ବିଦ୍ୟୁତ୍ ଜମୱାଲ୍ ଓ ଫ୍ୟାଶନ୍ ଡିଜାଇନର୍ ନନ୍ଦିତା ମହତାନିଙ୍କ ସମ୍ପର୍କରେ ଫାଟ
ବଲିଉଡର ଆକ୍ସନ୍ ଷ୍ଟାର ତଥା ଫିଟନେସ୍ ଆଇକନ୍ ବିଦ୍ୟୁତ୍ ଜମୱାଲ୍ ଏବଂ ଫ୍ୟାଶନ୍ ଡିଜାଇନର୍ ନନ୍ଦିତା ମହତାନି ଗତ କିଛି ବର୍ଷ ଧରି ପରସ୍ପରକୁ ଡେଟ୍ କରୁଥିଲେ।
Loading...
ତୋଷଖାନା ଦୁର୍ନୀତି ଅଭିଯୋଗରେ ଅଭିଯୁକ୍ତ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ନିଃସର୍ତ୍ତ ଆତ୍ମସମର୍ପଣ କରିବେ। ଶନିବାର ୧୮ ତାରିଖରେ ସେ କୋର୍ଟରେ ଆତ୍ମସମର୍ପଣ କରିବେ। ପୁଲିସର ଗିରଫ ଏଡାଇବା ଲାଗି ଅଦାଲତ ଇମ୍ରାନଙ୍କୁ ଆତ୍ମସମର୍ପଣର ସୁଯୋଗ ଦେଇଛନ୍ତି।

ସୂଚନାଯୋଗ୍ୟ, ତୋଷଖାନା ଦୁର୍ନୀତି ଅଭିଯୋଗରେ ଅଦାଲତ ଇମ୍ରାନଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିବା ପରେ ପୁଲିସ ତାଙ୍କୁ ଗିରଫ ନିମନ୍ତେ ମଙ୍ଗଳବାର ବାସଭବନ ଘେରାଉ କରିଥିଲା। ମାତ୍ର ଇମ୍ରାନଙ୍କ ସମର୍ଥକଙ୍କ ବିରୋଧ ଯୋଗୁଁ ଏହା ସମ୍ଭବ ହୋଇପାରି ନଥିଲା।
Shakespeare, in the beautiful garden, among the party. Some of the hall: in fact she was ever to.
ବଲିଉଡର ଆକ୍ସନ୍ ଷ୍ଟାର ତଥା ଫିଟନେସ୍ ଆଇକନ୍ ବିଦ୍ୟୁତ୍ ଜମୱାଲ୍ ଏବଂ ଫ୍ୟାଶନ୍ ଡିଜାଇନର୍ ନନ୍ଦିତା ମହତାନି ଗତ କିଛି ବର୍ଷ ଧରି ପରସ୍ପରକୁ ଡେଟ୍ କରୁଥିଲେ।
୨୦୨୩-୨୪ ବର୍ଷ ଲାଗି ଉମାକାନ୍ତ ଖଡୀରତ୍ନଙ୍କ ଅସଲି ଖଡୀରତ୍ନ ପଞ୍ଜିକା ପ୍ରକାଶ ପାଇଛି।
ତେଜୁଛି ଡ୍ରାଇଭରଙ୍କ ଆନ୍ଦୋଳନ ।ମୁଖ୍ୟ ଶାସନ ସଚିବଙ୍କ ଲିଖିତ ପ୍ରତିଶ୍ରୁତି ପରେ ମଧ୍ୟ ଆନ୍ଦୋଳନରୁ ଓହରିବାକୁ ପ୍ରସ୍ତୁତ ନୁହନ୍ତି ଡ୍ରାଇଭର ମହାସଂଘ ।