LIFESTYLE

ଶୀତଦିନରେ ଶୁଷ୍କ ତ୍ଵଚା ପାଇଁ ଚିନ୍ତିତ ହେଉଛନ୍ତି କି ? ଅପାଣନ୍ତୁ ଏହି ଉପାୟ

ଶୀତଦିନରେ ଶୁଷ୍କ ତ୍ଵଚା ପାଇଁ ଚିନ୍ତିତ ହେଉଛନ୍ତି କି ? ଅପାଣନ୍ତୁ ଏହି ଉପାୟ

ଶୀତ ଦିନରେ ଶୁଷ୍କ ତ୍ଵଚା  ହେବାର ସମସ୍ୟା ଅଧିକ ହୋଇଯାଏ, ଯାହା ଦ୍ଵାରା କୁଣ୍ଡେଇ ହେବା  , ଚର୍ମ ଛାଡିଲା ପରି ଦେଖାଯିବା ଓ ଚେହେରାର ଉଜ୍ଜଳପଣ ନଷ୍ଟ ହୋଇଥାଏ । ଏହି ସବୁ ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ଆମ ଘରେ ଥିବା ଅନେକ ଜିନିଷର ଉପାୟ କରିପାରିବା । ମାତ୍ର ଏସବୁ ସଠିକ ପ୍ରଣାଳୀରେ କରିବା ନିହାତି ଆବଶ୍ୟକ । ଆସନ୍ତୁ ଜାଣିବା ଏମିତି ଏକ ଉପାୟ

ପ୍ରଥମ ଉପାୟ

୮/୧୦ଟି ବାଦାମ କୁ ରାତିସାରା ପାଣିରେ ଭିଜେଇ ଦିଅନ୍ତୁ ।

·      ସକାଳୁ ଉକ୍ତ ଭିଜା ବାଦାମକୁ ବାଟି ମିଶ୍ରଣ ପ୍ରସ୍ତୁତ କରନ୍ତୁ ।

·      ଏବେ ଏହି ମିଶ୍ରଣରେ ୨/୩ ଚାମଚ କ୍ଷୀର ମିଶାଇ ଦିଅନ୍ତୁ ।

·     ଉପରୋକ୍ତ ମିଶ୍ରଣ କୁ ଏକ ବୋତଲରେ ରଖି ଦିଅନ୍ତୁ ।

·      ପ୍ରତିଦିନ ସକଳ ସନ୍ଧ୍ୟାରେ ଏହି ମିଶ୍ରଣକୁ ହାତ ,ଗୋଡ ଓ ମୁହଁରେ ଲଗାନ୍ତୁ । ଏହାଦ୍ୱାରା ଶୁଷ୍କପଣ ଦୂର ହେବ ଓ ତ୍ଵଚାରେ ଚମକ ଆସିବ ।

ଦ୍ଵିତୀୟ ଉପାୟ

·         ଗୋଟେ ଚାମଚ ରାଶି ତେଲରେ ୨/୩ ଟୋପା କ୍ଷୀର ମିଶାଇ ମିଶ୍ରଣ ବନାନ୍ତୁ ଓ ଶୁଷ୍କ ତ୍ଵଚାରେ ଲଗାନ୍ତୁ

ତୃତୀୟ ଉପାୟ

·         ଗାଜରରେ ପ୍ରଚୁର ପରିମାଣରେ ଭିଟାମିନ ଏ , ବି ,ସି , କ୍ୟାଲସିୟମ ଓ ପ୍ରୋଟିନ ଫାଇବର ଥାଏ । ପ୍ରତିଦିନ ଗୋଟେ ଗ୍ଲାସ ଗାଜର ଜୁସ ପିଇବା ଦ୍ଵାରା ତ୍ଵଚା ସମ୍ବନ୍ଧୀୟ ସମସ୍ୟା ଦୂର ହୁଏ ।

ଚତୁର୍ଥ ଉପାୟ

·         ପ୍ରତିଦିନ ଗୋଟେ ଗ୍ଲାସ ପାଚିଲା ଅମୃତଭଣ୍ଡା ଜୁସ ପିଇଲେ ତ୍ଵଚା ଶୁଷ୍କ ହେବାରୁ ରକ୍ଷା ମିଳେ ।

ପଞ୍ଚମ ଉପାୟ

·         ନିୟମିତ ଗୋଟେ ଗ୍ଲାସ ବିଟ ଜୁସ ପିଇଲେ  ମଧ୍ୟ ତ୍ଵଚା ସୁସ୍ଥ ରହେ ।

skin

ପଢନ୍ତୁ;  ଗଛ ପାଇଁ ବଞ୍ଚିଗଲା ଚାରି ମହଲାରୁ ଖସି ପଡ଼ିଥିବା ୧୪ ମାସ ଶିଶୁର ଜୀବନ

Related posts

ଅଳ୍ପ ବୟସରୁ ଆପଣଙ୍କ କେଶ ଧଳା ହୋଇଯାଉଛି କି? ତେବେ କେଶକୁ କଳା ରଖିବାକୁ ଆପଣାନ୍ତୁ ଏହି ଘରୋଇ ଉପଚାର

ENO Beuro

ଜୀରା ଚା’ ପିଇବା ଦ୍ଵାରା ଆମକୁ କ’ଣ ଲାଭ ମିଳିଥାଏ ଜାଣନ୍ତୁ?

ENO Beuro

ଭିଟାମିନ-ଡି ବ୍ୟବହାର କରି ଦୂର କରନ୍ତୁ ଡାଏବେଟିସ

ENO Beuro

1 comment

Leave a Comment