ଚର୍ଚ୍ଚାରେ ଅଭିନେତା ତଥା ନିର୍ଦ୍ଦେଶକ ରିଷଭ ସେଟ୍ଟୀଙ୍କ କାନ୍ତାରା ଚାପ୍ଟର ୱାନର ପ୍ରଥମ ଟିଜର ରିଲିଜ
ଗତ ବର୍ଷ ସାଉଥ ସିନେମାର ଅନେକ ଚଳଚ୍ଚିତ୍ର ରେକର୍ଡ କରିଥିଲା। ଏଥିମଧ୍ୟରୁ ସୁପରଷ୍ଟାର ରିଷଭ ଶେଟ୍ଟୀଙ୍କ ବ୍ଲକ୍ବ୍ଲଷ୍ଟର ଫିଲ୍ମ ‘କାନ୍ତାରା’ ମଧ୍ୟ ରହିଛି।
Loading...
ଗତବର୍ଷ କରୋନା ସଂକ୍ରମଣ ଯୋଗୁଁ ଆଇପିଏଲ୍ ୨ଟି ଭାଗରେ ଖେଳା ଯାଇଥିବା ବେଳେ ମହିଳା ଟ୍ବେଣ୍ଟି୨୦ ଚ୍ୟାଲେଞ୍ଜ୍ ଖେଳା ଯାଇନଥିଲା। ଗତମାସ ଆଇପିଏଲ୍ ପରିଚାଳନା ପରିଷଦ ବୈଠକରେ ମହିଳା ଆଇପିଏଲ୍ ଆୟୋଜନ ନେଇ ନିଷ୍ପତ୍ତି ନିଆଯାଇଛି ବୋଲି ଜାଣିବାକୁ ମିଳିଛି।
୨୦୨୩ରୁ ବିସିସିଆଇ ମହିଳା ଆଇପିଏଲ୍ ଆୟୋଜନ କରିବାକୁ ଯାଉଛି। ଏହାର ଉଦ୍ଘାଟନୀ ସଂସ୍କରଣରେ ୬ଟି ଦଳ ଭାଗନେବେ ବୋଲି ଜାଣିବାକୁ ମିଳିଛି। ପୁରୁଷଙ୍କ ଆଇପିଏଲ୍ ପରି ମହିଳା ଆଇପିଏଲ୍ ମଧ୍ୟ ଫ୍ରାଞ୍ଚାଇଜିଭିତ୍ତିକ ହେବ। ପୂର୍ବରୁ ଆଇପିଏଲ୍ ମଝିରେ ବିସିସିଆଇ ୩ଟି ଦଳଙ୍କୁ ନେଇ ମହିଳା ଟ୍ବେଣ୍ଟି୨୦ ଚ୍ୟାଲେଞ୍ଜ୍ ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଥିଲା। ଗତବର୍ଷ କରୋନା ସଂକ୍ରମଣ ଯୋଗୁଁ ଆଇପିଏଲ୍ ୨ଟି ଭାଗରେ ଖେଳା ଯାଇଥିବା ବେଳେ ମହିଳା ଟ୍ବେଣ୍ଟି୨୦ ଚ୍ୟାଲେଞ୍ଜ୍ ଖେଳା ଯାଇନଥିଲା। ଗତମାସ ଆଇପିଏଲ୍ ପରିଚାଳନା ପରିଷଦ ବୈଠକରେ ମହିଳା ଆଇପିଏଲ୍ ଆୟୋଜନ ନେଇ ନିଷ୍ପତ୍ତି ନିଆଯାଇଛି ବୋଲି ଜାଣିବାକୁ ମିଳିଛି। ଏବେଠାରୁ ବିଭିନ୍ନ ମହିଳା ଦଳର ମାଲିକାନା ହାସଲ କରିବାକୁ ବିଭିନ୍ନ ଫ୍ରାଞ୍ଚାଇଜି ଆଗ୍ରହ ପ୍ରକାଶ କରିଛନ୍ତି ବୋଲି ବିସିସିଆଇର ଜଣେ କର୍ମକର୍ତ୍ତା କହିଛନ୍ତି। ୬ଟି ଦଳଙ୍କୁ କିଣିବା ପାଇଁ ଟେଣ୍ଡର ଆହ୍ବାନ କରାଯିବ ଏବଂ ଦଳ ଗଠନ ପାଇଁ ନିଲାମ ପ୍ରକ୍ରିୟା କିପରି ରହିବ; ତାହା ବିଷୟରେ ଆଲୋଚନା କରାଯାଇଛି। ବର୍ତ୍ତମାନ ପାଇଁ ମହିଳା ଆଇପିଏଲ୍ କେବଳ କାଗଜରେ ରହିଛି। ପୁରୁଷ ଆଇପିଏଲ୍ ପରି ଏହାକୁ ସଫଳ କରିବା ଲାଗି ସମସ୍ତ ବନ୍ଦୋବସ୍ତ କରାଯିବ। ସୂଚନାଯୋଗ୍ୟ; ଅେଷ୍ଟ୍ରଲିଆେର ଦେଶ ବିଦେଶର ଖେଳାଳିଙ୍କୁ ନେଇ ମହିଳା ବିଗ୍ ବାସ୍ ଲିଗ୍ ଆୟୋଜନ ହେଉଥିବା ବେଳେ ଗତବର୍ଷ ଇଂଲଣ୍ଡରେ ମହିଳା କ୍ରିକେଟରଙ୍କୁ ନେଇ ‘ଦି ହେଣ୍ଡ୍ରଡ୍’ ଟ୍ବେଣ୍ଟି୨୦ ଟୁର୍ଣ୍ଣାମେଣ୍ଟ ଖେଳାଯାଉଛି। ବିସିସିିଆଇ ୨୦୨୩ରୁ ମହିଳା ଆଇପିଏଲ୍ ଆରମ୍ଭ କରିବାକୁ ଯାଉଥିବା ବେଳେ ଏପରି ସମୟରେ ଏହା ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବ; ଯେତେବେଳେ କେବଳ ଭାରତୀୟ ନୁହନ୍ତି; ବିଦେଶୀ ଖେଳାଳି ମଧ୍ୟ ଆନ୍ତର୍ଜାତିକ କ୍ରିକେଟ୍ ଖେଳୁନଥିବେ।
Shakespeare, in the beautiful garden, among the party. Some of the hall: in fact she was ever to.
ଗତ ବର୍ଷ ସାଉଥ ସିନେମାର ଅନେକ ଚଳଚ୍ଚିତ୍ର ରେକର୍ଡ କରିଥିଲା। ଏଥିମଧ୍ୟରୁ ସୁପରଷ୍ଟାର ରିଷଭ ଶେଟ୍ଟୀଙ୍କ ବ୍ଲକ୍ବ୍ଲଷ୍ଟର ଫିଲ୍ମ ‘କାନ୍ତାରା’ ମଧ୍ୟ ରହିଛି।
ଡିସେମ୍ବର ୩୧ ସୁଦ୍ଧା ସରିବ ଟର୍ମିନାଲ କାମ। ନୂଆବର୍ଷରେ ନୂଆ ବସ ଟର୍ମିନାଲକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୁକ୍ରବାର ଗ୍ରାଉଣ୍ଡକୁ ଯାଇ ନିର୍ମାଣ କାର୍ଯ୍ୟର ସ୍ଥିତି ପରଖିଛନ୍ତି 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କେ ପାଣ୍ଡିଆନ ।
ଡିସେମ୍ବର ୧ ସୁଦ୍ଧା ପ୍ରାୟ ୯୭.୨୬% ୨ ହଜାର ଟଙ୍କିଆ ନୋଟ୍ ଫେରସ୍ତ ଆସିଯାଇଛି ।ଲୋକଙ୍କ ପାଖରେ ଏବେ ବି ୨୦୦୦ ଟଙ୍କିଆ ନୋଟ୍ ରହିଛି। ୨୦୨୩ ମେ ୧୯ ସୁଦ୍ଧା ପ୍ରଚଳନରେ ଥିବା ୨୦୦୦ ଟଙ୍କିଆ ନୋଟ୍ ମଧ୍ୟରୁ ୯୭.୨୬% ଫେରାଇ ଦିଆଯାଇଛି ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।