂର୍ତ୍ତି କରି ପାକିସ୍ତାନ ବାୟୁସେନା ଯୁଦ୍ଧ (ଓ୍ବାର) ସଂଗ୍ରାହଳୟରେ ପ୍ରଦର୍ଶନ କରାଯାଉଛି।


ସଂଗ୍ରାହଳୟ ଥିବା ଅଭିନନ୍ଦନଙ୍କ ଷ୍ଟାଚ୍ୟୁ ପଛରେ ପାକିସ୍ତାନର ଜଣେ ଯବାନ ଛିଡ଼ା ହୋଇଛି। ସଂଗ୍ରାହଳୟକୁ ଆସୁଥିବା ପର୍ଯ୍ୟଟକମାନେ ଅଭିନନ୍ଦନଙ୍କ ଷ୍ଟାଚ୍ୟୁ ଦେଖି ଅଟହାସ୍ୟ କରୁଛନ୍ତି।

ପାକିସ୍ତାନର ଜଣେ ସାମ୍ବାଦିକ ତଥା ରାଜନୈତିକ ସମୀକ୍ଷକ ଅନଓ୍ବାର ଲୋଧି ଏହି ଷ୍ଟାଚ୍ୟୁକୁ ନିଜ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ସେ ପୋଷ୍ଟ ଲେଖିଛନ୍ତି ଯେ ପାକିସ୍ତାନ ବାୟୁସେନା ଅଭିନନ୍ଦନଙ୍କ ଷ୍ଟାଚ୍ୟୁ ସଂଗ୍ରାହଳୟରେ ପ୍ରଦର୍ଶନ ହେଉଛି। ଏହା ଭଲ କଥା। କିନ୍ତୁ ତାଙ୍କ ହାତରେ ଫାଣ୍ଡାଷ୍ଟିକ ଚା କପର ଆବଶ୍ୟକତା ରହିଛି।

ପଢନ୍ତୁ: କାଶ୍ମୀରରେ ଭୀଷଣ ତୁଷାରପାତ

ସମ୍ବନ୍ଧିତ ଖବର

ଦୌଡରାଣୀରୁ ହୋଟେଲ ମାଲିକାଣୀ ସାଜିଲେ ଦୂତୀ ଚାନ୍ଦ

Ratnamani Maharana

ଘରେ ବସି କରନ୍ତୁ ପାନ୍‌ କାର୍ଡ କରେକସନ୍‌

Ratnamani Maharana

ଏକ ବର୍ଷ ଭିତରେ କଟକ, ବଲାଙ୍ଗୀର ହେବ ୧୦୦% ଡିଜିଟାଲ୍

Ratnamani Maharana

ମୋଦି ଲେଖିଲେ କବିତା, ହେ ସା‌ଗର!!! ତୁମ୍‌ହେ ମେରା ପ୍ରଣାମ!

Ratnamani Maharana

ମହଙ୍ଗା ହେବ ଚିନି!

Ratnamani Maharana

ଆପାର୍ଟମେଣ୍ଟରେ ରହି ପାର୍କିଂରୁ ବିକ୍ରି କରୁଥିଲା ଚୋରା ଗାଡ଼ି

Ratnamani Maharana