EnewsOdia.Com

ଆଜି ବିଶ୍ୱ କିଡ୍‌ନି ଦିବସ

ଆଜି ବିଶ୍ୱ କିଡ୍‌ନି ଦିବସ । ୨୦୦୬ ମସିହାରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମାର୍ଚ୍ଚ ମାସର ୨ୟ ଗୁରୁବାରକୁ ‘ବିଶ୍ବ କିଡ୍‌ନି ଦିବସ’ ଭାବେ ପାଳନ କରୁଛନ୍ତି । ୧୪ ବର୍ଷ ହେଲା ଏହି ଦିବସ ପାଳନ ହୋଇ ଆସୁଥିବା ବେଳେ ଓଡ଼ିଶାରେ ରୋଗ ବଢିବା ଘଟଣା ଉଦବେଗର କାରଣ ହୋଇଛି । ଓଡିଶାରେ ଦିନକୁ ଦିନ ବଢୁଛି କିଡ୍‌ନି ରୋଗୀଙ୍କ ସଂଖ୍ୟା। ରୋଗର ସ୍ଥିତି ଉଦ୍‌ବେଗଜନକ ହେବାକୁ ଲାଗିଛି ।

ଓଡ଼ିଶାରେ ବର୍ଷକୁ ହାରାହାରି ଭାବେ ୩ହଜାରରୁ ଅଧିକ ରୋଗୀ କିଡ୍‌ନି ରୋଗରେ ଆକ୍ରାନ୍ତ ହେଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୪୦ ହଜାର ରୋଗୀ କିଡ୍‌ନି ରୋଗରେ ଆକ୍ରାନ୍ତ ହୋଇଥିବା ଏକ ବେସରକାରୀ ସର୍ଭେ ରିପୋର୍ଟରୁ ଜଣାପଡିଛି । କିନ୍ତୁ ସ୍ୱାସ୍ଥ୍ୟ ବିଭାଗ ପାଖରେ ଏ ସଂପର୍କରେ ଠିକ୍ ତଥ୍ୟ ନାହିଁ କି ଏହାର ଆକଳନ ମଧ୍ୟ ଆଜି ପର୍ଯ୍ୟନ୍ତ କରାଯାଇପାରିନି। ୧୪ ବର୍ଷ ହେଲା କଡନି ଦିବସ ପାଳନ ହେଉଥିଲେ ବି ରୋଗ ମୁକାବିଲା ପାଇଁ ଏଯାଏ ସରକାରୀସ୍ତରରେ ଏହାକୁ ନେଇ ଉଦାସୀନତା ଜାରି ରହିବା ଘଟଣା ଉଦ୍‌ବେଗର କାରଣ ହୋଇଛି ।

ପଢନ୍ତୁ: ଡ୍ୟାନିଙ୍କ ଜୀବନସାଥୀ ହେଲେ ଝିଲିକ୍‌

ସମ୍ବନ୍ଧିତ ଖବର

ଅବପାତର ରୂପ ନେଲା ଲଘୁଚାପ, ଓଡିଶାରେ ବାତ୍ୟା ନୁହେଁ, ବର୍ଷାର ସମ୍ଭାବନା

Ratnamani Maharana

ଆରବିଆଇର ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତ ହେଲେ ମାଇକେଲ ଦେବବ୍ରତ ପାତ୍ର

Ratnamani Maharana

ବାତ୍ୟା ‘ବୁଲ୍‌ବୁଲ୍‌’ ଯୋଗୁଁ ଆସନ୍ତାକାଲି ଠାରୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ

Ratnamani Maharana

ପରୀକ୍ଷାରେ ଅଜବ ପ୍ରଶ୍ନ, ଗାନ୍ଧୀ କେମିତି ଆତ୍ମହତ୍ୟା କରିଥିଲେ?

Ratnamani Maharana

ଏଥର ହୋଲିରେ ଚାଇନା ରଙ୍ଗକୁ ଛୁଇଁବା ମନା

Ratnamani Maharana

ରାଜଧାନୀରେ ଚାଲିଛି ଗୋଟିଏ ନମ୍ବରରେ ଅନେକ ଗାଡି

Ratnamani Maharana