ଫେସ୍‌ବୁକ୍‌ରେ ନିଜର ଲୋକେସନ ସେୟାର କରି ଫଶିଗଲେ ମହିଳା

ଫେସ୍‌ବୁକ୍‌ରେ ବାରମ୍ବାର ନିଜର ଲୋକେସନ ସେୟାର କରି ଫଶିଗଲେ ମହିଳା

ବେଙ୍ଗାଲୁରୁର ମହିଳା ଜଣକ ଫେସ୍‌ବୁକ୍‌ରେ ବାରମ୍ବାର ନିଜର ଲୋକେସନ ସେୟାର କରି ଫଶିଗଲେ । ବେଙ୍ଗାଲୁରୁ ସ୍ଥିତ ଆର୍‌ଟି ନଗରରେ ରହୁଥିବା ଏକ ମହିଳା ଜଣକ ବାହାରକୁ ବୁଲିବାକୁ ଯିବାବେଳେ ତାଙ୍କର ପ୍ରତି ମୁହୂର୍ତର ଆଳାପ ଫେସ୍‌ବୁକ୍‌ରେ ଲୋକେସନ ସେୟାର କରିବା ଦ୍ଵାରା ସେ ହୁଏତ ଖୁସି ଥିଲେ । ଯେତେବେଳେ ସେ ବୁଲାବୁଲି କରି ଆସି ଘର କବାଟ ଖୋଲିଲେ । ହଟାତ୍ ତାଙ୍କ ଆଖିକୁ ବିଶ୍ୱାସ ହୋଇ ନ ଥିଲା ।

କାରଣ ସେ ଯେତେବେଳେ ବାହାରେ ଥାଇ ଫେସ୍‌ବୁକ୍‌ ମାଧ୍ୟମରେ ତାଙ୍କର ଲୋକେସନ ସେୟାର କରୁଥିଲେ ସେତେବେଳେ ତାଙ୍କ ଘର ଉପରେ ନଜର ରଖିଥିବା ଏକ ଚୋର ଘରେ ଥିବା ଲକ୍ଷ ଲକ୍ଷ ଟଙ୍କାର ସୁନା ଗହଣା ଚୋରି କରି ଯିବା ସହ ତାଙ୍କ ସ୍କୁଟି ମଧ୍ୟ ଚୋରି ହୋଇ କରିନେଇଥିଲା । ମହିଳାଙ୍କ ଫେସ୍‌ବୁକ୍‌ ଷ୍ଟାଟସ ଦେଖି ସେ କେଉଁଠି ଅଛନ୍ତି ତାହା ଜାଣିବା ପରେ ଚୋରମାନେ ଘରେ ପଶି ଚୋରି କରିଥିଲେ ବୋଲି ଜଣା ପଡ଼ିଥିଲା ।

ପଢନ୍ତୁ : ପ୍ରତିଦିନ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ ଏବଂ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାନ୍ତୁ

ଯେତେବେଳେ ସେ ବୁଲାବୁଲି କରି ଆସି ଘର କବାଟ ଖୋଲିଲେ । ହଟାତ୍ ତାଙ୍କ ଆଖିକୁ ବିଶ୍ୱାସ ହୋଇ ନ ଥିଲା - 4.5

90%

ବେଙ୍ଗାଲୁରୁ ସ୍ଥିତ ଆର୍‌ଟି ନଗରରେ ରହୁଥିବା ଏକ ମହିଳା ଜଣକ ବାହାରକୁ ବୁଲିବାକୁ ଯିବାବେଳେ ତାଙ୍କର ପ୍ରତି ମୁହୂର୍ତର ଆଳାପ ଫେସ୍‌ବୁକ୍‌ରେ ଲୋକେସନ ସେୟାର କରିବା ଦ୍ଵାରା ସେ ହୁଏତ ଖୁସି ଥିଲେ - 4.8

95%
4.6/5

Excellent!

ଫେସ୍‌ବୁକ୍‌ରେ ନିଜର ଲୋକେସନ ସେୟାର କରି ଫଶିଗଲେ ମହିଳା

ବେଙ୍ଗାଲୁରୁର ମହିଳା ଜଣକ ଫେସ୍‌ବୁକ୍‌ରେ ବାରମ୍ବାର ନିଜର ଲୋକେସନ ସେୟାର କରି ଫଶିଗଲେ

No Votes Yet

You're not rated yet