SPORTS

ବିଶ୍ୱ ମାନ୍ୟତାର ଶୀର୍ଷରେ ମେରିକମ୍‌

marry-com

୬ ଥର ବିଶ୍ବ ବିଜୟିନୀ ‌ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ଏମ୍‌ସି ମେରିକମ୍‌ ସଦ୍ୟ ପ୍ରକାଶିତ ବିଶ୍ବ ମାନ୍ୟତାରେ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ଏହି ମଣିପୁରୀ ମହିଳା ଗତ ନଭେମ୍ବରରେ ଦିଲ୍ଲୀରେ ଆୟୋଜିତ ବିଶ୍ବ ପ୍ରତିଯୋଗିତାରେ ୪୮ କିଲୋଗ୍ରାମ୍‌ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିଲେ।

marry-com

ତିନୋଟି ସନ୍ତାନର ଜନନୀ ମେରିକମ୍‌ ୨୦୧୮ରେ ମଧ୍ୟ ପୋଲାଣ୍ଡରେ ଅନୁଷ୍ଠିତ କମନଓ୍ବେଲଥ୍‌ ଗେମ୍ସରେ ସ୍ବର୍ଣ୍ଣ ଏବଂ ବୁଲଗେରିଆରେ ଖେଳାଯାଇଥିବା ସମ୍ମାନଜନକ ଷ୍ଟ୍ରାଣ୍ଡାଡଜ ମେମୋରିଆଲରେ ରୌପ୍ୟ ପଦକ ଜିତିଥିଲେ।

ବିଶ୍ବ ପ୍ରତିଯୋଗିତା ରୌପ୍ୟ ବିଜୟିନୀ ସୋନିଆ ଲାଥର ୫୭ ବର୍ଗରେ ଦ୍ବିତୀୟ, କାଂସ୍ୟ ବିଜୟିନୀ ସିମ୍ରନଜିତ କୌର (୬୪ କେଜି) ଚତୁର୍ଥ, ଏଲ୍‌ ସରିତା ଦେବୀ ଷୋଡ଼ଶ, ୬୯ କେଜି ବର୍ଗରେ ଲଭ୍‌ଲିନା ବୋର୍ଗୋହାଇଁ ପଞ୍ଚମରେ ରହିଛନ୍ତି।

ପଢନ୍ତୁ;  ଆଜି ହିଁ ପ୍ରସ୍ତୁତ କରନ୍ତୁ ସ୍ପେଶାଲ ରାବିଡ଼ି ମାଲପୁଆ

Related posts

ଉଭୟ ମହିଳା ଓ ପୁରୁଷ ହକି ଦଳର ଜର୍ସି ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ENO Beuro

ବାଂଲାଦେଶ ୭ ୱିକେଟରେ ହାରିଲା:ଜାଡେଜା,ରୋହିତ ଜିତାଇଲେ

ENO Beuro

ଫ୍ଲେ ଅଫରୁ ମୁମ୍ବାଇ ଇଣ୍ଡିଆନ୍ସ ବିଦା ହେବା ପରେ ଖୁସି ଜାହିର କଲେ ପ୍ରୀତି ଜିଂଟା !

ENO Beuro

Leave a Comment