LIFESTYLE

କେତେକ ଝିଅମାନେ ତାଙ୍କ ଠାରୁ କମ ପାଠ ପଢିଥିବା ପୁଅଙ୍କୁ ବିବାହ କରିବାକୁ ଚାହିଁଥାନ୍ତି ! ଜାଣନ୍ତୁ ଏହାର କାରଣ କଣ

ଏହି କାରଣରୁ ଝିଅମାନେ ତାଙ୍କ ଠାରୁ କମ ପାଠ ପଢିଥିବା ପୁଅଙ୍କୁ ବିବାହ କରିବାକୁ ପସନ୍ଦ କରିଥାନ୍ତି –

ଝିଅଙ୍କୁ ନେଇ ମନରେ ଏକ ସାଧାରଣ ଧାରଣା ରହିଥାଏ , ଏପରି ଝିଅମାନେ ନିଜର ପାର୍ଟନର ଏପରି ବନେଇଥାନ୍ତି କି ସୁନ୍ଦର ଦେଖାଯିବ ସହ ସୁନ୍ଦର ମଧ୍ୟ ହେଇଥାନ୍ତି ।  ଯଦି ଆପଣଙ୍କ ଚିନ୍ତାଧାରା ଯଦି ଏପରି , ତ ଏହାକୁ ବଦଳାଇ ଦିଅନ୍ତୁ  କାରଣ ଏକ ରିସର୍ଚ୍ଚରୁ ଯାହା ଜଣାଯାଇଛି ତାହା ବିଶ୍ୱାସ କରିବା ଟିକେ କଷ୍ଟ ଅଟେ।
ୟୁରୋପରେ ୨୮ ଦେଶରେ ମହିଳାଙ୍କ ଉପରେ ହେଇଥିବା ଏକ ଗବେଷଣା ରୁ ଜଣାଯାଇଛି ଯେ , ମହିଳାମାନେ ସାଧାରଣ ଭାବରେ ଯେଉଁ ଜୀବନ ସାଥି ବଛିଥାନ୍ତି ସେହି ପୁରୁଷ ମାନେ ମହିଳାଙ୍କ ଅପେକ୍ଷା କମ ପାଠ ପଢ଼ିଥାନ୍ତି ।
ବେଲ୍ଜିୟମର ୟୂନିବାରସିଟି ଅଫ ଲ୍ୟୁବେନ୍ସରେ ହେଇଥିବା ଏକ ରିସର୍ଚ୍ଚ ଅନୁସାରେ କିଛି ବର୍ଷ ପୂର୍ବରୁ ୩୧% ମହିଳା ପାଠ ପଢିଥିବାର ଦେଖାଯାଇଥାଏ ।  ଏବଂ ଆଜିକା ସମୟରେ ୭୫% ପ୍ରତିସଦ ପର୍ଯ୍ୟନ୍ତ ପହଂଚି ସାରିଛି ।
ରିପୋର୍ଟ ଅନୁଯାୟୀ  ଅଧିକ ପାଠ ପଢିଥିବା ଓ ମାନସିକ ସ୍ତରରେ ମହିଳାମାନେ ତାଙ୍କ ଠାରୁ କମ ଶିକ୍ଷିତ ବ୍ୟକ୍ତିଙ୍କୁ ବିବାହ କରିଥାନ୍ତି ।  ଆଉ ମଧ୍ୟ ଦେଖାଯାଇଛି କି ଏପରି ସମ୍ପର୍କ ଅଧିକ ମଜବୁତ ମଧ୍ୟ ରହିଥାଏ। ଏହି କାରଣରୁ ଝିଅ ମାନେ ତାଙ୍କ ଠାରୁ କମ ପାଠ ପଢିଥିବା ପୁଅଙ୍କୁ ବିବାହ କରିବାକୁ ପସନ୍ଦ କରିଥାନ୍ତି ।

ପଢନ୍ତୁ ;

ବିସ୍କୁଟ କ୍ଷୀରି ଖାଇଛନ୍ତି କି ? ଆସନ୍ତୁ ଜାଣିବା କେମିତି ତିଆରି ହୁଏ ବିସ୍କୁଟ କ୍ଷୀରି

Related posts

ରାତିରେ କାକୁଡି ଖାଉଥିଲେ ଜାଣିନିଅନ୍ତୁ ଏହାର କୁପ୍ରଭାବ ବିଷୟରେ

Ratnamani Moharana

ଓଠ ଫଟା ସମସ୍ୟା ରୁ କେମିତି ରକ୍ଷା ପାଇବେ ସେ ବିଷୟରେ କିଛିଟା ଘରୋଇ ଉପାୟ ବିଷୟରେ ଯାଣନ୍ତୁ

ENO Beuro

ଆପଣ ଜାଣନ୍ତି କି? ପାନ ପତ୍ରରେ ଅନେକ ଔଷଧୀୟ ଗୁଣ ରହିଛି ; ଆସନ୍ତୁ ଜାଣିବା ଏହାର କିଛି ଉପକାରୀ ଗୁଣ

ENO Beuro

1 comment

Leave a Comment