News

ବିଶ୍ବକପର ସେମିଫାଇନାଲରେ ଅଷ୍ଟ୍ରେଲିଆ, ଭାରତ, ଇଂଲଣ୍ଡ,

Untitled 1

କ୍ରିକେଟ ବିଶ୍ବକପର ଲିଗ ଶେଷ ହୋଇଛି। ଇତିମଧ୍ୟରେ ଅଷ୍ଟ୍ରେଲିଆ, ଭାରତ ଓ ଇଂଲଣ୍ଡ ସେମି ଫାଇନାଲରେ ନିଜ ସ୍ଥାନ ପକ୍କା କରିସାରିଲେଣି। ସେମି ଫାଇନାଲର ଚତୁର୍ଥ ଦଳକୁ ନେଇ ସସପେନ୍ସ ଲାଗିରହିଥିଲା। ଚତୁର୍ଥ ଦଳ ଭାବେ ପାକିସ୍ତାନ କିମ୍ବା ନିଉଜଲାଣ୍ଡ ରହିପାରେ ବୋଲି ଆଶା କରାଯାଉଛି।

ସୂଚନାଯୋଗ୍ୟ, ଟିମ୍ ଇଣ୍ଡିଆ ଦୁଇଥର ବିଶ୍ୱକପ୍ ଟାଇଟଲ୍ ଜିତିସାରିଛି । ୧୯୮୩ରେ କପିଲ୍ ଦେବଙ୍କ ନେତୃତ୍ୱରେ ଭାରତ ପ୍ରଥମ ଥର ବିଶ୍ୱ ବିଜେତା ହୋଇଥିଲା। ଏହାର ୨୮ ବର୍ଷ ପରେ ଅର୍ଥାତ୍ ୨୦୧୧ରେ ଭାରତରେ ଆୟୋଜିତ ବିଶ୍ୱକପରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଚାମ୍ପିଅନ୍ ହୋଇଥିଲା। ଏହାବ୍ୟତୀତ ଭାରତ ୨୦୦୭ରେ ଖେଳାଯାଇଥିବା ପ୍ରଥମ ଟି-୨୦ ବିଶ୍ୱକପ୍ ମଧ୍ୟ ନିଜ ନାମରେ କରିସାରିଛି।
ପଢନ୍ତୁ: କଥା ଦେଇ କଥା ରଖିଲେ ବିରାଟ କୋହଲି

Related posts

ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା: ୧୧ ଜିଲ୍ଲାରେ ହୋଇପାରେ କାଳବୈଶାଖୀ

ENO Beuro

ଦକ୍ଷିଣ ଭାରତ ଚଳଚ୍ଚିତ୍ର ଅଭିନେତା ପ୍ରକାଶ ରାଜଙ୍କ ସହ ନିର୍ବାଚନୀ ପ୍ରତିଦ୍ୱନ୍ଦିତା କରୁଛନ୍ତି ଓଡିଆ ପୁଅ ଅନିଲ

Ratnamani Moharana

ଶଶାଙ୍କ ମନୋହର ପୁଣି ହେଲେ ଆଇସିସି ଅଧକ୍ଷ!

ENO Beuro

Leave a Comment