• Home
  • Featured
  • ଏବେ କମ୍ପୁଟରରେ ମଧ୍ୟ କରିପାରିବେ ହ୍ୱାଟସ୍ଅପରେ ଭିଡିଓ କଲ
Featured

ଏବେ କମ୍ପୁଟରରେ ମଧ୍ୟ କରିପାରିବେ ହ୍ୱାଟସ୍ଅପରେ ଭିଡିଓ କଲ

କିଛି ଦିନ ହେବ ହ୍ୱାଟସ୍ଅପ୍ ତାର ଯୁର୍ଜସ ମାନଙ୍କ ପାଇଁ ବିଭିନ୍ନ ଫିଚର୍ସ ପାଇଁ ପରିକ୍ଷା ନିରୀକ୍ଷା କରି ଚାଲିଛି । ବର୍ତମାନ ହ୍ୱାଟସ୍ଅପ ଭାରତ ପାଇଁ ପେମେଂଟ ଫିଚର୍ସ, ଷ୍ଟିକରସ୍ ଏବଂ ଗ୍ରୁପ ଭିଡିଓ ପରିକ୍ଷା ନିରୀକ୍ଷା ଶୁଣିବାକୁ ମିଳୁଛି । ସେହି ଆପ୍ରେ ଭିଡିଓ କଲିଙ୍ଗର ଦମଦାର ପ୍ରତିକ୍ରିୟା ମିଳିବା ପରେ କମ୍ପାନୀ ବର୍ତମାନ ୱେବ୍ ଭର୍ସନ ଉପରେ ବି କଲିଙ୍ଗ୍ର ଫିଚର ଲାଗୁ କରିବେ। ଆଉ ମଧ୍ୟ ଶୁଣିବାକୁ ମିଳୁଛି ଯେ,ଆଉ କିଛିଦିନପରେ ନିଜ କମ୍ପୁଟର କିମ୍ବା ଲାପ୍ଟପରେ ରେ ମଧ୍ୟ ହ୍ୱାଟସଅପ ଭିଡିଓ କଲ କିମ୍ବା ଭଏସ କଲ କରି ପାରିବେ।

ହ୍ୱାଟସ୍ଆପର ଏହି ଫିଚର ସଲଗ୍ନ ଆପ୍ ବିକ୍ଷୟରେ ଜାଣିବା ପାଇଁ ଲଗାତାର ଅପଡେଟ୍ କାରୀଙ୍କୁ ଟେଷ୍ଟ କରିକି ଦିଆଯାଇଥାଏ । ପରିକ୍ଷା ମୁତାବକ ହ୍ୱାଟସଅପ୍ ୱେବର ୦.୨.୮୨୯୯ ଭର୍ସନରେ ବ୍ୟବହାରକାରୀମାନେ ଭିଡିଓ ଓ ଭୟସ କଲ କରିପାରିବେ ।

ଏହି ଭିଡିଓ କଲର ଆନନ୍ଦ ନେବାକୁ ହେଲେ ହ୍ୱାଟସଅପ ଆପ୍ ରେ ନିଜ ଫୋନ କୁ ଇଂଟରନେଟ୍ରେ କନେକ୍ଟ କରିବାକୁ ପଡିବ । ୱେବ୍ ଭର୍ସନରେ ଭିଡିଓ ଓ ଭୟସ କଲର ନୋଟିଫିକେସନ୍ ମିଳିବ ତା ପରେ ଏହି ଫିଚରକୁ ବ୍ୟବହାରକାରୀ ମାନେ ବ୍ୟବହାର କରିପାରିବେ । ୱେବ ଭର୍ସନର ନୂଆ ଅପଡେଟ୍ ଲଗିନ୍ ଡିଜାଇନ ମଧ୍ୟ ବଦଳି ଯାଇଛି।

ଏବେ କମ୍ପୁଟରରେ ମଧ୍ୟ କରିପାରିବେ ହ୍ୱାଟସ୍ଅପରେ ଭିଡିଓ କଲ whatsapps

ପଢନ୍ତୁ;

“ଚଟଣି” ଖାଦ୍ୟରେ ସ୍ଵାଦ ବଦଳାଇ ସହ ଏହା ଶରୀର ପାଇଁ ମଧ୍ୟ ହିତକର ! ଜାଣନ୍ତୁ ଏହା ଶରୀର ପାଇଁ କେତେ ଲାଭଦାୟକ ହୋଇଥାଏ

Related posts

Watch Live Streaming Devasnana Purnima Of Lord Jagannath at Puri

Krishna Kumar Manoj

Bollywood Veteran Actor Vinod Khanna Passed Away Due To Advanced Bladder Carcinoma

Krishna Kumar Manoj

ସବୁଜ ପରିବା ଲାଉ ର କିଛି ଉପକାରୀ ଓ ଔଷଧୀୟ ଗୁଣ ବିଷୟରେ ଆସନ୍ତୁ ନଜର ପକାଇବା

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More