Featured

ସମ୍ପୂର୍ଣ୍ଣ ବିଶ୍ଵରେ ଆଜି ପାଳନ ହେଉଛି “ବିଶ୍ଵ ଶାକାହାରୀ ଦିବସ “

ସମଗ୍ର ବିଶ୍ଵରେ ପ୍ରତିବର୍ଷ ନଭେମ୍ବର ୧ ତାରିଖକୁ ବିଶ୍ଵ ଶାକାହାରୀ ଦିବସ ରୂପେ ପାଳନ କରାଯାଉଛି । ଶାକାହାରୀ ଖାଦ୍ୟ ଷ୍ଟଲ ,ପୋଟଲକ୍ସ ହୋଷ୍ଟିଙ୍ଗ ଏବଂ ବୃକ୍ଷରୋପଣ ଆଦି ବିଭିନ୍ନ କାର୍ଯ୍ୟକଳାପ ମାଧ୍ୟମରେ ମଣିଷ , ଜୀବଜନ୍ତୁ ଓ ପ୍ରାକୃତିକ ପରିବେଶ ପାଇଁ ଶାକାହାରୀ ହେବାର ଲାଭ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଏ ।

ଇଂଲଣ୍ଡର ଦ ଭେଗାନ ସୋସାଇଟି ଅଧ୍ୟକ୍ଷ ଓ ରେୟାମ୍ୟାନ ଲୁଇସ ୱାଲିସଙ୍କ ଦ୍ଵାରା ୧୯୯୪ରେ ଏହି ଦିବସ ପ୍ରଥମେ ଆରମ୍ଭ ହୋଇଥିଲା । ୨୦୧୪ରେ ଭିଗାନ(ଶାକାହାରୀ), ‘ଭେଗାନିଜମ’ ର ୭୦ତମ ବାର୍ଷିକୀ ଏବଂ ଭେଗାନ ସୋସାଇଟିର ପ୍ରତିଷ୍ଠାକୁ ମନେପକାଇବା ପାଇଁ ପ୍ରତିବର୍ଷ ନଭେମ୍ବର ୧ ଏହି ଦିବସ ପାଳନ କରାଯାଏ । ବିଶ୍ଵର ଶାକାହାରୀମାନେ ଜୀବଜନ୍ତୁଙ୍କ ଅଧିକାର ବିଷୟରେ ଧାରଣା ଦେବା ପାଇଁ ଏହି ଏକତ୍ରିତ ହୋଇଥାନ୍ତି ।

ଚଳିତ ବର୍ଷ ଭିନ୍ୟୁଟ୍ରିସନ ନାମକ ଆପ ସହିତ ବିଶ୍ଵ ଶାକାହାରୀ ମାସ ପାଳିତ ହେଉଛି । ଏହି ଆପ ସୁସ୍ଥ ଓ ଶାକାହାରୀ ହେବା ଉପରେ ଫୋକସ କରେ । ଚଳିତ ମାସ ମଧ୍ୟ ଭାଗରେ ଏହି ଆପ ଲଞ୍ଚ କରିବ ।

ସମ୍ପୂର୍ଣ୍ଣ ବିଶ୍ଵରେ ଆଜି ପାଳନ ହେଉଛି "ବିଶ୍ଵ ଶାକାହାରୀ ଦିବସ "

ପଢନ୍ତୁ, ଦିଲ୍ଲୀରେ ଚାଲୁଥିବା ସ୍କୁଲ ବସରେ ଲାଗିଲା ନିଆଁ , ଅଳ୍ପକେ ବର୍ତ୍ତିଲେ ୩୦ ଜଣ ଛାତ୍ର

Related posts

ସୁପ୍ରିମକୋର୍ଟଙ୍କ ଗୁରୁତ୍ଵପୂର୍ଣ ଆଦେଶ : ଆଧାର ଲିଙ୍କ ଅବଧି ବଢିଲା

ENO Beuro

ଆସନ୍ତୁ ଜାଣିବା ଅପରାଜିତାର ଔଷଧୀୟ ଗୁଣ

ENO Beuro

ଦେଖନ୍ତୁ ସୁନା ବେଶ ସିଧା ପ୍ରସାରଣ ପୁରୀରୁ Suna Besa Live 2017

Jitendra

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More