ASTRO

କେଉଁ ସମସ୍ୟା ପାଇଁ କେଉଁ ଦେବତାଙ୍କୁ ପୂଜା କଲେ ମିଳିବ ସମାଧାନ ? ଆସନ୍ତୁ ଜାଣିବା

ହିନ୍ଦୁ ଶାସ୍ତ୍ର ଅନୁସାରେ ୩୩ କୋଟି ଦେବତା ଅଛନ୍ତି , ଏବଂ ସବୁ ଦେବତାଙ୍କର ଏକ ବିଶେଷ ବିଭାଗ ରହିଛି । ଅର୍ଥାତ ଭିନ୍ନ ଭିନ୍ନ ଦେବତା ଆମର ଭିନ୍ନ ଭିନ୍ନ ପ୍ରାକ ମଙ୍ଗଳ କରନ୍ତି । ମନୁଷ୍ୟ ଜୀବନରେ ମଧ୍ୟ ସେମିତି ଅନେକ ପ୍ରକାର ସମସ୍ୟା ଦେଖା ଦେଇଥାଏ । କାହାର ମାନସିକ ସମସ୍ୟା ତ , କାହାର ଶାରୀରିକ ସମସ୍ୟା , ଆଉ କାହାର ବିବାହକୁ ନେଇ ସମସ୍ୟା ତ କାହାର ଶତ୍ରୁ ସମସ୍ୟା । ତେବେ ଶାସ୍ତ୍ରରେ କେଉଁ ସମସ୍ୟା ପାଇଁ କେଉଁ ଦେବତାଙ୍କ ଉପାସନା କରିବା ଆବଶ୍ୟକ ତାହା ମଧ୍ୟ ଉଲ୍ଲେଖ ରହିଛି ।

ଆସନ୍ତୁ ଜାଣିବା , ଆପଣଙ୍କ ସମସ୍ୟା ପାଇଁ ଆପଣ କେଉଁ ଦେବତାଙ୍କ ଉପାସନା କରିବେ :-

ମାନସିକ ସମସ୍ୟା ପାଇଁ ଶିବଙ୍କ ଉପାସନା କଲେ ଉଆପଶମ ମିଳେ ।

ଶାରୀରିକ ପୀଡା ତଥା ଆଘାତଜନିତ ସମସ୍ୟା ପାଇଁ ହନୁମାନଙ୍କୁ ପୂଜା କରିବା ବିଧେୟ ।

ବିବାହରେ ବିଳମ୍ବ ଜନିତ ସମସ୍ୟା ପାଇଁ ପୁରୁଷମାନେ ମା ଦୂର୍ଗା ଓ ନାରୀମାନେ ପ୍ରଭୁ ଶିବଙ୍କ ଆରାଧନା କରିବା ଆବଶ୍ୟକ ।

ଶିକ୍ଷା , ବାଣିଜ୍ୟ କିମ୍ବା ଯେକୌଣସି କ୍ଷେତ୍ରରେ ବାଧା ଉପୁଜୁଥିଲେ ଅଦ୍ୟପୂଜ୍ୟ ଗଣପତିଙ୍କୁ ପୂଜା କରିବା ଦରକାର ।

ଧନ , ସମ୍ପତି ଜନିତ ସମସ୍ୟା ପାଇଁ ମା ଲକ୍ଷ୍ମୀଙ୍କ ଉପାସନା କରିବା ଆବଶ୍ୟକ ।

ମୁକ୍ତି , ମୋକ୍ଷ ତଥା ଆଧ୍ୟାତ୍ମିକ ଉପଲବ୍ଧି ପାଇଁ ଭଗବାନ କୃଷ୍ଣଙ୍କ ଉପାସନା କରିବା ଉଚିତ ।

worship god  କେଉଁ ସମସ୍ୟା ପାଇଁ କେଉଁ ଦେବତାଙ୍କୁ ପୂଜା କଲେ ମିଳିବ ସମାଧାନ ? ଆସନ୍ତୁ ଜାଣିବା worship god

ପଢନ୍ତୁ , ଘରେ ରଖନ୍ତୁ ଏହିସବୁ ଜିନିଷ , ସବୁଦିନ ପାଇଁ ଦୂରେଇ ଯିବ ଆର୍ଥିକ ସମସ୍ୟା

Related posts

ନିଜ ପାପୁଲିର ବର୍ଣ୍ଣରୁ ଜାଣନ୍ତୁ ଆପଣଙ୍କ ସ୍ଵଭାବ , କେତେ ଭାଗ୍ୟଶାଳୀ ଅଟନ୍ତି ଆପଣ

Krishna Kumar Manoj

ନିଜ ଜନ୍ମ ତାରିଖରୁ ଜାଣନ୍ତୁ ଆପଣଙ୍କ ବାହାଘର ଲଭ ହେବ ନା ଆରେଞ୍ଜ

Krishna Kumar Manoj

ସୂର୍ଯ୍ୟଙ୍କ ଏହି ରତ୍ନକୁ ଧାରଣ କରିବା ଦ୍ଵାରା ଆପଣଙ୍କୁ ମିଳିପାରେ ରାଜଯୋଗ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More