Featured

ବିଶ୍ୱ ମାତୃ ଦିବସ:ମା’ପାଇଁ ଦିନଟିଏ!

“ମା’ପାଇଁ ଦିନଟିଏ “

 ମେ ୧୩ ବିଶ୍ୱ ମାତୃ ପୂଜନ ଦିବସ ଉପଲକ୍ଷେ:

ତ୍ୟାଗ ଓ ତପସ୍ୟାର ପ୍ରତୀକ ମା’। ମା’-ଜନ୍ମଦାତ୍ରୀ। ସେ ସନ୍ତାନ ପାଇଁ ସାଜିଥାଏ ମୁଖ୍ୟ ପ୍ରେରଣାଦାୟୀ। ପୃଥିବୀର ପ୍ରଥମ ସୂର୍ଯ୍ୟୋଦୟ ଦେଖିବାର ସୁଯୋଗ ଦେଇଥାଏ ମା’। ତା କୋଳରେ ବଢି ବଡ ହୁଏ ଶିଶୁ । ମା’ ର ମମତାକୁ କେହି ତଉଲି ପାରିବେ ନାହିଁ। ଯେତେବେଳେ ଧରାପୃଷ୍ଟରେ ଗୋଟେ ଶିଶୁ ଜନ୍ମନିଏ ତା ପରିବେଶରୁ ସେ ବହୁତ କିଛି ଶିକ୍ଷାଲାଭ କରିଥାଏ। ପ୍ରଥମେ ସେ ତାର ଜନ୍ମିତ ମା’କୁ ଚିହ୍ନେ ସେତେବେଳେ ସେହି ମାତାର ପରିଚୟ ସମସ୍ତଙ୍କୁ ଦିଏ କୁହେ ଏ ତୋ ବାପା ଏତୋ ଭଉଣୀ ଏତୋ ଭାଇ କିନ୍ତୁ କେବେବି କୁହେନି ମୁଁ ତୋ ମା’ ଭଗବାନଙ୍କ ସୃଷ୍ଟିରେ ସେତାର ମା’କୁ ଚିହ୍ନେ ଯଦି ଆମେ ଆଜିର ଦିନକୁ ମାତୃ ଦିବସ ଭାବେ ପାଳନକରୁ ଖାଲି ମନୁଷ୍ୟକୁ ବୁଝାଏନା ବୁଝାଏ ସମଗ୍ର ଜିବଜଗତର ମା’କୁ।

ବିଶ୍ୱ ମାତୃ ଦିବସ:ମା’ପାଇଁ ଦିନଟିଏ! Mother Baby

ମା’ ପରି କିଏ ହେବ ?

ଅବୋଧ ଶିଶୁକୁ ତୁନି କରିବାକୁ ସେ ଗାଇଛି ନାନାବାୟା ଗୀତ। ନିଜ ପିଲାର ଦେହ ଅସୁସ୍ଥ ହେଲେ ରାତିରାତି ଠାକୁରଙ୍କୁ ଡାକିଛି ତ ପୁଣି ମାନସିକ ବ୍ରତ କରିଛି । ନିଜ ସନ୍ତାନ ପାଇଁ ଜୀବନର ପ୍ରତିଟି ସୁଖକୁ ଜଳାଂଜଳି ଦେଇଛି ମା’। ତେଣୁ ମା’ ପରି କିଏ ହେବ ?

ବିଶ୍ୱ ମାତୃ ଦିବସ:ମା’ପାଇଁ ଦିନଟିଏ! maa

ଆଜି ବିଶ୍ୱ ମାତୃ ଦିବସ ଅବସରରେ ମା’ର ତ୍ୟାଗ, ସେବା ସାଧନା ଓ ସଂଘର୍ଷକୁ ବିଶ୍ୱବାସୀ ମନେ ପକାଇ ତାଙ୍କୁ ସମ୍ମାନ ଦେବାକୁ ଆଗେଇ ଆସନ୍ତୁ ବିଶ୍ୱର ସବୁ ସନ୍ତାନ ମା ମାନଙ୍କୁ ଅବହେଳା ନକରି ନିଜ ନିଜ ମା ଏବଂ ମାତୃ ସ୍ଥାନୀୟ ମହିଳା ମାନଙ୍କୁ ସମ୍ମାନ ଦିଅନ୍ତୁ।

ବିଶ୍ୱ ମାତୃ ଦିବସ:ମା’ପାଇଁ ଦିନଟିଏ! ma

ପଢନ୍ତୁ; ହୃଦଘାତ ଆସିବା ପୂର୍ବର ଜାଣନ୍ତୁ ଏହାର ଲକ୍ଷଣ କ’ଣ ?

Related posts

ଜାନୁଆରି ୩୧ ତାରିଖରେ ଚନ୍ଦ୍ରର ଏକ ଭିନ୍ନ ରୂପ ଦେଖିବାକୁ ମିଳିବ। ଜାଣନ୍ତୁ ଏହାକୁ ନେଇ ଲୋକଙ୍କ ମନରେ ରହିଛି କି ପ୍ରକାରର ଧାରଣା !

Krishna Kumar Manoj

ଜାଣନ୍ତୁ କଲରାର ଉପକାରୀ ଗୁଣ ସଂପର୍କରେ ଓ ନିୟମିତ ବ୍ୟବହାର ଦ୍ଵାରା କି ସୁଫଳ ମିଳେ

Krishna Kumar Manoj

ଜିଓର ପୁଣି ଏକ ଆକର୍ଷଣୀୟ ଅଫର୍, ଏଣିକି ରିଚାର୍ଜ କଲେ ଗ୍ରାହକଙ୍କୁ ମିଳିବ ୪୦୦ଟଙ୍କା

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More