LIFESTYLE

ଆପଣ ଜାଣିଛନ୍ତି କି ଜୋତା ପିନ୍ଧାରୁ ଜାଣିହେବ ମହିଳାଙ୍କ ସ୍ଵଭାବ କେମିତି ?

ବଜାରରେ ଆଜିକାଲି ବିଭିନ୍ନ ପ୍ରକାରର ଜୋତା ମିଳୁଛି । ସମସ୍ତେ ସମସ୍ତଙ୍କ ପସନ୍ଦ ହିସାବରେ ଜୋତା ପିନ୍ଧିବା ସହ ସମସ୍ତଙ୍କର ଜୋତାକୁ ନେଇ ଏକ ନିର୍ଦ୍ଦିଷ୍ଟ ପସନ୍ଦ ରହିଛି । କାହାକୁ ଫ୍ଲାଟ ଭଲ ଲାଗେ ତ କାହାକୁ ହିଲ୍ସ ବିଶେଷ କରି ମହିଳାମାନଙ୍କର ପୋଷାକ ସହ ଜୋତାକୁ ନେଇ ପସନ୍ଦ ଅଲଗା ଅଲଗା ରହିଥାଏ । ତେବେ ଆପଣ ଜାଣିଛନ୍ତି କି ଜୋତା ପିନ୍ଧାରୁ ମହିଳାଙ୍କ ସ୍ଵଭାବ ଜାଣିହୁଏ । ତେବେ ଆସନ୍ତୁ ଜାଣିବା କିପରି ?

ଜୋତା ପିନ୍ଧାରୁ ମହିଳାଙ୍କ ସ୍ଵଭାବ ଜାଣନ୍ତୁ :-

ସ୍ପୋର୍ଟସ ସୁଜ :- ଏହାକୁ ପିନ୍ଧୁଥିବା ମହିଳାମାନେ ଚାଲକ । ଏପରି ମହିଳାଙ୍କ ମନ ଖୋଲା,ଏମାନଙ୍କ  ମନରେ କିଛି ନ ଥାଏ । ଏମାନେ ନିଜର ସ୍ୱାସ୍ଥ୍ୟକୁ ନେଇ ସବୁବେଳେ ସଚେତନ ଥାନ୍ତି ।

ଆପଣ ଜାଣିଛନ୍ତି କି ଜୋତା ପିନ୍ଧାରୁ ଜାଣିହେବ ମହିଳାଙ୍କ ସ୍ଵଭାବ କେମିତି ? shose

କ୍ଲୋଜ୍‌ ଫ୍ର ଫ୍ଲାଟ୍‌ ସୁଜ୍‌ :- ଏହି ପ୍ରକାରର ଜୋତା ପିନ୍ଧୁଥିବା ମହିଳାମାନେ ଦାୟିତ୍ୱବାନ ଓ ଯତ୍ନବାନ ହୋଇଥାନ୍ତି । ଏମାନେ କେବେ ଆଳସ୍ୟ ହୋଇ ନ ଥାନ୍ତି । ଏହି ମହିଳାଙ୍କୁ ନିଜ କର୍ମ ଠିକ ସମୟରେ କରିବାକୁ ପସନ୍ଦ କରନ୍ତି ।

ଫ୍ଲିପ ଫ୍ଲପ :- ଏହି ପ୍ରକାରର ଜୋତା ପିନ୍ଧୁଥିବା ମହିଳାମନେ ଶକ୍ତିଶାଳୀ ଏବଂ ଆତ୍ମନିର୍ଭରଶୀଳ । ଏମାନେ ଖୋଲା ମିଜାସର । ଏମାନେ ବିଶ୍ୱାସଯୋଗ୍ୟ ହୋଇଥିବା ବେଳେ ନିଜର ବନ୍ଧୁତା ଭଲ ଭାବରେ ପାଳନ କରିଥାନ୍ତି । ଏମାନେ ଅନ୍ୟକୁ ସାହାଯ୍ୟ କରିବାକୁ ପସନ୍ଦ କରନ୍ତି କିନ୍ତୁ କାହାଠୁ ସାହାଯ୍ୟ ନେବାକୁ ପସନ୍ଦ କରନ୍ତି ନାହିଁ ।

ଆପଣ ଜାଣିଛନ୍ତି କି ଜୋତା ପିନ୍ଧାରୁ ଜାଣିହେବ ମହିଳାଙ୍କ ସ୍ଵଭାବ କେମିତି ? flat

ଫ୍ଲାଟ ଫର୍ମ ହିଲ୍ :- ଫ୍ଲାଟ ଫର୍ମ ହିଲ୍ ପିନ୍ଧୁଥିବା ମହିଳାମାନେ ଫ୍ୟାସନେବଲ ହୋଇଥାନ୍ତି । ଅଧିକାଂଶ କର୍ମଜୀବି ମହିଳା ଏ ପ୍ରକାରର ହିଲ ପିନ୍ଧିବାକୁ ଭଲ ପାଉଥିବା ବେଳେ ଏହା ତାଙ୍କର ଆତ୍ମବିଶ୍ୱାସ ବଢ଼ାଏ ବୋଲି ଜଣା ପଡ଼ିଛି ।

ଆପଣ ଜାଣିଛନ୍ତି କି ଜୋତା ପିନ୍ଧାରୁ ଜାଣିହେବ ମହିଳାଙ୍କ ସ୍ଵଭାବ କେମିତି ? high hills

ପଢନ୍ତୁ ;

ଖରାଦିନେ ଗରମ ତାପମାତ୍ରାରୁ ନିଜକୁ କିପରି ରକ୍ଷା କରିବେ ଜାଣନ୍ତୁ

Related posts

ଆପଣ ଜାଣିଛନ୍ତି କି? ଶୋଇବା ବେଳେ ବାମ କଡ଼ ଲେଉଟାଇ ଶୋଇଲେ କଣ ଲାଭ ମିଳିଥାଏ? ଜାଣନ୍ତୁ ସେ ସମ୍ପର୍କରେ

Krishna Kumar Manoj

ମହିଳା ମାନେ କେଉଁ କାରଣରୁ ଭାଙ୍ଗନ୍ତି ପ୍ରେମସଂପର୍କ ! ଜାଣନ୍ତୁ ଏହାର କିଛି କାରଣ

Krishna Kumar Manoj

ଏହି ୫ଟି ଖାଦ୍ୟ ପଦାର୍ଥ ଫ୍ରିଜ୍‌ରେ ରଖିବା ଉଚିତ ନୁହେଁ? ଜାଣନ୍ତୁ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More