News

ଆଜିଠୁ ଆରମ୍ଭ ହୋଇଛି ବିଶ୍ଵ ଖାଦ୍ୟ ମେଳା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ଵାରା ଉଦ୍ଘାଟିତ

ଆଜିଠୁ ଆରମ୍ଭ ହୋଇଛି ବିଶ୍ଵ ଖାଦ୍ୟ ମେଳା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ଵାରା ଉଦ୍ଘାଟିତ

ନୂଆଦିଲ୍ଲୀର ଇଣ୍ଡିଆଗେଟ୍‌  ପାର୍ଶ୍ଵ ବିଜ୍ଞାନ ଭବନଠାରେ ଆଜି ଆରମ୍ଭ ହୋଇଛି ବିଶ୍ଵ ଖାଦ୍ୟ ମେଳା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ପୂର୍ବାହ୍ନ ୧୦.୦୦ରେ ଉଦ୍ଘାଟନ କରିଛନ୍ତି ଓ ମହାମହିମ ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦଙ୍କୁ ମେଳାର ଶେଷଦିନ ନଭେମ୍ବର ୫ ରବିବାର ଦିନ ଆସିବାକୁ ଅନୁରୋଧ କରାଯାଇଛି । ଏହିଭଳି ମେଳାର ଆୟୋଜନ ଭାରତରେ ପ୍ରଥମ ଥର ପାଇଁ ହେଉଛି ଯାହାକି ଭାରତ ପାଇଁ ବ୍ୟବସାୟିକ ଓ ଆର୍ଥିକ ସ୍ତରରେ ଲାଭଦାୟକ ହେବ ।

ତିନିଦିନିଆ ଏହି ମେଳା ଭାରତୀୟ ଖାଦ୍ୟ ମନ୍ତଳୟ ଦ୍ଵାରା ଅନୁଷ୍ଟିତ । ଜର୍ମାନୀ, ଜାପାନ ଓ ଡେନ୍‌ମାର୍କ ଭଳି ୪୦ରୁ ଅଧିକ ଦେଶ ଏହି ମେଳାରେ ଭାଗ ନେଇଛନ୍ତି। ଏଠାରେ ଭାରତର ୨୬ଟି ରାଜ୍ୟର ୧୦୦ ରୁ ଊର୍ଦ୍ଦ୍ଵ କମ୍ପାନୀ ନିଜ ନିଜର ଖାଦ୍ୟ ପ୍ରଦର୍ଶନ କରିବେ। ଏଥିରେ ଫୋକସ୍‌ରେ ରହିଛି ଆମ ରାଜ୍ୟ ଓଡ଼ିଶା। ଓଡ଼ିଶାର ୧୨ଟି ଷ୍ଟଲ ଖାଦ୍ୟମେଳାରେ ପଡିଛି। ଯେଉଁଥିରେ ୩୦ଟି କମ୍ପାନୀ ଅଂଶଗ୍ରହଣ କରୁଛନ୍ତି।

ଆଜିଠୁ ଆରମ୍ଭ ହୋଇଛି ବିଶ୍ଵ ଖାଦ୍ୟ ମେଳା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ଵାରା ଉଦ୍ଘାଟିତ

ପଢନ୍ତୁ, କାଲି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ଯାଣନ୍ତୁ କିପରି ବ୍ରତ ପାଳନ କଲେ ଲାଭ କରିପାରିବେ ଅଶେଷ ପୁଣ୍ୟଫଳ

Related posts

ଫେସବୁକରେ ‘ପ୍ରେମିକା’ ପୁରୁଷ ବୋଲି ଜାଣିବାପରେ ହତ୍ୟା କଲା ପ୍ରେମିକ

ENO Beuro

ଦୁଷ୍କର୍ମ ଅଭିଯୋଗରେ ଆତ୍ମଘୋଷିତ ବାବା ଆଶୁ ମହାରାଜ ଗିରଫ

ENO Beuro

ପ୍ରତିଷ୍ଠା ହେବ ଜାତୀୟ ଧନ୍ଦାମୂଳକ ଶିକ୍ଷା ଓ ତାଲିମ ପ୍ରତିଷ୍ଠାନ

ENO Beuro

Leave a Comment