News

ଓଲଟିଲା ୧୦୨, ମୃତ ସନ୍ତାନ ଜନ୍ମ କଲେ ପ୍ରସୂତି

ମଦ ପିଇ ଗାଡି ଚଲାଉଥିଲେ ଡ୍ରାଇଭର

ସାହାରପଡା ବ୍ଲକ ତିଳବେଡା ନିକଟରେ ଭାରସମ୍ୟ ହରାଇ ଓଡ଼ି ୦୯ ଡି ୦୬୮୬ ନମ୍ବର ବିଶିଷ୍ଟ ୧୦୨ ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ ହୋଇଛି। ବୁଦୁନି ମୁଣ୍ଡା ନାମକ ଜଣେ ଗର୍ଭବତୀ ମହିଳାଙ୍କୁ କରଞ୍ଜିଆ ମେଡିକାଲକୁ ପ୍ରସବ ପାଇଁ ନେଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଘଟଣା ସ୍ଥଳରେ ଗର୍ଭବତୀ ମହିଳା ଜଣକ ଏକ କନ୍ୟା ସନ୍ତାନ ଜନ୍ମ କରିଥିଲେ। ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ତାଙ୍କୁ ଉଦ୍ଧାର କରି ୧୦୮ ସାହାଯ୍ୟରେ କରଞ୍ଜିଆ ମେଡିକାଲକୁ ନିଆ ଯାଇଥିଲା । ପରେ ଡାକ୍ତର ସନ୍ତାନଟିକୁ ମୃତ ଘୋଷଣା କରିଥିଲା।

102

ପ୍ରତକ୍ଷଦର୍ଶୀଙ୍କ କହିବା ଅନୁସାରେ ୧୦୨ ଚାଳକ ଜଣକ ଅତ୍ୟଧିକ ମଦ୍ୟପାନ କରିଥିଲେ। ଖବର ପାଇ ସାହାରପଡା ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଁଚି ଦୁର୍ଘଟଣା ଗ୍ରସ୍ତ ଗାଡିକୁ ଜବତ କରି ତଦନ୍ତ ଜାରିରଖିଛି। ଦୁର୍ଘଟଣା ଘଟାଇବା ପରେ ଡ୍ରାଇଭର ଫେରାର ଅଛି। ପୁଲିସ ତାକୁ ଖୋଜୁଛି।

ପଢନ୍ତୁ;  ହକି ମହାସମର : ଆଜି ଭାରତ-ଦକ୍ଷିଣ ଆଫ୍ରିକା ଭେଟ

Related posts

ଆମ ଗାଁ ଆମ ବିକାଶ:୭୭୭ ପ୍ରକଳ୍ପ ପାଇଁ ସାଢେ ୧୭ କୋଟି ମଞ୍ଜୁରୀ

ENO Beuro

ମହାନଦୀରୁ ୪ଜଣଙ୍କ ମୃତଦେହ ମିଳିବା ଘଟଣା : ୨ଲକ୍ଷ ଟଙ୍କା ପାଇଁ ଝିଅ ଓ ତିନି ନାତିନାତୁଣୀକୁ ମାରି ନଦୀରେ ଭସାଇ ଦେଲେ ବାପା

ENO Beuro

ଏଣିକି ଜରିମାନା ନୁହଁ ବାଇକ ଜବତ ହେବ, ନିୟମ ନମାନିଲେ ମାମଲା ଯିବ କୋର୍ଟକୁ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More