News

ଅଟୋରେ ବୁଲିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ତାଙ୍କ ପତ୍ନୀ

ଛତିଶଗଡ଼ର ବସ୍ତର ଅଞ୍ଚଳ ଗସ୍ତ ସମୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ତାଙ୍କ ପତ୍ନୀ ସେଠାରେ ଅଟୋ ରିକ୍ସାରେ ବୁଲିଥିଲେ। ରାଷ୍ଟ୍ରପତି ଦମ୍ପତିଙ୍କୁ ନିଜ ଅଟୋ ରିକ୍ସାରେ ବୁଲାଇଥିବା ମହିଳା ହେଉଛନ୍ତି ଆଦିବାସୀ ସମ୍ପ୍ରଦାୟର ଫୁଲମତୀ ଭାସ୍କର। ସେ ଟେକ୍‍ନଗର ଅଞ୍ଚଳର ଏକ ମହିଳା ସମବାୟ ସଂଗଠନ ସଦସ୍ୟା। ତାଙ୍କ ସଂଗଠନର ବହୁ ସଦସ୍ୟା ସରକାରଙ୍କଠାରୁ ପ୍ରୋତ୍ସାହନ ପାଇ ପରିବେଶ ଅନୁକୂଳ ଅଟୋ ରିକ୍ସା ଚଳାଇବା ସହ ସ୍ୱାବଲମ୍ବୀ ହୋଇପାରିଛନ୍ତି।

ତାଙ୍କ ସଂଗଠନର ବହୁ ସଦସ୍ୟ ସରକାରଙ୍କଠାରୁ ପ୍ରୋତ୍ସାହନ ପାଇ ପରିବେଶ ଅନୁକୂଳ ଅଟୋ ରିକ୍ସା ଚଳାଇବା ସହ ସ୍ୱାବଲମ୍ବୀ ହୋଇପାରିଛନ୍ତି। ରାଷ୍ଟ୍ରପତି ସେମାନଙ୍କୁ ପ୍ରଶଂସା କରିଥିଲେ। ଦିନକୁ ଦିନ ଏଠାରେ ମାଓବାଦୀଙ୍କ ଉପଦ୍ରବ କମିଥିବା ବେଳେ ବସ୍ତର ଏବେ ବିକାଶର ପଥରେ ଅଗ୍ରସର ହେଉଛି ଦେଖି ରାଷ୍ଟ୍ରପତି ଖୁସି ବ୍ୟକ୍ତ କରିଥିଲେ।

ଅଟୋରେ ବୁଲିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ତାଙ୍କ ପତ୍ନୀ ଅଟୋରେ ବୁଲିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ତାଙ୍କ ପତ୍ନୀ kobind

ପଢନ୍ତୁ; ଶାସ୍ତ୍ର ଅନୁସାରେ କେଉଁ ଦିଗକୁ ପାଦ ରଖି ଶୋଇବା ଅନୁଚିତ ହୋଇଥାଏ? ଜାଣନ୍ତୁ

Related posts

Second Traffic Police Station Will Start In Odisha Capital

ENO Beuro

ଭୂକମ୍ପର ଝଟକା: ୬.୧ ତୀବ୍ରତାରେ ଥରିଲା ଉତ୍ତର ଭାରତ

ENO Beuro

ଦୁଇଭାଇଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଖବର ନେବାକୁ ଆଜି ଦିଲ୍ଲୀ ଯିବେ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More