Loading...

ଆଜି ଚେପକର ଚିଦାମ୍ବରମ୍‌ ଷ୍ଟାଡିୟମରେ ମୁହାଁମୁହିଁ ହେବେ ପାକିସ୍ତାନ vs ଆଫଗାନିସ୍ତାନ

ଆଜି ଚେପକର ଚିଦାମ୍ବରମ୍‌ ଷ୍ଟାଡିୟମରେ ମୁହାଁମୁହିଁ ହେବେ ପାକିସ୍ତାନ vs ଆଫଗାନିସ୍ତାନ

ସ୍ଥାନୀୟ ଚେପକର ଚିଦାମ୍ବରମ୍‌ ଷ୍ଟାଡିୟମରେ ସୋମବାର ଚଳିତ ବିଶ୍ବକପ୍‌ ଲିଗ୍‌ ମ୍ୟାଚ୍‌ରେ ପାକିସ୍ତାନ ଓ ଆଫଗାନିସ୍ତାନ ମୁହାଁମୁହିଁ ହେବେ।

ସ୍ଥାନୀୟ ଚେପକର ଚିଦାମ୍ବରମ୍‌ ଷ୍ଟାଡିୟମରେ ସୋମବାର ଚଳିତ ବିଶ୍ବକପ୍‌ ଲିଗ୍‌ ମ୍ୟାଚ୍‌ରେ ପାକିସ୍ତାନ ଓ ଆଫଗାନିସ୍ତାନ ମୁହାଁମୁହିଁ ହେବେ। ଲଗାତାର ଦୁଇ ପରାଜୟ (ଭାରତ, ଅଷ୍ଟ୍ରେଲିଆ) ପରେ ବାବର ଆଜମଙ୍କ ନେତୃତ୍ବାଧୀନ ପାକିସ୍ତାନ ଲାଗି ସେମିଫାଇନାଲ୍‌ ସ୍ଥାନ ଉଜ୍ଜୀବିତ ରଖିବା ପାଇଁ ଏହି ମ୍ୟାଚ୍‌ ଜିତିବା ଗୁରୁତ୍ବପୂର୍ଣ୍ଣ ହୋଇଯାଇଛି। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.