Celebs News

ଆଜି ଭୁବନେଶ୍ୱରରେ ୟମି ଗୌତମ

Yy

ଫୋନି ପ୍ରଭାବିତଙ୍କୁ ସାହାଯ୍ୟ କରିବାକୁ ଭୁବନେଶ୍ୱର ଆସୁଛନ୍ତି ୟମି ଗୌତମ

 

ଆଜି ଭୁବନେଶ୍ୱର  ଆସୁଛନ୍ତି ବଲିଉଡ୍ ଅଭିନେତ୍ରୀ ୟମି ଗୌତମ । ଭୁବନେଶ୍ୱର ଜନପଥ ରୋଡ୍‌ରେ ଥିବା ସ୍କେଚର୍ସ ଇଣ୍ଡିଆ   ଶୋ’ରୁମ୍‌ରେ ଆଜି ଅପରାହ୍ନ ୩ଟାରେ ଆସି ପହଞ୍ଚିବେ ୟମି। ବାତ୍ୟା ଫନିରେ ହୋଇଥିବା କ୍ଷୟକ୍ଷତି ଏବଂ ଏଥିରେ ପ୍ରଭାବିତ ହୋଇଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏକ ପ୍ରୋଗ୍ରାମର ଆୟୋଜନ କରାଯାଇଛି। ଏଥିରେ ବହୁ ସଂଖ୍ୟାରେ ଭାଗ ନେବା ପାଇଁ ୟମି ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ଏହି ପ୍ରୋଗ୍ରାମର ନାଁ ରହିଛି  ‘ଗୋ-ରନ୍‌ ’ ଚ୍ୟାଲେଞ୍ଜ।

ଭୁବନେଶ୍ୱର ଆସିବା ପୂର୍ବରୁ ୟମି ଏସମ୍ପର୍କରେ ଟ୍ୱିଟ୍‌  କରି ଫ୍ୟାନ୍ସଙ୍କୁ ଜଣାଇଛନ୍ତି। ଭିଡିଓ ମାଧ୍ୟମରେ ୟମି  ‘ଗୋ-ରନ୍‌’ ଚ୍ୟାଲେଞ୍ଜରେ ଯୋଗ ଦେବାପାଇଁ କହିଛନ୍ତି।

Capture

ପଢନ୍ତୁ: ବଲିଉଡ଼ ଅଭିନେତା ତଥା ପଦ୍ମଶ୍ରୀ ଦିନୟାର କଣ୍ଟ୍ରାକ୍ଟରଙ୍କ ପରଲୋକ

Related posts

ସଲ୍ମାନ ଖାନ ଙ୍କୁ ଗ୍ୟାଙ୍ଗଷ୍ଟରଙ୍କ ଧମକ! କାରଣ କ’ଣ,ଆସନ୍ତୁ ଜାଣିବା

ENO Beuro

Jyoti Ranjan Nayak’s Hattric In Odia Film Industry

Jitendra

ଓଲିଉଡ ଲୋକପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଜେଡବ୍ଲାକ ଓରିଜ ବ୍ରାଣ୍ଡର ବ୍ରାଣ୍ଡ ଅମ୍ବସୋଡ଼ର

ENO Beuro

Leave a Comment