News

ରାଜଧାନୀରେ ପ୍ରଥମ ଘଟଣା: ବାନ୍ଧବୀଙ୍କ ଗଳା କାଟି ହତ୍ୟା କଲେ ଯୁବତୀ

kill

ରାଜଧାନୀରେ ଘଟି ଯାଇଛି ଲୋମଟାଙ୍କୁରା ହତ୍ୟାକାଣ୍ଡ। ଦୀର୍ଘ ୧୦ ବର୍ଷ ହେବ ଏକାଠି ରହୁଥିବା ବାନ୍ଧବୀଙ୍କୁ ଛୁରିରେ ଗଳା କାଟି ବିଭର୍ସ ଭାବେ ହତ୍ୟା କରିଛନ୍ତି ଯୁବତୀ। ଏଭଳି ଅଭାବନୀୟ ଘଟଣା ଘଟିଛି ଶନିବାର ବିଳମ୍ବିତ ରାତିରେ ଶ୍ରୀ ଲିଙ୍ଗରାଜ ଥାନା ଅନ୍ତର୍ଗତ ଗୌରୀନଗର ଲେନ-୫ରେ।

kill

ପୁଲିସର ପ୍ରାଥମିକ ତଦନ୍ତ ଅନୁସାରେ, ମୃତ ଯୁବତୀଙ୍କର ନାମ ଅଳକା ଏବଂ ତାଙ୍କୁ ହତ୍ୟା କରିଥିବା ଯୁବତୀଙ୍କ ନାମ ଅନୀତା। କୌଣସି କାରଣରୁ ଅତ୍ୟନ୍ତ ରାଗି ଯାଇ ଅନୀତା ଅଳକାଙ୍କା ତଣ୍ଟିକାଟି ହତ୍ୟା କରିଛନ୍ତି। ଦୁହେଁ କିଛି ବର୍ଷ ହେବ ଭଡ଼ା ଘରେ ଏକତ୍ର ରହି ଆସୁଥିଲେ। ଆଜି ଉକ୍ତ ଭଡ଼ାଘର ମାଲିକ ଅଳକାଙ୍କ ରକ୍ତାକ୍ତ ଶବ ଦେଖି ପୁଲିସକୁ ଖବର ଦେଇଥିଲେ।

ତେବେ କେଉଁ କାରଣ ଯୋଗୁ ଉକ୍ତ ଯୁବତୀ ଜଣକ ଅନ୍ୟ ଜଣେ ଯୁବତୀଙ୍କୁ ହତ୍ୟା କଲା ତାହା ଜଣାପଡିନାହିଁ। ଆତତାୟୀ ଯୁବତୀଙ୍କୁ ପୁଲିସ ଥାନାରେ ଅଟକ ରଖିଥିବା ପ୍ରକାଶ।

ପଢନ୍ତୁ; ଅଷ୍ଟ୍ରେଲିଆନ୍‌ ଓପନ୍‌: ବିଦା ହେଲେ ଫେଡେରର

Related posts

ସେମିତି କିଛି ହୋଇନାହିଁ,ସମସ୍ତେ ଜୀବିତ ଓ ଭଲ ଅଛନ୍ତି:ଜୈଶ୍‌-ଏ-ମହମ୍ମଦ

ENO Beuro

ବଡଗାମରେ ବାୟୁସେନା ଚପ୍ପର ଦୁର୍ଘଟଣାଗ୍ରସ୍ତ,୭ ମୃତ

ENO Beuro

ହାତୀ ପାଇଁ ଗ୍ରାମବାସୀ ଓ ବନ ବିଭାଗ କର୍ମଚାରୀ ମୁହାଁମୁହିଁ

ENO Beuro

Leave a Comment