LIFESTYLE

ଶୀତରେ ଗୋଡ଼ ଫାଟୁଛିକି ? ଜାଣିରଖନ୍ତୁ ଏହି ସମସ୍ୟା ଦୂର କରିବାପାଇଁ କିଛି ଟିପ୍ସ

feet

ଏବେ ଚାଲିଛି ଶୀତଋତୁ। ଏହି ଋତୁରେ ଅନେକ ଲୋକଙ୍କ ଗୋଡ ଫାଟିବା ସମସ୍ୟା ଦେଖାଦେଇଥାଏ। ଗୋଡ଼ ଫାଟିବା ଦ୍ଵାରା ଲୋକମାନେ ଚାଲିବା ବୁଲିବାରେ ଅସୁବିଧା ଭୋଗ କରନ୍ତି। ଏହାସହ ଗୋଡ଼ ମଧ୍ୟ ଅସୁନ୍ଦର ଦେଖାଦିଏ।

ଆସନ୍ତୁ ଜାଣିବା ଘରୋଇ ଉପଚାରରେ ଏହି ସମସ୍ୟା କିପରି ଦୂର କରିବା-

କଅଁଳ ଆମ୍ବପତ୍ରର ରସ ବା କ୍ଷୀରକୁ ଫଟା ଗୋଡ଼ରେ ଲଗାଇଲେ ଏହା ଭଲ ହୋଇଥାଏ। ଏବଂ ଗୋଡ଼କୁ ଆରମ ମିଳିଥାଏ।

ଅମୃତଭଣ୍ଡା ଚୋପାକୁ ଛଡାଇ ଏହାକୁ ଶୁଖାଇବା ପରେ ଗୁଣ୍ଡ କରିଦିଅନ୍ତୁ। ପରେ ଏହି ଗୁଣ୍ଡକୁ ଗ୍ଲିସରିନ୍‌ ସହ ମିଶାଇ ଗୋଡ଼ ଫଟାରେ ଲଗାଇଲେ ଆରାମ ମିଳିଥାଏ।

feet

କଞ୍ଚା ପିଆଜକୁ ବାଟି ଫଟା ଗୋଡ଼ରେ ବାନ୍ଧିଲେ ଏହା ଭଲ ହେବା ସହ ଗୋଡ଼ର ଚର୍ମ କୋମଳ ଓ ସୁନ୍ଦର ହୋଇଥାଏ।

ଦେଶୀ ଗୁଆଘିଅ ସହ ଲୁଣ ମିଶାଇ ଫଟା ଗୋଡ଼ରେ ଲଗାଇଲେ ଏହା ଠିକ୍‌ ହୋଇଥାଏ।

ପଢନ୍ତୁ;  ଭୁବନେଶ୍ୱରରେ ପହଞ୍ଚିଲେ ଅପରାଜିତା ଷଡ଼ଙ୍ଗୀ

Related posts

କେବଳ ପୂଜାର୍ଚ୍ଚନାରେ ନୁହେଁ, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହିତକାରୀ ଏହି ବୃକ୍ଷର ପତ୍ର

ENO Beuro

ଶିବଲିଙ୍ଗରେ ବେଲପତ୍ର ଚଢାଇଲା ବେଳେ ଧ୍ୟାନ ଦିଅନ୍ତୁ ଏସବୁ କଥାର , ନହେଲେ ମିଳିପାରେ ଓଲଟା ଫଳ

ENO Beuro

ମୁହଁର ଯତ୍ନ ,ଜାଣନ୍ତୁ ଘରୋଇ ଉପାୟରେ କେମିତି କରିବେ ଫେସିଆଲ୍‌

ENO Beuro

Leave a Comment