News

ବିଶ୍ଵର ପ୍ରଥମ ହାତ ବନ୍ଧା ସ୍ମାର୍ଟଫୋନ୍ ଲଞ୍ଚ କଲା ଚୀନ

IMG_20180902_113808.0

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଲୋକମାନଙ୍କ ଜୀବନକୁ ସହଜ ସରଳ କରିବା ପାଇଁ ଆଜିକାଲି ବହୁ ଟେକ୍ନୋଲୋଜି ବାହାରୁଥିବାବେଳେ ଚୀନ ପୁଣି ଥରେ ଏକ ନୂଆ ଡିଭାଇସ ଲଂଚ୍ କରିଛି। ନୂଆ ସ୍ମାର୍ଟଫୋନ୍ Nubia Alpha ଲଞ୍ଚ କରିଛି ଚୀନ। ନୂଆ ଲଞ୍ଚ ହୋଇଥିବା ଏହି ମୋବାଇଲର ବିଶେଷତ୍ବ ହେଉଛି ଏହାକୁ ଯେ କୌଣସି ବ୍ୟକ୍ତି ହାତରେ ବାନ୍ଧି ବ୍ୟବହାର କରିପାରିବେ। ଏହି ସ୍ମାର୍ଟଫୋନର ମୂଲ୍ୟ ୪୪୦୦୦ ଟଙ୍କା ରହିଛି।

ଏହି ମୋବାଇଲର ଡିସପ୍ଲେ ୪ ଇଂଚ ହୋଇଥିବାବେଳେ ଏହାର OLED ସ୍କ୍ରିନକୁ ଖୁବ୍ ପତଳା ଘଂଟାର ସ୍ଟ୍ରାପ୍ ସହ ଯୋଡା ଯାଇଛି । ଏଥିରେ ସ୍ନାପଡ୍ରାଗନ୍ ବିୟର୍ ୨୧୦୦ ଚିପସେଟ୍ ଲାଗିଛି । ଏହି ସ୍ମାର୍ଟଫୋନ ୧ ଜିବି ରାମ୍ ସହ ୮ ଜିବି ଇଣ୍ଟରନାଲ୍ ଷ୍ଟୋରେଜ୍ ରହିଛି । ୫୦୦ mAhରବ୍ଯାଟାରି ସିଷ୍ଟମ ସହ ୫ମେଗାଫିକ୍ସେଲ କ୍ୟାମେରା ରହିଛି । ସେହିପରି ମୋବାଇଲରେ ବ୍ଲୁଟୁଥ୍ ସହ ୱାଇଫାଇର ର ସୁବିଧା ମଧ୍ୟ ରହିଛି ।

ପଢନ୍ତୁ;ଖୁବ ଶୀଘ୍ର ଭାରତ-ପାକିସ୍ତାନ ବିବାଦର ଅନ୍ତ ହେବ: ଡୋନାଲ୍ଡ ଟ୍ରମ୍ପ

Related posts

ସ୍କୁଲ୍ ବସ୍ ଦୁର୍ଘଟଣାଗ୍ରସ୍ତ, ୧୨ ଛାତ୍ରୀଛାତ୍ର ଆହତ

ENO Beuro

Conjoined Twins Jaga & Balia Went To AIIMS In New Delhi For Treatment

ENO Beuro

ସରକାରୀ କର୍ମଚାରୀଙ୍କ ହାତରେ ଜୋତାର ଫିତା ବନ୍ଧାଇଲେ ମନ୍ତ୍ରୀ

Ratnamani Moharana

Leave a Comment